Nov 1, 2023, 13:30 IST

ସେ ପାଣ୍ଡିଆନ ତ ଜଣେ ଗରିବ ଶ୍ରେଣୀ ର ପରିବାର ରୁ ଆସିଥିଲେ , ଏତେ କୋଟି କୋଟି ଟଙ୍କା ସମ୍ପତ୍ତି ର ମାଲିକ କେମିତି ହେଲା..

Special report

ନମସ୍କାର ପାଠକ ବନ୍ଧୁ।ଏବେ ରାଜ୍ୟର କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା କୁ ଦିନ ଆସିବ ବିକି ଦେବେ ବୋଲି ବିରୋଧୀ ଦଳ ର ନେତା ମାନେ କହୁଛନ୍ତି।ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଓଡ଼ିଶା ଏବେ କେବଳ ଜଣେ ସଚିବ ଙ୍କ ହାତ ରେ ରହିଛି।ସେ ଯେପରି ଓଡ଼ିଶା ର ଲୋକ ମାନଙ୍କୁ ଚଳାଇବା ସେମାନେ ସେପରି ଚଳିବେ।ଏତେ ଦିନ ର ଗ୍ୟାପ ପରେ ପୁଣି ରାଜନୀତି କୁ ଫେରିଛନ୍ତି ଜୟ ନାରାୟଣ ମିଶ୍ର।
ସେ ଓଡ଼ିଶା ରେ ଜଳ ଖଣି ଖାଦାନ ର ଲୁଟ କଥା ସବୁ କହିଛନ୍ତି।ଓଡ଼ିଶା ର ଅବସ୍ଥା ଏବେ ଦିନ କୁ ଦିନ ତଳକୁ ଖସି ବାରେ ଲାଗିଛି।ଯଦି ତାଙ୍କ ଦଳ ଶାସନ କରେ ତେବେ ସେହି ମୁଖ୍ୟ ମନ୍ତ୍ରୀ ଓ ପାଣ୍ଡିଆନ ଙ୍କୁ ଆଗେ ଜେଲ ରେ ପୁରେଇବୁ।
Special report
ଆମ ଓଡ଼ିଶା ଆଜି ସବୁ କ୍ଷେତ୍ର ରେ ପଛୁଆ ରହିଛି।ଯୋଜନା ର ଅଭାବ ହେତୁ ଓଡ଼ିଶା ନିଜ କାମ ଠିକ୍ ରୂପେ କରି ପାରୁ ନାହିଁ।ମୁଖ୍ୟ ମନ୍ତ୍ରୀ ଏବେ କେବଳ ନିଜ ପଦ କୁ ସମ୍ଭାଳିବାରେ ବ୍ୟସ୍ତ ଅଛନ୍ତି।
ଆମ ଓଡ଼ିଶା ରେ ସବୁ ପ୍ରକାର ସମ୍ବଳ ରହିଛି।ହେଲେ କିଛି ସମ୍ଭବ ହୋଇ ପାରୁ ନାହି।ନବୀନ ବାବୁ ଙ୍କ ମାଲିକ ହେଉଛନ୍ତି ପାଣ୍ଡିଆନ।ସେ ହିଁ ଏଥର ରାଜନୀତି କୁ ଆସିବେ ବୋଲି ଶୁଣା ଯାଉଚି।
ଏହା ଆମକୁ ଆଗକୁ ଦେଖିବାକୁ ମିଳିବ।ଏପରି କିଛି କଥା କହି ଏବେ ଚର୍ଚ୍ଚା କୁ ଆସି ଛନ୍ତି।ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।ଏବେ ତାଙ୍କର ଏଭଳି କଥା କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ଭିଡିଓ ଦେଖା ଯାଉଛି।
ଯଦି ଭି କେ ପାଣ୍ଡିଆନ ଙ୍କ ରାଜନୀତି କରିବାର ଇଚ୍ଛା ଅଛି ତେବେ ସେ ପ୍ରତ୍ୟେକ୍ଷ ଭାବେ ରାଜନୀତି ରେ ଯୋଗ ଦିଅନ୍ତୁ।ଏପରି ପଛରୁ ରହି ନିର୍ବାଚନ ନ ଲଢ଼ନ୍ତୁ।ଆଗକୁ ନିର୍ବାଚନ ଆସୁଛି।ସବୁ ଦଳ ନିଜ ନିଜ ର ପ୍ରଚାର ପ୍ରସାର କରୁଛନ୍ତି।ଏବେ ଦେଖିବାକୁ ବାକି ରହିଲା ୨୦୨୪ ନିର୍ବାଚନ ରେ କେଉଁ ଦଳ ବିଜୟ ହାସଲ କରୁଛି।

Advertisement