Updated: May 6, 2024, 09:05 IST

ପାଣ୍ଡିଆନ କହିଲେ ମୁଁ ଜାଣିଚି ନବୀନ ଜିତିବେ..ବିଜେପି ର କିଏ ଅଛି ଯେ ନବୀନ ଙ୍କୁ ଟକ୍କର ଦେବ

Bb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବିଜୁ ଜନତା ଦଳ ରେ ୫ ଟି ସଚିବ ଭି କେ ପାଣ୍ଡିଆନ ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ରେ ରହୁଛନ୍ତି।ସେ ହେଉଛନ୍ତି ଜଣେ ତାମିଲ ଲୋକ ଯିଏ କି ଓଡ଼ିଶା ସରକାର ଙ୍କ ବ୍ୟକ୍ତିଗତ ସଚିବ ରୂପେ ନିଯୁକ୍ତି ହୋଇ ଥିଲେ।
ଏହା ପରେ କିଛି ଲୋକ ମାନେ ତାଙ୍କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ମାନେ ଖୁବ୍ ବିରୋଧ କରି ଥିଲେ।ତେବେ ଗତ କାଲି ସେ ଜାତୀୟ ଗଣ ମାଧ୍ୟମ କୁ ନିଜ ସାକ୍ଷାତକାର ଦେଇ ଥିଲେ।ସେଥିରେ ସେ ଯାହା କିଛି କହି ଥିଲେ ତାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Bn
ଆମେ ଆଜି ସେହି ବିଷୟରେ କହିବାକୁ ଯାଉଛୁ।ଆପଣ ମାନେ ଜାଣି ଥିବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଯାଏଁ ତାଙ୍କ ପରେ ଓଡ଼ିଶା ର ଉତ୍ତରାଧିକାରୀ ବାଛି ନାହାନ୍ତି।ସେ ପୂର୍ବ ରୁ ମଧ୍ୟ ଏ କଥା କହିଥିଲେ କି ତାଙ୍କ ପରେ ଓଡ଼ିଶା ବାସୀ ହିଁ ତାଙ୍କ ଉତ୍ତରାଧିକାରୀ ବାଛିବେ।
ତେବେ ଏହି କଥା ଏବେ ମିଛ ଭଳି ଲାଗୁଛି।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉତ୍ତରାଧିକାରୀ ବାଛି ସାରିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ତେବେ ସେହି ବ୍ୟକ୍ତି ଜଣକ କିଏ ଆଜି ଆମେ ଆପଣ ମାନଙ୍କୁ କହିବୁ।
ଭି କେ ପାଣ୍ଡିଆନ ଗତ କାଲି ଏକ ଜାତୀୟ ଗଣ ମାଧ୍ୟମ କୁ ନିଜ ସାକ୍ଷାତକାର ଦେଇ ଥିଲେ।ଏଥିରେ ସେ କହି ପକାଇ ଥିଲେ କି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପରେ ସେ ହେଉଛନ୍ତି ତାଙ୍କ ଉତ୍ତରାଧିକାରୀ।
Hh
ଯାହାକୁ ଶୁଣିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଆଜି ଯାଏଁ ମୁଖ୍ୟ ମନ୍ତ୍ରୀ ଏ ନେଇ କୌଣସି ମତ ପ୍ରକାଶ କରି ନାହାନ୍ତି।ତେବେ ପାଣ୍ଡିଆନ ଙ୍କ ର କିଭଳି ଏତେ ସାହସ ହେଲା ବୋଲି ସମସ୍ତେ କହିଛନ୍ତି।
ତେବେ ଏହାକୁ ନେଇ ବିରୋଧୀ ଦଳ ର ନେତା ମାନେ ମୁହଁ ଖୋଲିଛନ୍ତି।କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ କହିବା ଅନୁଯାୟୀ ପାଣ୍ଡିଆନ ଙ୍କ ଏଭଳି କଥା କୁ ଏଡାଇ ଦିଆ ଯାଇ ପାରିବ ନାହିଁ।ସେ ଜଣେ ଲୁଟେରା।
ଓଡ଼ିଶା ର ସବୁ କିଛି ଆଜି ଯାଏଁ ଲୁଟି ଚାଲି ଛନ୍ତି। ଏଥର ଆମ ରାଜ୍ୟ ର ବିକାଶ ଆମ ହାତ ରେ।ଆପଣ ମାନେ ଏଥର ଏଥିପାଇଁ ସଚେତନ ହୁଅନ୍ତି।

Advertisement