ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଆଗରୁ ଜଣେ ପ୍ରଶାସନିକ ଅଧିକାରୀ ଥିଲେ।ଏବେ ବିଜୁ ଜନତା ଦଳ ର ଜଣେ ନେତା ରୂପେ ପରିଚିତ।ତାଙ୍କୁ ଆପଣ ମାନେ ସମସ୍ତେ ଜାଣି ଥିବେ।
ବର୍ତ୍ତମାନ ସମୟ ରେ ଓଡ଼ିଶା ରେ ଯେତେ ସବୁ ଉନ୍ନତି ହୋଇଚି ତାହା କେବଳ ଭି କେ ପାଣ୍ଡିଆନ ଙ୍କ ପାଇଁ।ଆଜି ଆମେ ତାଙ୍କରି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେ ଦିନ ରାତି କେବଳ ଓଡ଼ିଶା ର ଉନ୍ନତି କଥା ଚିନ୍ତା କରିଛନ୍ତି।ଓଡ଼ିଶା ର ଲୋକ ମାନେ କିପରି ସୁଖ ଶାନ୍ତି ରେ ରହିବେ ତାହା ଉପରେ ଗୁରୁତ୍ବ ଦିଆ ଯାଇଚି।
ଯେଉଁ ସମୟ ରେ ସାରା ଓଡ଼ିଶା ଶୋଇ ରହି ଥାଏ।ସେହି ସମୟ ରେ ସେ ନିଜ କର୍ତ୍ତବ୍ୟ କରନ୍ତି।ନିଜ କାମ ରୁ ସେ କେବେ ହେଲେ ପଛ ଘୁଂଚା ଦିଅନ୍ତି ନାହି।ପ୍ରଥମେ ସେ ଜଣେ ପ୍ରଶାସନିକ ଅଧିକାରୀ ରୂପେ କାର୍ଯ୍ୟ କରୁଥିଲେ।
ଏହା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ ରୂପେ ନିଯୁକ୍ତି ହୋଇ ସାରା ଓଡ଼ିଶା ରେ ନିଜ ପ୍ରଭାବ ବିସ୍ତାର କରିଛନ୍ତି।୫ ଟି ସଚିବ ରୂପେ ଆଜି ସାରା ଓଡ଼ିଶା ତାଙ୍କୁ ଜାଣିଚି।ହେଲେ ଆପଣ ମାନେ ଜାଣି ଛନ୍ତି କି ସେ ପ୍ରତିଦିନ ସକାଳ ୪ ଟା ସମୟ ରେ ଉଠନ୍ତି।
ଏହା ପରେ ନିଜ ନିତ୍ୟକର୍ମ ସାରି ବାହାରି ପଡନ୍ତି କାମ ରେ।ଆଜି ର ସମୟ ରେ ଜଗନ୍ନାଥ ମନ୍ଦିର ର ଉନ୍ନତି ହେଉ କି କଟକ ବାଦାମବାଡ଼ି ବସଷ୍ଟାଣ୍ଡ ହେଉ।ଯାହା କିଛି ବି ହୋଇଚି କେବଳ ତାଙ୍କରି ପାଇଁ।ସେ ବଡି ଭୋର୍ ରୁ ଉଠି ପାଦ ରେ ଚାଲି ଚାଲି ନିଜ କାମ କରନ୍ତି।
ଏତେ ଥଣ୍ଡା ହେଉ ଥିଲେ ମଧ୍ୟ ନିଜ କର୍ତ୍ତବ୍ୟ କୁ ଭୁଲି ନାହାଁନ୍ତି ଏହି ମହାନ୍ ବ୍ୟକ୍ତି।ତାଙ୍କ ଭଳି ଲୋକ ବର୍ତ୍ତମାନ ସମୟ ରେ ମିଳିବା ବହୁତ କଷ୍ଟ।ତାଙ୍କର ଗୋଟିଏ ମାତ୍ର ଲକ୍ଷ ହେଉଛି ଓଡ଼ିଶା ର ଉନ୍ନତି କରିବା।୧୩ ଡିଗ୍ରୀ ତାପମାତ୍ରା ରେ ବି ସେ ଶୀତ ବସ୍ତ୍ର ପରିଧାନ ନ କରି ନିଜ କାମ କରନ୍ତି।
ଏହି ମହାନ ବ୍ୟକ୍ତି ସବୁବେଳେ ଓଡ଼ିଶା ର କିପରି ବିକାଶ ହେବ ତାହା ଉପରେ ଗୁରୁତ୍ବ ଦିଅନ୍ତି।ଓଡ଼ିଶା ର ବିକାଶ ଓ ଜଗନ୍ନାଥ ଙ୍କ ସେବା ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପି ଦେଇଛନ୍ତି ଭି କେ ପାଣ୍ଡିଆନ।
ତାଙ୍କ ର ଏଭଳି କାମ କୁ କେହି ବି ଭୁଲି ପାରିବେ ନାହି।ଆଜି ସେ ଘରେ ଘରେ ପରିଚିତ।ଲୋକ ମାନେ ମଧ୍ୟ ତାଙ୍କ କାମ କୁ ଖୁବ୍ ପସନ୍ଦ କରିଛନ୍ତି।ତାଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ ଖବର ଶୁଣିବାକୁ ମିଳିଛି।