May 1, 2024, 09:27 IST

ଲୋକେ କହିଲେ - ପାଣ୍ଡିଆନ ସାର୍ ଆମେ ଫଟୋ ନେବୁ..ନିଜେ ମୋବାଇଲ ସେଲଫି ଉଠେଇଲେ ପାଣ୍ଡିଆନ..

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନିର୍ବାଚନ ଆସୁଛି।ଏହି ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ମଧ୍ୟ ହୋଇ ସାରିଛି।ତେବେ ଅନେକ ରାଜନୈତିକ ଦଳ ମାନେ ଏବେ ଜୋର୍ ସୋର୍ ରେ ପ୍ରଚାର ଜାରି ରଖିଛନ୍ତି।
ନେତା ମନ୍ତ୍ରୀ ମାନେ ଘର ଘର ବୁଲି ଏବେ ନିଜ ପ୍ରଚାର କରୁଛନ୍ତି।ଆମକୁ ଜିତାଇଲେ ଆମେ ଆମ ରାଜ୍ୟ ର ଉନ୍ନତି କରିବୁ ବୋଲି କହୁଛନ୍ତି।ତେବେ ବର୍ତ୍ତମାନ ସମୟ ରେ ଏହି କଥା କୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Bb
ସୂଚନା ଅନୁସାରେ ଗତ କାଲି ବିଜେଡି ଦଳ ର ୫ ଟି ସଚିବ ଭି କେ ପାଣ୍ଡିଆନ ଚିକିଟି ଗ୍ରସ୍ତ ରେ ଯାଇ ଥିଲେ।ସେଠାରେ ସେ ଅନେକ ସମୟ ଧରି ରହିଥିଲେ।ଏକ ବଡ ସଭା ର ଆୟୋଜନ କରା ଯାଇ ଥିଲା।
କିଭଳି ଆମ ରାଜ୍ୟ ରେ ଉନ୍ନତି ହେବ ସେ ବିଷୟ ରେ ସେ ସେଠାରେ ଆଲୋଚନା କରି ଥିଲେ।ସେ ନିଜ ଭାଷଣ ମାଧ୍ୟମ ରେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରି ଥିଲେ।ଲୋକ ମାନେ ତାଙ୍କୁ ଦେଖି ବହୁତ ଖୁସି ହୋଇ ଯାଇ ଥିଲେ।
Hh
ଏହା ପରେ ସେ କହି ଥିଲେ କି ଚିକିଟି ର ଭାଇ ଭଉଣୀ ମାନେ ମୁଁ ଆଜି ଏଠାକୁ ଆସି ବହୁତ ଖୁସି ବ୍ୟକ୍ତ କରୁଛି।ଭୁବନେଶ୍ୱର ରେ ଏଭଳି ଏକ ସ୍ଥାନ ଅଛି ଯେଉଁଠି ଆସିଲେ ଖୁସୀ ଲାଗେ।ମୁଁ ଆପଣ ମାନଙ୍କ ସହିତ ଆଜି ବହୁତ ସମୟ କଟାଇଲି।
ତେବେ ଆପଣ ମାନଙ୍କୁ ଖୁସି ଦେଖିକି ମୋତେ ବହୁତ୍ ଖୁସି ଲାଗିଲା।ଏହା ପରେ ସେ ଷ୍ଟେଜ ରୁ ଓହ୍ଲାଇ ଆସି ଥିଲେ।କିଛି ସମୟ ପାଇଁ ଲୋକ ଙ୍କ ନିକଟ କୁ ଯାଇ କଥା ହୋଇ ଥିଲେ।କିଛି ପିଲା ଙ୍କ ଫୋନ୍ ଆଣି ସେଥିରେ ସେଲ୍ଫି ନେଇ ଥିଲେ।
ଏଥିରେ ଲୋକ ମାନେ ବହୁତ ଖୁସି ହୋଇ ଥିଲେ।କିଭଳି ନିଜ ରାଜ୍ୟ ର ବିକାଶ ହୋଇ ପାରିବ ସେ ବିଷୟ ରେ ସେ କହି ଥିଲେ।ଆମ ସମସ୍ତଙ୍କ ରେ କଠିନ ପରିଶ୍ରମ ଦ୍ଵାରା ହିଁ ରାଜ୍ୟ ର ବିକାଶ ହେବ ବୋଲି ସେ କହିଥିଲେ।ଏଥର ଯୋଡ଼ି ଶଙ୍ଖ କୁ ଜିତାଇବା ବୋଲି ସେ କହିଥିଲେ।

Advertisement