ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ନିଜ ଦଳ କୁ ଜିତାଇବା ପାଇଁ କଠିନ ପରିଶ୍ରମ କରିଛନ୍ତି।ତେବେ ନିକଟ ରେ ସେ ଗୋଟିଏ ସାହସିକତା ର କାମ କରିଛନ୍ତି।
![Special Report](https://news38times.com/static/c1e/client/93724/uploaded/98be3378b5e373d65b18eee827e1989d.jpg)
ସଂସଦ ରେ ଧୁଆଁ ଚାରି ଆଡେ଼ ବ୍ୟାପୁଥିବା ସମୟ ରେ ସେ ନିଜ ଆସନ ରେ ଦୃଢ଼ ଭାବରେ ଠିଆ ହୋଇ ଥିଲେ।ସେ ଲୋକ ଙ୍କ ଗତି ବିଧି କୁ ଲକ୍ଷ କରିଥିଲେ।ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଚି।
ସୂଚନା ଅନୁସାରେ ସଂସଦ ର ଅଧିବେଶନ ଚାଲୁଥିବା ସମୟ ରେ ଦୁଇ ଜଣ ବ୍ୟକ୍ତି ସାଗର ଶର୍ମା ଓ ଡି ମନୋରଞ୍ଜନ ଏକ ସ୍ମୋକ ଷ୍ଟିକ୍ କୁ ଛାଡି ଦେଇଥିଲେ।ଏହା ପରେ ସାରା ସଂସଦ ରେ ଧୁଆଁ ବ୍ୟାପି ଯାଇଥିଲା।
ଅନ୍ୟ ନେତା ଓ ମନ୍ତ୍ରୀ ମାନେ ଭୟବିତ ହୋଇ ଯାଇଥିଲେ।କିନ୍ତୁ ଏହି ସମୟ ରେ ସମସ୍ତ ଙ୍କ ନଜର ରାହୁଲ ଗାନ୍ଧୀ ଙ୍କ ଉପରେ ରହିଥିଲା।ସେ ନିଜ ଆସନ ରୁ ତିଳେ ହେଲେ ପଛ କୁ ଘୁଞ୍ଚି ନ ଥିଲେ।
![Special Report](https://news38times.com/static/c1e/client/93724/uploaded/b710d08114e6666eaf131fe525990e5b.jpg)
ସେ ନିଜ ଆସନ ରେ ଠିଆ ହୋଇ ଥିବା ସମୟ ରେ ମମତା ନାମକ ଜଣେ ନାରୀ ନେତ୍ରୀ ତାଙ୍କର ଏକ ଭିଡିଓ କରିଥିଲେ।ଓ ପରେ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଓ ଲେଖି ଥିଲେ ରାହୁଲ ଗାନ୍ଧୀ ବହୁତ ସାହସୀ।
ସେ ସାହାସ ର ସହିତ ପରିସ୍ଥିତି କୁ ସାମ୍ନା କରିଛନ୍ତି।ତାଙ୍କର ଏଭଳି କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରିଛନ୍ତି।ଏହା ପରେ ପୋଲିସ ସେ ଦୁଇ ଅଭିଯୁକ୍ତ ଗିରଫ କରିଛି।
ସଂସଦ ବାହାରେ ମଧ୍ୟ ଏପରି ହୋଇ ଥିଲା।ଚାରି ଆଡେ଼ ଧୁଆଁ ବ୍ୟାପି ଯାଇଥିଲା।କିଛି ଅଭିଯୁକ୍ତ ମାନେ ଏବେ ଫେରାର ଅଛନ୍ତି।ସେହି ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ମହିଳା ଥିଲେ।ତାଙ୍କୁ ପୋଲିସ ଗିରଫ କରି ହାଜତରେ ରଖିଛି।