Sep 27, 2023, 12:48 IST

ପାଣ୍ଡିଆନ ଙ୍କ ଉପରେ ରାଗିଲେ ଜଗନ୍ନାଥ ଆବାହକ ମଞ୍ଚ : ଆମେ ଜଗନ୍ନାଥ ଙ୍କ ଦର୍ଶନ କରିବାକୁ ଲାଇନ୍ ରେ ଠିଆ ହେଉଚୁ ସେ ପାଣ୍ଡିଆ କଣ ଏମିତି କି? ସେ କଣ ସାଇଡ ରେ ଯିବ

Special report

ନମସ୍କାର ପାଠକ ବନ୍ଧୁ।ଜଗତ ର ନାଥ ଜଗନ୍ନାଥ।ତାଙ୍କୁ କିଏ ବା ନ ଜାଣେ।ସାରା ଓଡ଼ିଶା ରେ ସୁଖ ଦୁଃଖ ର ସାଥୀ ସେ।ସବୁ ଭକ୍ତ ମାନେ ତାଙ୍କ ପାଇଁ ସମାନ।ଦିନ କୁ ହଜାର ହଜାର ଭକ୍ତ ତାଙ୍କୁ ଦେଖିବା ପାଇଁ ଯାଆନ୍ତି।ହେଲେ ଏମିତି କିଛି ବଡ ବଡ଼ିଆ ଭକ୍ତ ମାନେ ଅଛନ୍ତି।
Special report
ଯାହାଙ୍କ ପାଇଁ ତାଙ୍କ ନିକଟ ରେ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି।ଯେଉଁ ଗରିବ ଲୋକ ଗୁଡ଼ା ଙ୍କୁ ଜଗନାଥ ଙ୍କ ଦର୍ଶନ କରିବା ପାଇଁ ବହୁତ ସମୟ ଲାଗେ।ସେହି ବାବୁ ମାନେ ସେଠାରେ ସାଙ୍ଗେ ସାଙ୍ଗେ ପହଞ୍ଚି ଦର୍ଶନ କରନ୍ତି।ଆମେ ଆଜି ସେହିଭଳି ଜଣେ ବାବୁ ଙ୍କ ବିଷୟ ରେ କହିବାକୁ ଯାଉଛୁ।
ସେହି ବାବୁ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ୫ ଟି ସଚିବ ଭି କେ ପାଣ୍ଡିଆନ।ନିକଟ ରେ ସେ ପୁରୀ ଗ୍ରସ୍ତ ରେ ଯାଇଥିଲେ।ସେଠାରେ ସେ ତାଙ୍କ ସୁରକ୍ଷା କର୍ମୀ ଙ୍କ ସହିତ ମନ୍ଦିର ଭିତର କୁ ପ୍ରବେଶ କଲେ।ବାହାରେ ସାଧାରଣ ଭକ୍ତ ମାନେ ଠିଆ ହୋଇ ଥାଆନ୍ତି।
ଏହି ସମୟ ରେ ୫ ଟି ସଚିବ ମନ୍ଦିର ଭିତରକୁ ଯାଇ ମଙ୍ଗଳ ଆଳତି ଦେଖିଥିଲେ।ଏହା ପରେ ନିଜ କାମ ସାରି ସେ ଫେରି ଆସିଥିଲେ।ଏହାକୁ ଜଣେ ମନ୍ଦିର ସେବକ ଖୁବ୍ ବିରୋଧ କରିଛନ୍ତି।୫ ଟି ସଚିବ ମଧ୍ୟ ଜଣେ ସାଧାରଣ ଲୋକ।ତାହାଲେ କଣ ପାଇଁ ତାଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଲାଇନ୍ ଲଗାଇବାକୁ କୁହା ଯାଇ ନ ଥିଲା।
Special report
ସେହି ମନ୍ଦିର ସେବକ ଜଣକ ବିଜେଡି ଦଳ ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଖୁବ୍ ବିରୋଧ କରିଛନ୍ତି।ସେ କହିଛନ୍ତି କି ଯଦି ନବୀନ ପଟ୍ଟନାୟକ ଆଉ ପାରୁ ନାହାଁନ୍ତି ତେବେ ଗାଦି ଛାଡି ଦିଅନ୍ତୁ।ଜଣେ ତାମିଲ ନେତା ଙ୍କୁ ଆମ ଓଡ଼ିଶା କୁ ଲୁଟି ବାକୁ ଦିଅନ୍ତୁ ନାହିଁ।
ଏମିତି ଦିନ ଆସିବ ଯେଉଁ ଦିନ ସେ ଆମ ଓଡ଼ିଶା ରୁ ସବୁ କିଛି ନେଇ ଚାଲି ଯିବେ।ଏହା ପରେ ସେ କହିଥିଲେ କି ଅକ୍ଟୋବର ୩ ତାରିଖ ରୁ ତାଙ୍କର ଓଡ଼ିଶା ବନ୍ଦ ଆନ୍ଦୋଳନ ଆରମ୍ଭ ହେବ।ସେଦିନ ରାସ୍ତା ରେ କୌଣସି ଗାଡ଼ି ମଟର ଚାଲିବ ନାହିଁ।
କେବଳ ଚିକିତ୍ସାଳୟ,ବିଦ୍ୟାଳୟ ଓ ରେଳ ଷ୍ଟେସନ ଗୁଡ଼ିକ ଖୋଲା ରହିବ।ଅନ୍ୟ ସବୁ କିଛି ଆମେ ବନ୍ଦ କରି ଦେବୁ।ଏହା ଦ୍ବାରା ଆମେ ସରକାର ଙ୍କୁ ଜବାବ ମାଗିବୁ।ସେ କାହିଁକି ଭି କେ ପାଣ୍ଡିଆନ ଙ୍କ ହାତ ରେ ଶାସନ ବ୍ୟବସ୍ଥା ଦେଉଛନ୍ତି। ଏବଂ ବର୍ତ୍ତମାନ ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement