Updated: Jul 30, 2023, 10:05 IST

ଶେଷରେ ହାତ କୁ ଦି ହାତ ହେବେ ରାହୁଲ ଗାନ୍ଧୀ, ଶେଷରେ ଚାଲିଲା ଝିଅ ଖୋଜା

Rahul gandhi

ନମସ୍କାର ପାଠକ ବନ୍ଧୁ।ପୂର୍ବତନ କଂଗ୍ରେସ ଦଳ ର ସଭାପତି ରାହୁଲ ଗାନ୍ଧି ଙ୍କ ବିଷୟ ରେ ଆପଣ ମାନେ ସମସ୍ତେ ଜାଣି ଥିବେ।ଏହି କିଛି ଦିନ ତଳେ ତାଙ୍କୁ ତାଙ୍କ ସଭାପତି ପଦ ରୁ ବାହାର କରି ଦିଆ ଯାଇଛି।ଏବେ ତାଙ୍କର ନିଜସ୍ଵ କୌଣସି ଘର ନାହିଁ।
Viral news
ସେ ଏବେ ତାଙ୍କ ମାଆ ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଙ୍କ ସହିତ ରହୁଛନ୍ତି।ତାଙ୍କ ବାହାଘର କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି।ସେ ଏବେ ଲୋକ ଙ୍କ କଲ୍ୟାଣ ପାଇଁ ବିଭିନ୍ନ ସଭା ସମିତି ରେ ଯୋଗ ଦେଉଛନ୍ତି।
ଏହି କିଛି ଦିନ ତଳେ ତାଙ୍କ ପରିବାର କୁ ବୁଲିବାକୁ ଆସିଥିଲେ ସୋନିପଥ ମହିଳା ମାନେ।ସେମାନେ ସମସ୍ତେ କୃଷକ ଶ୍ରେଣୀ ର ଲୋକ ଅଟନ୍ତି।ସେମାନେ ସମସ୍ତେ ରାହୁଲ ଙ୍କ ବିବାହ କୁ ନେଇ ସୋନିଆ ଙ୍କୁ ପ୍ରଶ୍ନ କରିଥିଲେ।
Congress
ସୋନିଆ ତାଙ୍କୁ ଉତ୍ତର ଦେବାକୁ ଯାଇ କହିଥିଲେ କି ଆପଣ ମାନେ ତାଙ୍କ ପାଇ ଝିଅ ଦେଖନ୍ତୁ।ଏ କଥା ଶୁଣିବା ପରେ ସେଠାରେ ସମସ୍ତେ ହସିବାକୁ ଲାଗିଲେ।ସେମାନେ ଆସିଲା ବେଳେ ରାହୁଲ ଓ ତାଙ୍କ ପରିବାର ପାଇଁ ଅନେକ ପ୍ରକାର ଉପହାର ନେଇକରି ଆସିଥିଲେ।
ସୂଚନା ଅନୁସାରେ ରାହୁଲ ଗାନ୍ଧୀ ରାସ୍ତା ରେ ଯାଉ ଥିବା ସମୟ ରେ ସୋନିପଥ ର ମହିଳା ମାନଙ୍କ ସହିତ ଦେଖା କରିଥିଲେ।ସେମାନେ ଦିଲ୍ଲୀ ବୁଲିବା ପାଇଁ ରାହୁଲ ଙ୍କୁ କହିଥିଲେ।ଏହା ପରେ ରାହୁଲ କହିଲେ କି ମୋର ନିଜସ୍ଵ କୌଣସି ଘର ନାହିଁ।ମୋର ସରକାରୀ ଘର କୁ ସରକାର ନେଇ ଯାଇ ଛନ୍ତି।
ଏହା ପରେ ରାହୁଲ ସେମାନଙ୍କୁ ତାଙ୍କ ଭଉଣୀ ଙ୍କ ଘର କୁ ଯିବା ପାଇଁ ଅନୁରୋଧ କରିଥିଲେ।ରାହୁଲ ନିଜ ଭଉଣୀ ଙ୍କ ସହିତ ଏସବୁ କଥା ହୋଇ ଥିଲେ।ଏହା କୁ ଶୁଣି ପ୍ରିୟଙ୍କା ବହୁତ ଖୁସି ହୋଇ ଯାଇଥିଲେ। ସେମାନେ ସମସ୍ତେ ତାଙ୍କ ନିୟନ୍ତ୍ରଣ କୁ ରକ୍ଷା କରି ଆସିଥିଲେ।
ସେମାନେ ଆସିଲା ବେଳେ ରାହୁଲ ଙ୍କ ପରିବାର ପାଇ ଖାଣ୍ଟି ଗୁଆ ଘିଅ,ଆଚାର ନେଇକି ଆସି ଥିଲେ।ରାହୁଲ ଏହି ଫଟୋ କୁ ସୋସିଆଲ ମିଡିଆରେ ଅପଲୋଡ଼ କରି ନିଜର ଖୁସୀ ବ୍ୟକ୍ତ କରିଛନ୍ତି।ଏମାନେ ରାହୁଲ ଙ୍କ ଘରେ ଖିଆ ପିଆ କରିଥିଲେ।
Rahul gandhi
ଓ ଗଲା ବେଳେ ସୋନିଆ ଙ୍କୁ ରାହୁଲ ଙ୍କ ବିବାହ ବିଷୟ ରେ ପ୍ରଶ୍ନ କରି ଥିଲେ।ସୋନିଆ ଏଥିରେ କହି ଥିଲେ କି ଆପଣ ମାନେ ରାହୁଲ ଙ୍କ ପାଇଁ ଝିଅ ଦେଖନ୍ତୁ।ଯାହା କୁ ଶୁଣି ସମସ୍ତେ ହସି ବାକୁ ଲାଗିଲେ।

Advertisement