Updated: Apr 13, 2024, 09:55 IST

ପ୍ରଶାନ୍ତ ଜଗଦେବ ଙ୍କୁ ଲୋକେ ଟେକି ନେଇ ସେକିଲେ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କ ବିରୁଦ୍ଧରେ ଆସିଛି ଅଭିଯୋଗ। କାର୍ଯ୍ୟରତ ସାମ୍ୱାଦିକ ଙ୍କୁ ଆକ୍ରମଣ ଅଭିଯୋଗ ରେ ଥାନାରେ ଏତଲା ଦିଆ ଯାଇଛି।
ଜନ ସଂପର୍କ ପଦଯାତ୍ରା ଚାଲିଥିବା ବେଳେ ଗ୍ରାମବାସୀ ଙ୍କ ସହ ପ୍ରଶାନ୍ତ ଜଗଦେବ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ କୁ କଏଦ କରୁଥିବା ବେଳେ ଜଣେ ସାମ୍ୱାଦିକ ଙ୍କୁ ଧମକ ଦେବା ସହ ତାଙ୍କ ହାତରୁ ମୋବାଇଲ୍ ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି।
Yu
ପ୍ରଶାନ୍ତ ଜଗଦେବ ଙ୍କ ନାମରେ ଜଂକିଆ ଥାନାରେ ଏତଲା ଦିଆ ଯାଇଛି ବୋଲି ଏନେଇ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ରଞ୍ଜନ ଦାସ ସୁଚନା ଦେଇଛନ୍ତି। ଏହି ଘଟଣାର ମଧ୍ୟ ତଦନ୍ତ କରିବା ପୋଲିସ ଆରମ୍ଭ କରି ସାରିଛି।
ଏହି ଘଟଣାର ଦୃଶ୍ୟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ପ୍ରାର୍ଥୀ ଘୋଷଣା ହୋଇ ସାରିବା ପରେ ପ୍ରଚାର ଓ ପ୍ରସାର ମଧ୍ୟ ଆରମ୍ଭ ହୋଇ ସାରିଥିଲା। ଏଥି ମଧ୍ୟରେ ପ୍ରଶାନ୍ତ ଜଗଦେବ ଙ୍କ ବିରୁଦ୍ଧରେ ମଧ୍ୟ ଏକ ଅଭିଯୋଗ ଆସିଥିଲା।
ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସେ ଆକ୍ରମଣ କରିଛନ୍ତି ଆଉ ଏନେଇ ଥାନାରେ ଏତଲା ମଧ୍ୟ ଦିଆ ଯାଇଛି। ଏହି ସମୟରେ ପ୍ରଶାନ୍ତ ଜଗଦେବ ଙ୍କ ସହ ଗ୍ରାମବାସୀ ହାତାହାତି ହେଉଥିବା ବେଳେ
Rr
ଏହି ତମାମ ଦୃଶ୍ୟ କୁ ଜଣେ ସାମ୍ବାଦିକ ନିଜ ମୋବାଇଲ ରେ କଏଦ କରୁଥିଲେ। ଆଉ ଏଥିରେ ରାଗି ଯାଇ ପ୍ରଶାନ୍ତ ଜଗଦେବ ଫୋନ ଛଡାଇ ଦେବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ। ସେହି ସମୟର ଦୃଶ୍ୟ ମଧ୍ୟ ଖୁବ ଭାଇରାଲ୍ ହେଉଛି।
ଏହା ଏବେ ଜଣକ ଫୋନ ରୁ ଅନ୍ୟ ଜଣକ ଫୋନ କୁ ଖୁବ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଘଟଣା କୁ ନେଇ ଅନେକ ଲୋକ ନିନ୍ଦା କରିବା ସହ ସେମାନେ ନିଜ ନିଜର ମତ ମଧ୍ୟ ରଖିଛନ୍ତି।
ତେବେ ଏହା କେତେଦୂର ଠିକ ଓ କେତେଦୂର ଭୁଲ ଏହି ଘଟଣା ପ୍ରତି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement