Updated: Jan 27, 2024, 12:17 IST

ପାଣ୍ଡିଆନ ଙ୍କୁ ବିପଦ ପିଛା ଛାଡୁନି : ପୁଣି ଶ୍ରୀମନ୍ଦିର ରେ ନିୟମ ଭାଙ୍ଗିଦେଲେ ପାଣ୍ଡିଆନ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ପ୍ରଥମେ ଜଣେ ପ୍ରଶାସନିକ ଅଧିକାରୀ ଥିଲେ।ବର୍ତ୍ତମାନ ସମୟ ରେ ସେ ରାଜ୍ୟ ବିଜେଡି ଦଳ ର ଜଣେ ନେତା ରୂପେ ପରିଚିତ ହୋଇଛନ୍ତି।
Special report
ଏବେ ରାଜ୍ୟ ହେଉଥିବା ସମସ୍ତ ଉନ୍ନତି ମୂଳକ କାର୍ଯ୍ୟରେ ତାଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ।ଆମେ ଆଜି ସେହି ପାଣ୍ଡିଆନ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଶ୍ରୀ ମନ୍ଦିର ର ନିୟମ ଭାଙ୍ଗି ଛନ୍ତି ୫ ଟି ସଚିବ ଭି କେ ପାଣ୍ଡିଆନ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି କେ ପାଣ୍ଡିଆନ ପୁରୀ ଜିଲ୍ଲା ଗ୍ରସ୍ତ ରେ ଯାଇ ଥିଲେ।ସେଠାରେ ଶ୍ରୀ ମନ୍ଦିର କୁ ପ୍ରବେଶ କରିବା ପାଇଁ ତାଙ୍କର ଆଗରୁ ଯୋଜନା ରହିଥିଲା।ଏହା ପରେ ତାଙ୍କର କିଛି କର୍ମ କର୍ତ୍ତା ମାନଙ୍କ ସହିତ ସେ ଶ୍ରୀ ମନ୍ଦିର ଭିତରକୁ ଯାଇଥିଲେ।
ଜଗନ୍ନାଥ ଙ୍କୁ ଦର୍ଶନ କରିବା ସହିତ ଶ୍ରୀ ମନ୍ଦିର ଚାରି କଡେ ବୁଲି ଥିଲେ।ଏହା ପରେ ସେମାନେ ବାହାରକୁ ଆସି ଗଣ ମାଧ୍ୟମ ଆଗରେ ଫଟୋ ଉଠାଇ ଥିଲେ।ଏହି ସମୟ ରେ ଜଣା ପଡ଼ି ଥିଲା କି ୫ ଟି ସଚିବ ଭି କେ ପାଣ୍ଡିଆନ ସାଙ୍ଗ ରେ ଫୋନ୍ ନେଇ ଭିତରକୁ ଯାଇଥିଲେ।
Special report
କୌଣସି ଲୋକ ବି ଶ୍ରୀ ମନ୍ଦିର ଭିତରକୁ ଫୋନ୍ ନେଇ ଯାଇ ପାରିବ ନାହିଁ ବୋଲି ବ୍ୟବସ୍ଥା ରହିଛି।ଏହା ଶ୍ରୀ ମନ୍ଦିର ର ନିୟମ କୁ ଭଙ୍ଗ କରେ।ତେବେ ଏଠାରେ ୫ ଟି ସଚିବ ଙ୍କ ପକେଟ୍ ରେ ଫୋନ୍ ଦେଖିବାକୁ ମିଳି ଥିଲା।ତାଙ୍କୁ ଫୋନ୍ ନେଇ ଯିବାକୁ କିଏ ଅନୁମତି ଦେଇ ଥିଲା ବୋଲି ପଚରା ଯାଇଛି।
ସେ ଆଗରୁ ମଧ୍ୟ ଶ୍ରୀ ମନ୍ଦିର ର ଅନେକ ନିୟମ ଭାଙ୍ଗି ଛନ୍ତି।ପୁଣି ଥରେ ଆଜି ସେ ନିୟମ ଭାଙ୍ଗି ଛନ୍ତି।ଏଥିପାଇଁ ଦୋଷ କାହାର ବୋଲି ପ୍ରଶ୍ନ କରା ଯାଇଛି।ବାରମ୍ବାର ସେ ଏମିତି ଭୁଲ କଲେ ମଧ୍ୟ ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନାହିଁ।
ଶହ ଶହ ବର୍ଷ ରୁ ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ କିଛି ନିୟମ ରହିଛି।ବର୍ତ୍ତମାନ ଏହି ନିୟମ କୁ ୫ ଟି ସଚିବ କିପରି ଭୁଲି ଗଲେ।ଏହି କଥା କୁ ଏବେ ସମସ୍ତେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।
ଏବେ କୁହା ଯାଉଚି କି ପାଣ୍ଡିଆନ ନିୟମ ଭାଙ୍ଗିବାରେ ମାହିର ହୋଇ ଗଲେଣି।ଏପରି ଅନେକ ଥର ସେ କରି ସାରିଲେଣି।ଏ ନେଇ ସରକାର ନିଜେ ଚୁପ୍ ରହିଛନ୍ତି।

Advertisement