Sep 28, 2023, 09:18 IST

ପ୍ରଶ୍ନ ପଚାରିଲେ ସୁର - ଜିରା ୮୦୦, ଡାଲି ୧୮୦, ନବୀନବାବୁ ରାଜ୍ୟ ରେ କଣ ଘଟୁଛି ଜାଣିପାରୁନ କି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଖୋର୍ଦ୍ଧା, ଜଟଣୀ ବିଧାୟକ ସୁର ରାଉତ ରାୟ ବିଧାନସଭା ଅଧିବେଶନ ରେ ଏଭଳି କିଛି କଥା କହିଛନ୍ତି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
Special report
ସେ କହିଥିଲେ କି ଏବେ ଡାଲି କିଗ୍ରା ପ୍ରତି ୧୮୦ ଟଙ୍କା ହୋଇଥିବା ବେଳେ ,ଜିରା ୮୦୦ ଟଙ୍କା ହୋଇ ଗଲାଣି। ଆଉ ପନିପରିବା ଓ ଆଳୁ ର ମାତ୍ର ମଧ୍ୟ କମିବା ରେ ଲାଗି ଗଲାଣି। ସେଥିପାଇଁ ସେ ଏବେ ମୂଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି।
ସେ କହିଛନ୍ତି ହୀରାକୁଦ ରେ ଯଦି ବନ୍ଧ କରାଯିବ ତେବେ ଚାରିଆଡ଼େ ଚାଷ କରାଯାଇ ପାରିବ। ପାଣି ଚାରି ଆଡ଼କୁ ଗଲେ ପନିପରିବା ସହ ଭଲ ଭାବରେ ଫଳମୂଳ ମଧ୍ୟ ଚାଷ କରାଯାଇ ପାରିବ।
ସେ କହିଛନ୍ତି ବିଭିନ୍ନ ପ୍ରକାରର ଶସ୍ୟ ଉତ୍ପାଦନ ସହ ମାଛ ଚାଷ ମଧ୍ୟ କରାଯାଇ ପାରିବ। ଏଥିରୁ ଲୋକମାନେ ଅନେକ ଲାଭବାନ ମଧ୍ୟ ହୋଇ ପାରିବେ। ଆଉ ଏହା ସେତେବେଳେ ସମ୍ଭବ ଯେତେବେଳେ ମହାନଦୀ ତଳେ ବନ୍ଧ ହୋଇ ଯିବ।
ଆଉ ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚିତ ନିଷ୍ପତ୍ତି ନେବା ସହ ବିଲ ହୁଡାରେ ଭଲ ଭଲ ଗଛ ଲଗାଇବା ଦାୟିତ୍ଵ ମଧ୍ୟ ମନ୍ତ୍ରୀ ମାନେ ନେବେ ଏଥିପାଇଁ ସେମାନେ ଉନ୍ନତ ମାନର ଭଲ ଭଲ ମଞ୍ଜି ମଧ୍ୟ ଯୋଗାଇ ଦେବେ।
Special report
ଆଉ ଏବେ ଏହି ଖବର ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସୁର ରାଉତ ରାୟ ବିଧାନସଭା ରେ ଏହି କଥା କହିବା ସମୟରେ ଅନ୍ୟ ସମସ୍ତ ଉପସ୍ଥିତ ଥିବା ବିଧାୟକ ମାନେ ତାଙ୍କ କଥାକୁ ଧୀର ସ୍ତିର ହୋଇ ଶୁଣି ଥିଲେ।
ଆଉ ଏବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।ଏବଂ ସୋସିଆଲ ମିଡିଆରେ ଏହା ସମ୍ପର୍କରେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।
ଲୋକ ମାନେ ମଧ୍ୟ ବିଧାୟକ ସୁର ରାଉତ ରାୟ ଙ୍କ କଥାକୁ ଖୁବ ସମ୍ପର୍ଥନ କରିଛନ୍ତି। ତେବେ ଆପଣ ଏହା ପ୍ରତି କଣ ପ୍ରତିକ୍ରିୟା ଦେବାକୁ ଚାହିଁବେ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement