Updated: Nov 2, 2023, 09:26 IST

ଆରେ ବାପ ରେ, ପାଣ୍ଡିଆନ ତ ଜଣେ ଷ୍ଟାର.. ତାଙ୍କୁ ଦେଖିବାକୁ ଏତେ ଭିଡ!! ନିଶ୍ବାସ ନେବାକୁ ବି ବାଟ ନାହିଁ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ୫ ଟି ଅଧକ୍ଷ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଅନେକ ବର୍ଷ ଧରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ରହିଛନ୍ତି।ସେ ଭାରତୀୟ ପ୍ରଶାସନିକ ବିଭାଗ ରେ କାର୍ଯ୍ୟରତ ଥିଲେ।
Special report
କିନ୍ତୁ ତାଙ୍କ କାର୍ଯ୍ୟ ରେ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଖୁସି ହୋଇ ଯାଇଥିଲେ।ଯାହା ଫଳ ରେ ସେ ତାଙ୍କୁ ତାଙ୍କ ବ୍ୟକ୍ତି ଗତ ସଚିବ ଭାବେ ନିଯୁକ୍ତି ଦେଇ ଥିଲେ।ଓଡ଼ିଶା ର ଉନ୍ନତି ପଛରେ ଭି କେ ପାଣ୍ଡିଆନ ଙ୍କ ବଡ ଭୂମିକା ରହିଛି।
ସେ ସବୁବେଳେ ନୂଆ ନୂଆ ଯୋଜନା ଲୋକ ଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରି ଥାନ୍ତି।ସେ ମୁଖ୍ୟ ମନ୍ତ୍ରୀ ଙ୍କ ଅନୁମତି ନେଇ ଅନେକ କାମ କରିଛନ୍ତି।ଏହି ନିକଟ ରେ ସେ ତାଙ୍କ ଚାକିରି ରୁ ଇସ୍ତଫା ଦେଇଥିଲେ।ଓ ୫ ଟି ର ଅଧ୍ୟକ୍ଷ ଭାବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଯୁକ୍ତି ଦେଲେ।
ଯାହାକୁ ନେଇ ଓଡ଼ିଶା ରେ ଖୁବ୍ ଚର୍ଚ୍ଚା କରା ଯାଇଥିଲା।ତାଙ୍କ ନିକଟ କୁ ଅନେକ ଶୁଭେଚ୍ଛା ର ସୁଅ ଛୁଟି ଆସି ଥିଲା।ନିକଟ ରେ କିଛି ସରକାରୀ ଓ ବେସରକାରୀ ସ୍ତର ର କର୍ମ କର୍ତ୍ତା ମାନେ ନବୀନ ନିବାସ ରେ ପହଞ୍ଚି ଥିଲେ।
Special report
ସେମାନେ ଭି କେ ପାଣ୍ଡିଆନ ଙ୍କୁ ଶୁଭେଚ୍ଛା ଦେବା ପାଇଁ ଯାଇଥିଲେ।ଓ ଉଭୟ ମିଶି କରି ଆମ ରାଜ୍ୟ ଓଡ଼ିଶା କୁ ବିକାଶ ପଥ ରେ ଆଗେଇ ନେବା ବୋଲି ସେ କହୁଥିଲେ।ଓଡ଼ିଶା ର ଉନ୍ନତି କରିବା ପାଇଁ ଆମେ ସବୁବେଳେ ଚେଷ୍ଟା କରି ଥାଉ।
ଏହି ସମୟ ରେ କର୍ମ କର୍ତ୍ତା ମାନେ ପାଣ୍ଡିଆନ ଙ୍କ ପାଇଁ ଫୁଲ ତୋଡା ନେବା ସହିତ ମିଠା ଓ ଅନ୍ୟାନ୍ୟ ପଦାର୍ଥ ନେଇ ଥିଲେ।ଯାହାକୁ ଦେଖି ଭି କେ ପାଣ୍ଡିଆନ ବହୁତ ଖୁସି ହୋଇ ଯାଇଥିଲେ।ଓ ସମସ୍ତ ଙ୍କ ଶୁଭେଚ୍ଛା କୁ ଗ୍ରହଣ କରିଥିଲେ।
ଦୀର୍ଘ ୧୭ ବର୍ଷ ଧରି ସେ ମୁଖ୍ୟ ମନ୍ତ୍ରୀ ଙ୍କ ସହିତ କାମ କରି ଆସୁ ଛନ୍ତି।ହେଲେ ଏବେ ସେ ବିଜେଡି ଦଳ ର ମୁଖ୍ୟ ବୋଲି ଶୁଣା ଯାଉଛି।ଲୋକ ମାନେ ଏବେଠାରୁ କହୁଛନ୍ତି କି ନବୀନ ପଟ୍ଟନାୟକ ଙ୍କ ପରେ ପାଣ୍ଡିଆନ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେବେ।ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।

Advertisement