Jan 11, 2024, 09:32 IST

ରାଗିଲେ ଜୟ ରାମ୍, ହେ ସେ ପାଣ୍ଡିଆନ ଗୋଟେ ସାଧାରଣ ଲୋକ, ଅମିତ୍ ଶାହା ଠୁ ମାଡ ଖାଇ ଥାଆନ୍ତା, ତାକୁ ନେଇ ଏତେ ଚର୍ଚ୍ଚା କଣ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଓଡ଼ିଶା ରେ କିଭଳି ଦୁର୍ନୀତି ହେଉଛି।ସରକାର ଙ୍କୁ ଏ ନେଇ ଅନେକ ପ୍ରଶ୍ନ କରା ଯାଇଛି।ଏବେ ଧୀରେ ଧିରେ ଖଣି ଖାଦାନ ଶେଷ ହେବାକୁ ଯାଉଛି।ଲୋକ ମାନଙ୍କ ସମ୍ପତି କୁ ସରକାର ନଷ୍ଟ କରି ଦେଉଛନ୍ତି।ଏ ସବୁ ସରକାର୍ ଙ୍କ ଜ୍ଞାତ ସାର ରେ ହେଉଚି।
Special Report
ଆମେ ଆଜି ଏହି ବିଷୟ ରେ ଆପଣ ମାନଙ୍କ ସହିତ କଥା ହେବାକୁ ଯାଉଛୁ।ବର୍ତ୍ତମାନ ସମୟ ରେ ଆଦିବାସୀ ଙ୍କ ଉନ୍ନତି ପାଇଁ କୌଣସି ପଦକ୍ଷେପ ନିଆ ଯାଇ ନାହି।ସେମାନେ ଜଙ୍ଗଲ କୁ ଏବେ ମଧ୍ୟ ନଷ୍ଟ କରୁଛନ୍ତି।ଖଣି ଅଞ୍ଚଳ ରୁ ସବୁ ଖଣି ନିଆ ସାରିଲାଣି।ଏହା କେବଳ ଆମ ସରକାର ଙ୍କ ପାଇଁ ହୋଇଛି।
ଏ କଥା କୁ ଗଣ ମାଧ୍ୟମ ଆଗରେ ବିଜେପି ନେତା କହିଛନ୍ତି। ବନ୍ୟ ଜନ୍ତୁ ମାନଙ୍କୁ ସୁରକ୍ଷା ଦିଆ ଯାଇ ପାରୁ ନାହିଁ।ଗଛ ଲତା କୁ କାଟି ଦିଆ ଯାଉଚି। ବନ୍ୟ ଜନ୍ତୁ ଙ୍କ ଘର ଭାଙ୍ଗି ଯିବା ଫଳ ରେ ସେମାନେ ଜନ ବସତି ଆଡ଼କୁ ମାଡ଼ି ଆସୁଛନ୍ତି।ଏହି ପରି ଭାବେ ବ୍ୟାପକ ରୂପେ ଦୁର୍ନୀତି ହୋଇଚି।
ଏଥିରେ ମନ୍ତ୍ରୀ ଓ ନେତା ମାନେ ଅଛନ୍ତି।ସେମାନଙ୍କ ପାଇଁ ଓଡ଼ିଶା ଆଜି ଗୋଟିଏ ଗରିବ ରାଷ୍ଟ୍ର ରେ ପରିଣତ ହୋଇଛି।ଲୋକ ମାନେ ବର୍ତ୍ତମାନ ସମୟ ରେ ଖାଇବାକୁ ପାଉ ନାହାନ୍ତି।ସେମାନେ ଏଭଳି ପରିସ୍ଥିତି ରେ ରାଜ୍ୟ ର ଉନ୍ନତି କଥା କେତେବେଳେ ଭାବିବେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
Special Report
ଏହି ଦୁର୍ନୀତି କୁ ତଦନ୍ତ କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ ଙ୍କୁ କୁହା ଯାଇଚି ବୋଲି କହିଛନ୍ତି ବିଜେପି ନେତା ମାନେ।ଏହି ଦୁର୍ନୀତି ଉପରେ ତଦନ୍ତ କରା ଯାଉ।ଦୋଷୀ ମାନଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯାଉ।
ଓଡ଼ିଶା ଲୋକ ମାନଙ୍କୁ ସେମାନେ ବହୁତ ଠକି ସାରିଲେଣି।ଆଉ ଆପଣ ମାନେ ତାଙ୍କୁ ଠକି ବାକୁ ଦିଅନ୍ତୁ ନାହିଁ।ଏଥିରେ ବିଜେପି ବିଜେଡି କଂଗ୍ରେସ ଯେଉଁ ନେତା ବି ଥାଆନ୍ତୁ।ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ।ସମସ୍ତଙ୍କୁ ଦଣ୍ଡ ଦିଆ ଯିବ।
ଆଇନ ଆଗରେ ସମସ୍ତେ ସମାନ।ଆଗକୁ ନିର୍ବାଚନ ରହିଛି।ବିଭିନ୍ନ ରାଜନୈତିକ ଦଳ ମାନେ ନିଜ କାମ କଲେଣି।ଏଭଳି ପରିସ୍ଥିତି ରେ ଦୁ-ର୍ନୀ-ତି କଥା କୁ କିପରି ଗୁରୁତ୍ଵ ଦିଆ ଯିବ ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ ଆମ ଓଡ଼ିଶା ରୁ ଦୁର୍ନୀତି ବନ୍ଦ ହେଉଛି।ଲୋକ ମାନେ କେବେ ସୁଖ ଶାନ୍ତି ରେ ଏଠାରେ ରହୁଛନ୍ତି।

Advertisement