Apr 29, 2024, 01:39 IST

ପ୍ରଶାନ୍ତ ଜଗଦେବ ମାରିଲେ ଡ଼ାଏଲଗ..ମହାଭାରତ ର ଅର୍ଜୁନ କେବଳ ମୁଁ..

Hh

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ଏହି ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲା ରେ ବିଜେପି ତରଫ ରୁ ପ୍ରଶାନ୍ତ ଜଗଦେବ ଟିକେଟ ପାଇଛନ୍ତି।
ତେବେ ଅନ୍ୟ ପଟେ ବିଜେଡି ଦଳ ପକ୍ଷ ରୁ ରାଜେନ୍ଦ୍ର ସାହୁ ଓ କଂଗ୍ରେସ ଦଳ ପକ୍ଷ ରୁ ସୋନାଲି ସାହୁ ଟିକେଟ ପାଇଛନ୍ତି।ତେବେ ଏବେ ଏହାକୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ତେବେ ଆଜି ଏ ନେଇ ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଙ୍କୁ ପଚରା ଯାଇ ଥିଲା।
Bh
ସେ କହି ଥିଲେ କି ମୁଁ ଖୋର୍ଦ୍ଧା ଜିଲ୍ଲା ର ବିକାଶ ପାଇଁ ସବୁ କିଛି କରିବି।ଏବେ ସେଠାରେ ଶିକ୍ଷା ଓ ସ୍ଵାସ୍ଥ୍ୟ ର ବହୁତ କିଛି ଅଭାବ ରହିଛି।ଲୋକ ମାନେ ବହୁତ ଦୁଃଖ କଷ୍ଟ ରେ ରହୁଛନ୍ତି।ତାହାର ସମାଧାନ କରିବା ପାଇଁ ଚେଷ୍ଟା କରିବି।
ପିଇବା ପାଣି ର ବ୍ୟବସ୍ଥା ଓ ଜଳସେଚନ ର ବ୍ୟବସ୍ଥା କରିବି।ଯାହା ଦ୍ଵାରା ଲୋକ ମାନଙ୍କ ର ବହୁତ କିଛି ଉନ୍ନତି ହୋଇ ପାରିବ ।କୃଷି ରେ ଉନ୍ନତି ଉପରେ ବେଶୀ ଗୁରୁତ୍ଵ ଦେବି।ଲୋକ ମାନଙ୍କ ବିଜେପି ଦଳ ପ୍ରତି ବିଶ୍ଵାସ ରହିଛି।
ଆଗକୁ ଶିଳ୍ପାଞ୍ଚଳ ଗୁଡ଼ିକ ଅଧିକ ରୁ ଅଧିକ ଉନ୍ନତି କରିବି।ଲୋକ ମାନେ ଆଉ ବାହାରକୁ କାମ କରିବାକୁ ଯିବେ ନାହି।ମୋତେ ଏଠାରେ କେବଳ ଅପରାଜିତା ମ୍ୟାଡ଼ାମ ଙ୍କ ବିଶ୍ଵାସ ପାଇଁ ବିଧାୟକ ପଦ ମିଳିଚି।ଆମ ଦଳ ଉପରେ ଲୋକ ଙ୍କ ର ବିଶ୍ଵାସ ରହିଛି।
Bh
ବିଜେପି ଦଳ ପାଇଁ ଆଜି ଦେଶ ର ଅନେକ ଉନ୍ନତି ହୋଇଚି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଓଡ଼ିଶା କୁ ଆସି ଥିଲେ।ଲୋକ ମାନେ ତାଙ୍କୁ ଦେଖି ବହୁତ ଖୁସି ହୋଇ ଯାଇ ଥିଲେ।
ସେ ସବୁବେଳେ ଦେଶ ର କିଭଳି ଉନ୍ନତି ହେବ ତାହା ଚିନ୍ତା କରନ୍ତି।କାଳୁୁ ଖଣ୍ଡାୟତ ବିଜେପି ପକ୍ଷରୁ ଟିକେଟ ପାଇବା ପାଇଁ। ଆଶା ରଖି ଥିଲେ।ହେଲେ ବିଜେପି ତାଙ୍କୁ ଟିକେଟ ଦେଇ ନାହିଁ।
ତେବେ ଏଥିପାଇଁ ସେ ଟିକେ ଦୁଃଖିତ ଅଛନ୍ତି ସତ।ହେଲେ ସେ ଦଳ ରେ ରହି ପ୍ରଚାର ନିଶ୍ଚିତ କରିବେ।ଆମ ଦଳ ଏଥର ପୁଣି ଠାରେ ବିଜୟ ହାସଲ କରିବ ବୋଲି ସେ କହିଥିଲେ।

Advertisement