Jan 16, 2024, 11:31 IST

ରାହୁଲ ବାବା ଙ୍କୁ କଣ ଛୋଟ ମୋଟ ନେତା ଭାବୁଛ କି ?? ୨୦୨୪ ରେ ନମ୍ବର ୱାନ ଖିଲାଡ଼ି ହେବେ ରାହୁଲ..

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଓଡ଼ିଶା ର କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ଭଲ ଭାବେ ଜାଣି ଥିବେ।ବର୍ତ୍ତମାନ ସମୟ ରେ ତାଙ୍କର ପ୍ରତିଟି କଥା ଗଣ ମାଧ୍ୟମ ନିକଟରେ ଚର୍ଚ୍ଚା ର ବିଷୟ ପାଲଟି ଥାଏ।ଆଜି ପୁଣି ଥରେ ସୁର ରାଉତରାୟ ଗଣ ମାଧ୍ୟମ ଆଗରେ ରାହୁଲ ଗାନ୍ଧୀ ଙ୍କ ବିଷୟ ରେ କହିଛନ୍ତି।
Special Report
ଯାହାକୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।ଆପଣ ମାନେ ସମସ୍ତେ କଂଗ୍ରେସ ର ମୁଖ ପାତ୍ର ରାହୁଲ ଗାନ୍ଧୀ ଙ୍କୁ ଜାଣି ଥିବେ।ସେ ପ୍ରଧାନ ମନ୍ତ୍ରୀ ପଦ କୁ ପାଇବା ପାଇଁ ଅନେକ ପରିଶ୍ରମ କରୁଛନ୍ତି।ଲୋକ ଙ୍କ ମନ ଜିଣିବା ପାଇଁ ତାଙ୍କ ନିକଟ କୁ ଯାଉଛନ୍ତି।
ହେଲେ ତାଙ୍କ ସ୍ବପ୍ନ ସତ ହେଉ ନାହି।ଆଜି ଓଡିଶା ର କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି କି ରାହୁଲ ଗାନ୍ଧୀ ଙ୍କ ବହୁତ ଷ୍ଟାମିନା ରହିଛି।ଆମେ ଭାବିଥିଲୁ ରାହୁଲ ଗାନ୍ଧୀ ଗୋଟିଏ ଡରୁଆ ନେତା।ହେଲେ ଆଜି ସେ ତାଙ୍କ କାମ କରି ଦେଖାଉଛନ୍ତି।
Special Report
ଘରେ ଘରେ ଯାଇ ଲୋକ ଙ୍କୁ ଭେଟୁଛନ୍ତି।ତାଙ୍କ ଦୁଃଖ ସୁଖ ବୁଝିଛନ୍ତି।ତାହାର ବହୁତ ଶକ୍ତି ଅଛି।୭୫୦୦ କିମି ବାଟ ରେ ସେ ଚାଲିକି ଯାଇ ଛନ୍ତି।ତାଙ୍କୁ ମାନିବାକୁ ପଡ଼ିବ।ତାଙ୍କ ଭଳି ଲୋକ ଆଉ ଆମ ଦେଶ ରେ ମିଳିବେ ନାହିଁ।ଆଗାମୀ ନିର୍ବାଚନ ରେ ରାହୁଲ ଗାନ୍ଧୀ ଜିତିବା ନିଶ୍ଚୟ ହୋଇ ଯାଇଚି ବୋଲି କହିଥିଲେ ସୁର ରାଉତରାୟ।
ସେ ଆହୁରି ମଧ୍ୟ କହିଛନ୍ତି କି ଏଠାରେ ସେ ୬୫୦୦ କିମି ଚାଲିବ।ଆଗକୁ ୫୮ ଟି ରାଜ୍ୟ ଓ ୮୫ ଟି ଜିଲ୍ଲାରେ ସେ ବୁଲିବେ।ଆମ ରାଜ୍ୟ ଓଡ଼ିଶା ରେ ଚାରିଟି ଜିଲ୍ଲା ରେ ସେ ବୁଲିବେ।ସୁର ଓ ତାଙ୍କ ଦଳ ର କିଛି ନେତା ମାନେ ଏବେ ପ୍ରସ୍ତୁତ ହେଉଛନ୍ତି ତାଙ୍କ ରାଲି ରେ ଯୋଗ ଦେବେ।
ଏତେ ବାଟ ଚାଲିବା ସହଜ କଥା ନୁହେଁ।ସେ କିପରି ଏମିତି କରି ପାରୁଛନ୍ତି ବୋଲି ସୁର ରାଉତରାୟ ପ୍ରଶ୍ନ କରିଛନ୍ତି।ବଢିଆ ଷ୍ଟାମିନା ତାର।ସବୁ କିଛି ଏବେ ପରିବର୍ତ୍ତନ ହେବ। ଦେଶ ରେ ନୂଆ ପ୍ରଧାନ ମନ୍ତ୍ରୀ ଆସିବେ।ଏଥର ଲୋକ ମାନଙ୍କ ର କିଛି ଅସୁବିଧା ହେବ ନାହିଁ।
ନିକଟ ରେ ଆସାମ ମୁଖ୍ୟ ମନ୍ତ୍ରୀ କହିଥିଲେ କି ବିଜେପି ସରକାର ରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।ତାଙ୍କ ର ଏହି କଥା ଟି ସମସ୍ତ ଙ୍କୁ ଖରାପ ଲାଗି ଥାଇ ପାରେ।କଂଗ୍ରେସ ନେତା ହୋଇ ତାଙ୍କ ଦଳ କୁ ସମର୍ଥନ କରୁଛନ୍ତି।
ଏଭଳି କଥା କୁ ସମସ୍ତେ ବିରୋଧ କରିବା ଉଚିତ।ଯଦି ଆଗକୁ ହେବ ତାହାଲେ ନିଶ୍ଚୟ ରୂପେ କଂଗ୍ରେସ ଏଠାରେ ସରକାର ତିଆରି କରିବ ବୋଲି ସୁର ରାଉତରାୟ କହିଛନ୍ତି।ତାଙ୍କର ଏହି କଥା ଟି କେବେ ସତ ହେଉଚି ଏବେ ଦେଖିବାକୁ ବାକି ରହିଲା।

Advertisement