Updated: Nov 4, 2023, 11:42 IST

ଅସଉଦ୍ଦିନ ଓୱିସି ଙ୍କ ସିଧା ଆକ୍ରମଣ ରାହୁଲ ଗାନ୍ଧୀ ଙ୍କୁ : ସେ ରାହୁଲ ଜାଣି ଜାଣି ନିର୍ବାଚନ ହାରୁଚି, ବହୁତ୍ ପଇସା ଖାଇଛି

Special report

ନମସ୍କାର ପାଠକ ବନ୍ଧୁ।ରାଜନୀତି ରେ କେତେବେଳେ କଣ ଘଟିବ ତାହା କେହି ଜାଣି ନାହାଁନ୍ତି।ନିକଟ ରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଓ ଏ ଆଇ ଏମ୍ ଆଇ ଏମ୍ ଦଳ ର ମୁଖ୍ୟ ଆଶାରୁଧିନ ଓଇସୀଙ୍କ ମଧ୍ୟରେ ଝଗଡ଼ା ଦେଖା ଯାଇଚି।
Special report
ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସୂଚନା ଦେବାକୁ ଯାଉଛୁ।କିଛି ଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସଭା ରେ ଯୋଗ ଦେଇଥିଲେ।
ସେଥିରେ ସେ କହିଥିଲେ କି ଭାଜପା ଠାରୁ ଟଙ୍କା ନେଉଛନ୍ତି ଏ ଆଇ ଏମ୍ ଆଇ ଏମ।ଆମେଥି ରୁ ହାରିବା ପାଇଁ ସେ ସବୁବେଳେ ଟଙ୍କା ନେଉଛନ୍ତି।ସେଥିପାଇଁ ସେ ଆମେଠି ରୁ ହାରି ଯାଇଥିଲେ।ତାଙ୍କର ଏଭଳି କଥା ସାରା ଦେଶ ରେ ଖୁବ୍ ପ୍ରଚାରିତ ହୋଇ ଥିଲା।
Special report
ଓ ଏଠାରେ କଳହ ମଧ୍ୟ ହୋଇ ଥିଲା।ଏହା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଥିଲେ ଏ ଆଇ ଏମ୍ ଆଇ ଏମ ର ମୁଖ୍ୟ ଓଏସି ।ତାଙ୍କ କହିବା ଅନୁଯାୟୀ ସେ ଆମେଠି ରୁ ହାରିବା ପାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟଙ୍କା ନେଉଛନ୍ତି।
ସେ ପ୍ରତି ଆକ୍ରମଣ କରି କହିଥିଲେ କି ଆମିଥି ରୁ ହାରିବା ପାଇଁ ଆପଣ କେତେ ଟଙ୍କା ନେଇଥିଲେ।ସୂଚନା ଅନୁସାରେ ବିଜେପି ନେତ୍ରୀ ସ୍ମୃତି ଇରାନି ଆମେଥୀ ରୁ ରାହୁଲ ଙ୍କୁ ପରାସ୍ତ କରିଥିଲେ।
୩୦ ନଭେମ୍ବର ରେ ତେଲେଙ୍ଗାନା ରେ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହେବ।ଏଥିପାଇଁ ରାଜ୍ୟ ର ବିଭିନ୍ନ ଦଳ ପ୍ରଚାର କାର୍ଯ୍ୟ କରାଉଛନ୍ତି।ସମସ୍ତ ଦଳ ମାନେ ପରସ୍ପର ଉପରେ କଡ଼ା ଆକ୍ରମଣ କରିବାକୁ ଲାଗି ଛନ୍ତି।
ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।ଲୋକ ମାନଙ୍କ ମନ ରେ ନିର୍ବାଚନ କୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି।ଏବେ ଦେଖିବାକୁ ବାକି ରହିଲା କେଉଁ ଦଳ ସେଠାରେ ବିଜୟ ହାସଲ କରୁଛି।

Advertisement