Sep 24, 2023, 10:54 IST

କାନାଡା ର ବିଶ୍ୱାସ ଘାତକ କାମ ରେ ରାଗ ରେ ନିଆଁ ହେଲେ ମୋଦୀ, କାନାଡା ରୁ ଠିକ୍ କଲୁନି, ଅପେକ୍ଷା କର ଭାରତ ସହ ଲାଗିଛୁ ନାକ ରେ କାନ୍ଦିବୁ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବର୍ତ୍ତମାନ ସମୟ ରେ ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଚି।କାନାଡା ସବୁବେଳେ ଖଲିସ୍ଥାନ ଆତଙ୍କବାଦୀ ଙ୍କୁ ସମର୍ଥନ କରି ଆସିଛି।ହେଲେ ଭାରତ ସବୁବେଳେ ତାଙ୍କୁ ବିରୋଧ କରିଛି।
Special report
ଆତଙ୍କ ବାଦି ମାନେ ସାରା ପୃଥିବୀ ପାଇଁ ସବୁବେଳେ ବିପଦ ସୃଷ୍ଟି କରି ଥାଆନ୍ତି।ମୋଦୀ ସରକାର ସବୁବେଳେ କାନାଡା ଦେଶ କୁ ସମର୍ଥନ କରନ୍ତି।ଓ ସାହାର୍ଯ୍ୟ ମଧ୍ୟ କରନ୍ତି।ହେଲେ ଏବେ କାନାଡା ର ପ୍ରଧାନ ମନ୍ତ୍ରୀ ଟ୍ରୁଡୋ ଭାରତ କୁ ବିରୋଧ କରିବା କୁ ଆରମ୍ଭ କରିଛି।
ନିକଟ ରେ ଖଲିସ୍ଥାନ ଆତଙ୍କ ବାଦ ହରଦିପ ସିଂହ ଙ୍କ ର କାନାଡା ରେ ମୃ-ତ୍ୟୁ ହୋଇ ଥିଲା।ତାଙ୍କୁ ଗୁଳି ମରା ଯାଇ ହ-ତ୍ୟା କରା ଯାଇଥିଲା।କାନାଡା ପ୍ରଧାନ ମନ୍ତ୍ରୀ ଟ୍ରୁଡୋ ଙ୍କ ମତରେ ଖଲିସ୍ଥାନ ଆତଙ୍କ ବାଦ ରେ ହରଦୀପ ସିଂ ଙ୍କ ମୃ-ତ୍ୟୁ ହୋଇ ଥିଲା।
ଏଥିପାଇଁ ସେ ଭାରତ କୁ ଦାୟୀ କରିଥିଲେ।ଭାରତୀୟ ଏଜେନସି ମାନେ ତାଙ୍କୁ କାନାଡା ରେ ଗୁଳି କରି ମାରି ଥିଲେ।କାନାଡା ର ସୁରକ୍ଷା କର୍ମୀ ମାନେ ଏବେ ଏ ବିଷୟରେ ଯାଞ୍ଚ କରୁଛନ୍ତି।ସମସ୍ତଙ୍କୁ ଲାଗୁଚି ଯେ ଭାରତ ତାଙ୍କର ମୃ-ତ୍ୟୁ ପାଇଁ ଦାୟୀ।
Special report
ଭାରତୀୟ ବିଦେଶ ମନ୍ତ୍ରାଳୟ ଏହାକୁ ଖାରଜ କରି ଦେଇଥିଲା।ସେ କାନାଡା କୁ ଭୁଲ ବୋଲି ପ୍ରମାଣିତ କରିଥିଲା।ଏ ସବୁ ମିଛ କଥା।ଏହା ଛଡା ଯେଉଁ ଭାରତୀୟ ମାନେ କାନାଡା ରେ ରହୁଛନ୍ତି ତାଙ୍କୁ ସେଠାରେ ସତର୍କ ରହିବା ପାଇଁ କୁହା ଯାଇଛି।
କାନାଡା ର ପ୍ରଧାନ ମନ୍ତ୍ରୀ ଯେ କୌଣସି ସମୟରେ ତାଙ୍କ ଉପରେ ଆକ୍ରମଣ କରି ପାରନ୍ତି।ଏବେ ଧୀରେ ଧୀରେ ଭାରତ ଓ କାନାଡା ଭିତରେ ରାଜନୈତିକ ଦ୍ଵନ୍ଦ ଦେଖା ଦେବାରେ ଲାଗିଛି।ଏହା ଆଗକୁ ଯୁଦ୍ଧ ର ରୂପ ନେଇ ପାରେ।
ହେଲେ କାନାଡା ଭାରତ ସହିତ ଯୁଦ୍ଧ କଲେ ସେଥିରେ ତାର ହିଁ ପରାଜୟ ହେବ।କାରଣ ଭାରତ ହେଉଚି ଏକ ଶକ୍ତିଶାଳୀ ଗଣ ତାନ୍ତ୍ରିକ ରାଷ୍ଟ୍ର।ଯାହାକୁ ହରାଇବା କାନାଡା ପକ୍ଷରେ ସମ୍ଭବ ନୁହେଁ।କିଛି ଲୋକ ମାନେ ଭାରତ କୁ ହାତୀ ସହିତ ତୁଳନା କଲା ବେଳେ କାନାଡା କୁ ପିମ୍ପୁଡ଼ି ସହିତ ତୁଳନା କରିଛନ୍ତି।

Advertisement