ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ କାଳିଆ ଯୋଜନାକୁ ନେଇ ଏକ ବହୁତ୍ ବଡ଼ ଖବର ଆସି ଯାଇଛି। ଯଦି ନିକଟରେ ଆପଣ ମାନେ କାଳିଆ ଯୋଜନାରେ ଗ୍ରିଭେନ୍ସ କରିଥିଲେ ତେବେ ଏବେ ପୁଣି ଥରେ ତାକୁ ରି ସବମିଟ୍ କରିବା ପାଇଁ ଅପ୍ସନ୍ ଆସି ଯାଇଛି।
୨୦୨୪ ମସିହାରେ ପୁଣି ଗୋଟେ ନୁଆ ଅପଡେଟ କାଳିଆ ଯୋଜନା କୁ ନେଇ ଆସି ଯାଇଛି। ଏକ ଅପଡେଟ ଆସିଥିଲା କି ଡିସେମ୍ବର ୩୧ ପର୍ଯ୍ୟନ୍ତ ଆପଣ ମାନେ କାଳିଆ ଯୋଜନାରେ ନୁଆ ଆବେଦନ କରି ପାରିବେ।
ଆଉ କାଳିଆ ଯୋଜନାରେ ଯଦି କୌଣସି ଭୁଲ୍ ରହି ଯାଇଛି ତାହାକୁ ଆପଣ ମାନେ ସଂଶୋଧନ ମଧ୍ୟ କରି ପାରିବେ। ଏହାରି ମଧ୍ୟରେ ଅନେକ ଲୋକମାନେ ମଧ୍ୟ କାଳିଆ ଯୋଜନା ପାଇଁ ଆବେଦନ କରି ସାରିଛନ୍ତି।
ଏହାକୁ ସେମାନେ ସଂଶୋଧନ ମଧ୍ୟ କରି ସାରିଛନ୍ତି। ଯଦି ଆପଣ ବର୍ତ୍ତମାନ୍ ଅନଲାଇନ ଆପ୍ଲିକେସନ୍ ଫର୍ମ ରେ କ୍ଲିକ୍ କରି ଦେଉଛନ୍ତି ତେବେ ଦେଖାଇ ଦେବ କି ଆପଣ ଆଉ ନୁଆ ଆବେଦନ କରି ପାରିବେ ନାହିଁ।
ଆପଣ ଯେତେବେଳେ ଅପ୍ଲାଏ କରିଥିବେ ସେତେବେଳେ ଆପଣଙ୍କୁ ଏକ ଟୁକନ୍ ନମ୍ବର୍ ମିଳିଥିବ ଆଉ ଯଦି ଆପଣଙ୍କ ଏହି ଟୁକନ୍ ନମ୍ବର୍ ମାନେ ନାହିଁ ତେବେ ଆପଣଙ୍କ ଆଧାର କାର୍ଡ ନମ୍ବର୍ ଦେଇ ପାରିବେ।
ଆଧାର କାର୍ଡ ନମ୍ବର୍ ଦେଇ ଆପଣ ଶୋ ଅପ୍ସନ୍ ଉପରେ କ୍ଲିକ୍ କରିବା ପରେ ଆପଣଙ୍କ ଷ୍ଟାଟସ୍ ଆପଣଙ୍କୁ ଶୋ କରିବ। ଯଦି କୌଣସି ବି ଜିନିଷ ଭୁଲ ଥିବ ତେବେ ଏଡିଟ ର ମଧ୍ୟ ଅପ୍ସନ୍ ଆପଣଙ୍କର ଆସି ଯିବ।
ସେଥିପାଇଁ ଆପଣ ମାନେ ନିହାତି ଭାବରେ ଚେକ୍ କରି ନିଅନ୍ତୁ। ଯଦି ଆପଣଙ୍କର ଭୁଲ ଥାଏ ତେବେ ଲେଖି ଦେବ ଯେ ଆପଣଙ୍କର କଣ ପାଇଁ ଭୁଲ ଅଛି। ଏହାପରେ ଆପଣ ଏହାକୁ ଠିକ୍ ମଧ୍ୟ କରି ପାରିବେ।
ତେଣୁ ତୁରନ୍ତ ଯାଇ ଏହାକୁ ଯଥାଶୀଘ୍ର ଠିକ୍ କରି ନିଅନ୍ତୁ। ତେବେ ଏହି ଅପଡେଟ ସମ୍ପର୍କରେ ଆପଣ ମାନେ ଆଗରୁ ଜାଣିଥିଲେ ନା ନାହିଁ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।