Oct 18, 2023, 10:51 IST

ପାଣ୍ଡିଆନ ଆଉ ନବୀନ ଙ୍କ ଯୋଡ଼ି ଦେଖି ବିରୋଧୀ ଛାଡ଼ିଲେଣି ରଡ଼ି! ଏଥର ବି ନିର୍ବାଚନ ହାତେଇବେ ନବୀନ

Special report

ନମସ୍କାର ପାଠକ ବନ୍ଧୁ।ଏବେ ଠାରୁ ରାଜ୍ୟ ସରକାର ଓଡ଼ିଶା ବାସୀ ଙ୍କ ପାଇଁ ନୂଆ ନୂଆ ଯୋଜନା ପ୍ରସ୍ତୁତ କରି ଲୋକ ଙ୍କୁ ତାଙ୍କ ପ୍ରତି ଆକର୍ଷିତ କରୁଛନ୍ତି।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାରା ଓଡ଼ିଶା ବାସୀ ଖୁବ୍ ଭଲ ପାଆନ୍ତି।
Special report
ଆଗକୁ ନିର୍ବାଚନ ଆସୁଛି।ଏହାକୁ ଦୃଷ୍ଟି ରେ ରଖି ନବୀନ ପଟ୍ଟନାୟକ ଲୋକ ଙ୍କ ପାଇଁ ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି।ଏବେ ଆଉ ଏକ ଯୋଜନା ଲୋକ ଙ୍କ ପାଇଁ ପ୍ରସ୍ତୁତ କରୁଛନ୍ତି।ଏହି କିଛି ଦିନ ତଳେ ସେ ଏକ ଲକ୍ଷ୍ମୀ ଯୋଜନା କରିଛନ୍ତି।
ଏହି ଯୋଜନା ରେ ଅନେକ ମହିଳା ଆଦିବାସୀ ଶ୍ରେଣୀ ର ଲୋକ ମାନେ ଉପକୃତ ହେବେ।ଉପାନ୍ତ ଅଞ୍ଚଳରେ ଲୋକ ମାନେ ଯିବା ଆସିବା ପାଇଁ ନାହିଁ ନ ଥିବା ଅସୁବିଧାର ସମୂଖିନ ହେଉ ଥିଲେ।ହେଲେ ଏବେ ସେମାନଙ୍କ ସବୁ ସମସ୍ୟା ଦୂରେଇ ଯିବ।
ସେମାନେ ଏବେ କୌଣସି ସ୍ଥାନ କୁ ଯିବା ଆସିବା କରିବା ପାଇଁ ପାଦ ର ସାହାରା ନେବେ ନାହି।ସେମାନଙ୍କ ଗାଁ କୁ ମଧ୍ୟ ଆସିବ ବସ୍।ଏହି ବସ ମାଧ୍ୟମ ରେ ଅନେକ ମହିଳା ପୁରୁଷ ଉପକୃତ ହୋଇ ପାରିବେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଇଛି।
Special report
ରାଜ୍ୟ ସରକାର ଏହିଭଳି ତିନି ତିନିଟି ଯୋଜନା ପ୍ରସ୍ତୁତ କରିଛନ୍ତି।ଏହି ଯୋଜନା ଟି ହେଉଚି ମୋ ଓଡ଼ିଶା ନବୀନ ଓଡ଼ିଶା।ଏଥିରେ ସେ ମହିଳା ମାନଙ୍କୁ ଅନେକ ସୁବିଧା ସୁଯୋଗ ଯୋଗାଇ ଦେବେ।
ଗାଁ ରେ ଥିବା ସ୍ଵଂୟ ସହାୟକ ଗୋଷ୍ଠୀ କୁ ମଧ୍ୟ ରାଜ୍ୟ ସରକାର ସବୁ ପ୍ରକାର ସାହାର୍ଯ୍ୟ ସହଯୋଗ କରନ୍ତି।ମହିଳା ମାନେ ସେଥିପାଇଁ।ନବୀନ ପଟ୍ଟନାୟକ ଙ୍କୁ ଖୁବ୍ ପସନ୍ଦ କରନ୍ତି।ଓ ତାଙ୍କ ଉପରେ ଖୁବ୍ ବିଶ୍ଵାସ କରନ୍ତି।
ନବୀନ ପଟ୍ଟନାୟକ ସବୁବେଳେ ଓଡ଼ିଶା ର କିଭଳି ଉନ୍ନତି ହୋଇ ପାରିବ ସେ ବିଷୟ ରେ ଚିନ୍ତା କରନ୍ତି।ଆଗକୁ ନିର୍ବାଚନ ରେ ସେ କିଭଳି ରୂପେ ଜିତିବେ ସେଥିପାଇଁ ଏବେ ଠାରୁ ପଥ ପରିଷ୍କାର କରି ସାରିଲେଣି।ଆଗକୁ ଦେଖିବାକୁ ବାକି ରହିଲା ଏହି ନିର୍ବାଚନ ରେ କେଉଁ ଦଳ ବିଜୟ ହାସଲ କରୁଛି।

Advertisement