Updated: Oct 8, 2023, 13:07 IST

ସେ ପ୍ରତ୍ୟୁଷା ହେଉଛି ବିଜୟ ର ଟିଉସନ୍ ସାର ଙ୍କ ସ୍ତ୍ରୀ, ସେ ମୋ ଭଳି ଅନେକ ଝିଅ ଙ୍କ ଜୀବନ ନଷ୍ଟ କରିଛି

Special report

ନମସ୍କାର ପାଠକ ବନ୍ଧୁ।ବିଜୟ ଶଙ୍କର ଓ ସୋମାଲିକା ଙ୍କ ବିବାଦ ଏବେ କାହାକୁ ବି ଅଛପା ନାହିଁ।ଗୋଟିଏ ପଟେ ସୋମାଲିକା ଦାସ ନ୍ୟାୟ ପାଇଁ ବାରମ୍ବାର ଗୁହାରି ହେଉଥିବା ବେଳେ ବିଧ୍ୟାୟକ ବିଜୟ ଶଙ୍କର ପ୍ରତ୍ୟୁଷା ନନ୍ଦ ଙ୍କୁ ବିବାହ କରିବା ପାଇଁ ସମସ୍ତଙ୍କୁ ଜଣା ଉ ଅଛନ୍ତି।
Special report
ଏହି ଘଟଣା କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସୋମାଲିକା ଙ୍କ କହିବା ଅନୁଯାୟୀ ବିଜୟ ଶଙ୍କର ତାଙ୍କ ଟ୍ୟୁସନ୍ ସାର ଙ୍କ ପତ୍ନୀ ଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ।ସେ ପ୍ରତ୍ୟୁଷା ନନ୍ଦ ଙ୍କ ୬ ବର୍ଷ ର ପିଲା ରହିଛି।
ହେଲେ ସେ ତା ସ୍ବାମୀ କୁ ଛାଡ ପତ୍ର ଦେଇ ବିଜୟ ଶଙ୍କର ଙ୍କୁ ବିବାହ କରିବା ପାଇଁ ଚାଲି ଆସିଛି।ସେ ପ୍ରଥମେ ସୋମାଲିକା ଙ୍କୁ ପ୍ରେମ କରୁଥିଲେ।ବିଜୟ ଶଙ୍କର ହେଉଛନ୍ତି ଜଣେ ଧୋକେବାଜ୍।ସେ ଏପରି ଅନେକ ଝିଅ ଙ୍କ ସହିତ କରିଛନ୍ତି।
Special report
ସୂଚନା ଅନୁସାରେ ସୋମାଲିକା ଙ୍କୁ ବିବାହ କରିବା ପାଇଁ ଆଗରୁ ବିଧାୟକ ବିଜୟ ଶଙ୍କର ପ୍ରସ୍ତାବ ଦେଇଥିଲେ।ହେଲେ ପରବର୍ତ୍ତୀ ସମୟ ରେ ସେ ତାଙ୍କୁ ଭୁଲି ଯାଇ ଏବେ ପ୍ରତ୍ୟୁଷା ଙ୍କ ପଛରେ ପଡ଼ି ଛନ୍ତି।ଏହାକୁ ନେଇ ସୋମାଲିକା କୋର୍ଟ ର ଦ୍ବାରସ୍ଥ ହୋଇ ଥିଲେ।
ସୋମାଲିକା ଏ ଯାଏଁ ଅନେକ ଥର କୋର୍ଟ କୁ ଗଲେଣି ହେଲେ ତାଙ୍କୁ ଗତ ତିନି ବର୍ଷ ଭିତରେ ନ୍ୟାୟ ମିଳି ପାରି ନାହିଁ।ନ୍ୟାୟ ପାଇ ସେ ଅନେକ ଲଢି ଲେଣି।ସେ ଯେତିକି ଥର କୋର୍ଟ କୁ ଯାଇଛନ୍ତି ଆଉ କେହି ବି ଏପରି ଯାଇ ନ ଥିବେ।
Special report
ହେଲେ ବିଜୟ ଶଙ୍କର ଏ ଯାଏଁ ଥରେ ବି କୋର୍ଟ କୁ ଯାଇ ନାହାନ୍ତି।ଏହା ଗୋଟିଏ ସାଧାରଣ ପୁଅ ସହିତ ହୋଇଥିଲେ ତାଙ୍କୁ କେବେ ଠାରୁ ଗିରଫ କରା ଯାଇ ଥାଆନ୍ତା।ଯେହେତୁ ବିଜୟ ଶଙ୍କର ଜଣେ ବିଧାୟକ ଅଛନ୍ତି ସେଥିପାଇଁ ତାଙ୍କ ଉପରେ ଆକ୍ସନ ନିଆ ଯାଇ ପାରୁ ନାହିଁ।
ଏଭଳି କିଛି ବୟାନ ଦେଇଛନ୍ତି ସୋମାଲିକା ଦାସ। ସେ ଆହୁରି ମଧ୍ୟ କହିଛନ୍ତି କି ତାଙ୍କୁ ନ୍ୟାୟ ଦରକାର।ଏତେ ବର୍ଷ ହେଲାଣି ସେ ଏହି କେସ କରିଛନ୍ତି ହେଲେ ତାଙ୍କୁ ଏ ଯାଏଁ ନ୍ୟାୟ ମିଳୁନି।
ଅନ୍ୟ ପଟେ ବିଜୟ ଶଙ୍କର ପ୍ରତ୍ୟୁଷା ନନ୍ଦ ଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତ ହେଲେଣି।ତେବେ ଦେଖିବାକୁ ବାକି ରହିଲା କେବେ ସୋମାଲିକା ଙ୍କୁ ନ୍ୟାୟ ମିଳୁଛି।

Advertisement