May 7, 2024, 07:54 IST

ପାଣ୍ଡିଆନ କହିଲେ ଏଥର ଦମ୍ ଅଛି ଯଦି..ବିଜେଡ଼ି ଆଗରେ କିଏ ଟକ୍କର ଦେଇ ଦେଖାଉ

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ସମସ୍ତ ଙ୍କୁ କ୍ଷମା ମାଗିଲେ ଭି କେ ପାଣ୍ଡିଆନ।ଆପଣ ମାନେ ସମସ୍ତେ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ଆଗକୁ ନିର୍ବାଚନ ରହିଛି।ସେଥିପାଇଁ ଏବେ ସବୁ ଦଳ ର ନେତା ମାନେ ନିର୍ବାଚନ ପ୍ରଚାର କାର୍ଯ୍ୟ ରେ ଲାଗି ପଡିଛନ୍ତି।
ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆଜି ଆମେ ସେହି ୫ ଟି ସଚିବ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଙ୍କ ବିଷୟ ରେ କହିବାକୁ ଯାଉଛୁ।
Hh
ଆଜି ସେ ନିର୍ବାଚନ ମଣ୍ଡଳୀ ର ପ୍ରଚାର କରିବା ପାଇଁ ସେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଗ୍ରସ୍ତ ରେ ଯାଇ ଥିଲେ।ସେଠାରେ ସେ ଲୋକ ମାନଙ୍କୁ କ୍ଷମା ମାଗି ଥିଲେ।
କାରଣ ସେ ବହୁତ ସମୟ ପରେ ସେଠାରେ ପହଞ୍ଚି ଥିଲେ।ଅନେକ ସମୟ ଧରି ଲୋକ ମାନେ ତାଙ୍କର ଅପେକ୍ଷା କରି ରହି ଥିଲେ।ଏହା ପରେ ଭି କେ ପାଣ୍ଡିଆନ ସେଠାରେ ପହଞ୍ଚି କ୍ଷମା ମାଗି ଥିଲେ।ତାଙ୍କର ଆସିବାରେ ବହୁତ ସମୟ ଲାଗି ଥିଲା।
ଆସିଲା ସମୟ ରେ ପାଗ ଖରାପ ଯୋଗୁଁ ସେ ଭୁବନେଶ୍ୱର ରେ ଓହ୍ଲାଇ ପାରି ନ ଥିଲେ।ସେ ସିଧା ସଳଖ ଝାରସୁଗୁଡ଼ା ଚାଲି ଯାଇ ଥିଲେ।ଏହା ପରେ ସେଠାରୁ ପୁଣି ଥରେ ଫେରିବା ବେଳ କୁ ବହୁତ ସମୟ ଲାଗି ଯାଇ ଥିଲା।
Hh
ଯେଉଁଥି ପାଇଁ ସେ ସମସ୍ତ ଙ୍କୁ କ୍ଷମା ମାଗି ଥିଲେ।ଲୋକ ମାନେ ମଧ୍ୟ ତାଙ୍କୁ ଖୁବ୍ ପସନ୍ଦ କରି ଥିଲେ।ଆମ ରାଜ୍ୟ ର ଉନ୍ନତି କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ହୋଇଚି ବୋଲି ସେ କହିଥିଲେ।
ଏଥର ପୁଣି ଥରେ ତାଙ୍କୁ ଜିତାଇ ଆଣିବା ବୋଲି କହିଥିଲେ।ମୋର ସମସ୍ତ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କି ସମସ୍ତେ ଦୁଇ ଟି ଶଙ୍ଖ ରେ ଭୋଟ ଦେଇ ବିଜୁ ଜନତା ଦଳ କୁ ଜିତାଇ ଦିଅନ୍ତୁ।
ଆମ ରାଜ୍ୟ ର ଉନ୍ନତି ଆମେ ସମସ୍ତେ ମିଶି କରିବା।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ତରଫ ରୁ ମୁଁ ଆପଣଙ୍କୁ କ୍ଷମା ମାଗୁଛି ଆସିବାରେ ବହୁତ ଲେଟ ହୋଇ ଯାଇଚି ଆମର ବୋଲି ସେ କହି ଥିଲେ।

Advertisement