Updated: Mar 9, 2024, 12:01 IST

ପ୍ରମିଳା ଅଚାନକ କ୍ୟାମେରା ସାମ୍ନା କୁ ଆସି କହିଲେ..ନବୀନ ବାବୁ ଯଦି ପୁଣି ଥରେ ମନ୍ତ୍ରୀ ପଦ ଦିଅନ୍ତେ ଖୁସି ହୁଅନ୍ତି

Hhjj

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Bh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ବନ୍ଧୁଗବ ୨୦୧୯ରେ ସମସ୍ତଙ୍କୁ ଚମକାଇ ପ୍ରମିଳା ବିଶୋୟୀଙ୍କୁ ଏହି ଆସନରୁ ସାଂସଦ ପ୍ରାର୍ଥୀ କରିଥିଲା ବିଜୁ ଜନତା ଦଳ। ଆଉ ପ୍ରମିଳା ବିଶୋୟୀ ବିଜୟୀ ବି ହୋଇଥିଲେ।
ହେଲେ, ୨୦୨୪ରେ ପ୍ରମିଳାଙ୍କୁ ପୁଣି ବିଜେଡି ଟିକେଟ ଦେବ ନା ନୂଆ ଚେହେରା ମଇଦାନକୁ ଓହ୍ଲାଇବ ତାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା । ତେବେ ପ୍ରମିଳା ବିଷୋୟୀ ପୁଣି ଥରେ ଲଢ଼ିବା ପାଇଁ ଆଶା ରଖିଛନ୍ତି ।
Hh
ନବୀନ ଚାହିଁଲେ ସେ ପୁଣି ଥରେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ।ସାଂସଦ ପ୍ରମିଳା ବିଶୋଇ କହିଛନ୍ତି, ସବୁ କ୍ଷେତ୍ରରେ ମହିଳା ମାଆ ମାନଙ୍କୁ ଆଗକୁ ଯିବା ପାଇଁ ଓଡିଶାକୁ ନିଜ ପରିବାର କରି ତାଙ୍କୁ ସବୁରେ ସାହାଯ୍ୟ ଦେଇଛନ୍ତି ନବୀନ ପଟ୍ଟନାୟକ।
ମହିଳା ମାଆ ମାନେ ବହୁତ କାର୍ଯ୍ୟକର୍ମ କରିଛନ୍ତି ଏବଂ ଆହୁରି କରିବା ପାଇଁ ସୁଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ନିଶ୍ଚୟ ମହିଳା ମାନେ ଏକତା ହୋଇ ସୁଯୋଗ ସୁବିଧାରେ ଓଡିଶାକୁ ଆଗକୁ ନେବେ।
ମୁଖ୍ୟମନ୍ତ୍ରୀଙ୍କ ସୁଯୋଗ ଦେଲେ ପୁଣି ଲଢ଼ିବେ ବୋଲି କହିଛନ୍ତି ସାଂସଦ ପ୍ରମିଳା ବିଶୋଇ। ଗ୍ୟାସ ଦର ୧୦୦ ଟଙ୍କା କମିବା ରେ ସାଂସଦ ପ୍ରମିଳା ବିଶୋଇ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି।

Advertisement