Oct 2, 2023, 11:16 IST

ମହିଳା କଲେ ସାଙ୍ଘାତିକ ଅଭିଯୋଗ - ବାବୁ ପାଣ୍ଡିଆନ ଙ୍କୁ ଖୁସି କରିବାକୁ ମତେ ଚାକିରି ରୁ ବାହାର କରିଦେଲେ, କଣ ଟିକେ ତାଙ୍କ ନାଁ ରେ କହିଦେଲି ବୋଲି...

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଅନେକ ସରକାରୀ କର୍ମଚାରୀ ମାନେ ଆନ୍ଦୋଳନ ରେ ମାତିଛନ୍ତି।ନିଜ ଦରମା ବଢ଼ାଇବା ପାଇଁ ସେମାନେ ସରକାର ଙ୍କ ନିକଟ ରେ ଗୁହାରି କରୁଛନ୍ତି।
Special report
ଆମେ ଆଜି ଆଜି ସେହିଭଳି ଜଣେ ମହିଳା ଭାରତୀ ସିଂହ ଙ୍କ ବିଷୟ ରେ କହିବାକୁ ଯାଉଛୁ।ସେ ଗୋଟିଏ ବ୍ୟାଙ୍କ ମିତ୍ର ରୂପେ କାମ କରନ୍ତି।ମାତ୍ର ୬୦୦୦ ଟଙ୍କା ରେ ସେ ଏତେ ବର୍ଷ ଧରି କାମ କରି ଆସୁଛନ୍ତି।ହେଲେ ଏ ଯାଏଁ ତାଙ୍କ ଦରମା ବଢି ନାହିଁ।ତେବେ ସେ କଣ କରିବେ ତାଙ୍କ ପରିବାର ଚାଲିବ କେମିତି।
ନିକଟରେ ସେ ଆନ୍ଦୋଳନ କରୁଥିବା ସମୟ ରେ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କ ବିଷୟ ରେ କହି ଦେଇଥିଲେ।ସେ କହିଥିଲେ କି ଯଦି ପାଣ୍ଡିଆନ ସାର ଏତେ ସଭା ସମିତି ରେ ଯୋଗ ଦେଇଛନ୍ତି ତେବେ ଗରିବ ଲୋକ ଗୁଡ଼ାଙ୍କ ପାଇଁ କଣ ପାଇଁ କିଛି କରୁ ନାହାନ୍ତି।
କେବଳ ବଡ ବଡ଼ିଆ ମାନେ ଏଥିରୁ ଲାଭ ବାନ ହେଉଛନ୍ତି।ତାଙ୍କର ଏହି କଥା ଟି ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହୋଇ ଥିଲା।ଏହା ପରେ କିଛି ସରକାରୀ କର୍ମଚାରୀ ଙ୍କ ନିକଟ ରେ ସେ ଭୁଲ ମାଗିଥିଲେ।
Special report
ଆଗକୁ ଏପରି କରିବେ ନାହିଁ ବୋଲି ସେମାନେ କହିଥିଲେ।ହେଲେ ତାଙ୍କ କଥା କେହି ଶୁଣି ନ ଥିଲେ।କେବଳ ପାଣ୍ଡିଆନ ସାର ଙ୍କୁ ଖୁସି କରିବା ପାଇଁ ସେମାନେ ଭାରତୀ ଙ୍କୁ ଚାକିରି ରୁ ବାହାର କରିଦେଲେ।
ଗତ ୬ ମାସ ହେଲାଣି ସେ ତାଙ୍କର ଦରମା ପାଇଁ ନାହାନ୍ତି।ଏବେ ତିନି ମାସ ପର୍ଯ୍ୟନ୍ତ ତାଙ୍କୁ ବହିଷ୍କାର କରା ଯାଇଛି।କଣ ପାଇଁ ତାଙ୍କ ସହିତ ଏପରି ଅନ୍ୟାୟ ହୋଇଛି।ଓଡ଼ିଶା ରେ ଏଭଳି ଅନେକ ମହିଳା ଆନ୍ଦୋଳନ କରୁଛନ୍ତି।ହେଲେ ତାଙ୍କ ଉପରେ ଏପରି ଆକ୍ସନ କରା ଯାଉ ନାହିଁ।
କିନ୍ତୁ ଭାରତୀ ଙ୍କ ଉପରେ କାହିଁକି ଏପରି କରା ଗଲା।ସେ ଏବେ କିପରି ଚଳିବେ।ଘରେ ଖାଇବାକୁ ନାହିଁ।କିସ୍ତି କରି ଗୋଟେ ଗାଡ଼ି ମଧ୍ୟ କିଣି ଛନ୍ତି।ସେସବୁ କିପରି ଶୁଝିବେ।।
ଏହାକୁ ନେଇ ସେ ଏବେ ବହୁତ ଚିନ୍ତା ରେ ଅଛନ୍ତି।ଓ ସରକାର ଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି।ତାଙ୍କୁ ଆଉ ଥରେ କାର୍ଯ୍ୟ ରେ ଯୋଗ ଦେବାକୁ ଦିଆ ଯାଉ।

Advertisement