Jan 12, 2024, 16:54 IST

ଆମ ପ୍ରିୟ ପାଣ୍ଡିଆନ ସାର ଯାହା କହନ୍ତି ତାହା କରନ୍ତି, ସେ ଦିନ ରାତି ଖାଲି ଓଡ଼ିଶା ର ବିକାଶ କଥା ଚିନ୍ତା କରନ୍ତି..

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ସାରା ଓଡ଼ିଶା ର ଲୋକ ମାନେ ଏବେ ଭି କେ ପାଣ୍ଡିଆନ ଙ୍କୁ ଜାଣି ଥିବେ।ସେ ସବୁବେଳେ ଓଡ଼ିଆ ମାନଙ୍କ ଭଲ ପାଇଁ କାମ କରିଛନ୍ତି।ତେଣୁ ବର୍ତ୍ତମାନ ସମୟ ରେ ସାରା ଓଡ଼ିଶା ର ଲୋକ ମାନେ ତାଙ୍କୁ ଖୁବ୍ ଭଲ ପାଉଛନ୍ତି।
Special Report
ସେ ଆଗରୁ ପ୍ରଶାସନିକ ବିଭାଗ ରେ କାର୍ଯ୍ୟରତ ଥିଲେ।ଏହା ପରେ ସେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ ରୂପେ ନିଯୁକ୍ତି ପାଇ ଥିଲେ।ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।ନିଜ ଲକ୍ଷ୍ୟ କୁ ପୂରଣ କରିବା ପାଇଁ ଆଗକୁ ଆଗେଇ ଚାଲିଛନ୍ତି।
ଏବେ ସେ ସାରା ଓଡ଼ିଶା ର ୫ ଟି ସଚିବ ତଥା ବିଜେଡି ଦଳ ର ନେତା ରୂପେ ପରିଚିତ ଅଛନ୍ତି।ଲୋକ ଙ୍କ ଭଲ ପାଇଁ ସେ ଦିନ ରାତି ପରିଶ୍ରମ କରି ଚାଲିଛନ୍ତି।ନିକଟ ରେ ସେ ଏକ ସଭା ରେ ଯୋଗ ଦେଇ ଅଙ୍ଗନୱାଡ଼ି କର୍ମୀ ଙ୍କ ପାଇଁ ଏକ ବଡ ଘୋଷଣା କରିଥିଲେ।
ଯାହାକୁ ନେଇ ଅଙ୍ଗନୱାଡ଼ି କର୍ମୀ ମାନେ ବହୁତ ଖୁସି ହୋଇ ଯାଇଛନ୍ତି।ସମସ୍ତେ ଜାଣି ଛନ୍ତି କି ଭି କେ ପାଣ୍ଡିଆନ ଆଜି ଯାଏଁ ଯାହା କିଛି ପ୍ରତିଶ୍ରୁତି ଦେଇଛନ୍ତି ତାହା ସେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି।ଆଗକୁ ମଧ୍ୟ ସେ ତାଙ୍କ କଥା କୁ କାମ ରେ ପରିଣତ କରିବେ ବୋଲି ଆଶା କରା ଯାଉଛି।
Special Report
ଏହି ନିକଟ ରେ ଜଣେ ବିଜେଡି ମହିଳା ନେତ୍ରୀ କହିଥିଲେ କି ଭି କେ ପାଣ୍ଡିଆନ ଏଭଳି ଜଣେ ବ୍ୟକ୍ତି ଯେ କି କେବେ ହେଲେ ଅନ୍ୟ ମାନଂକ ମନ ରେ ଦୁଃଖ ଦେଇ ନାହାନ୍ତି।ଆଜି ଯାଏଁ ଲୋକ ଙ୍କୁ ଯାହା ସବୁ କହିଛନ୍ତି ତାହାକୁ ସେ କରି ଦେଖାଇ ଛନ୍ତି।
ସେ ଅଙ୍ଗନୱାଡ଼ି ଦିଦି ଓ ପାଚିକା ମାନଙ୍କ ଦରମା ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଥିଲେ।ସେହି ପ୍ରତିଶ୍ରୁତି କୁ ସେ ପୂରଣ କରିବା ପାଇଁ କିଛି ବି କରି ପାରନ୍ତି।୫ ଟି ଅଧ୍ୟକ୍ଷ ଙ୍କୁ ଆମେ ବହୁତ ଦିନ ହେଲା ଜାଣିଛୁ।ସେ ସବୁବେଳେ ପରିବର୍ତ୍ତନ ରେ ବିଶ୍ଵାସ କରନ୍ତି।ଆଜି ଆମ ଓଡିଶା ରେ ଅନେକ ପରିବର୍ତନ ହୋଇ ସାରିଛି।
୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ସବୁବେଳେ ଚର୍ଚ୍ଚା ଜୋର୍ ଧରି ଥାଏ।ସେ ହେଉଛନ୍ତି ତାମିଲନାଡୁ ରାଜ୍ୟ ର ଲୋକ।ସେଠାରୁ ଆସି ଓଡ଼ିଶା ରେ ନିଜ ର ପ୍ରାଧାନ୍ୟ ବିସ୍ତାର କରିଛନ୍ତି।ଓଡ଼ିଶା ଲୋକ ଙ୍କ ଉନ୍ନତି ପାଇଁ ସେ ଅନେକ କିଛି କରିଛନ୍ତି।
ଆଜି ପୁରୀ ଜିଲ୍ଲାର ଯାହା କିଛି ଉନ୍ନତି ଦେଖୁଛନ୍ତି ତାହା କେବଳ ଭି କେ ପାଣ୍ଡିଆନ ପାଇଁ।ଏବେ ଦେଖିବାକୁ ବାକି ରହିଲା କେବେ ଅଙ୍ଗନୱାଡ଼ି ଦିଦି ଓ ପାଚିକା ମାନଙ୍କ ଦରମା ବୃଦ୍ଧି ହେଉଚି।୫ ଟି ସଚିବ ନିଜ କଥା କୁ କେବେ ପୂରଣ କରିବେ ତାହା ଅପେକ୍ଷା ରେ ରହିଲା।

Advertisement