Updated: Nov 27, 2023, 16:43 IST

ଖୁବ୍ ଶୀଘ୍ର ହସି ହସି ବିଜେଡି ରେ ଯୋଗ ଦେବେ ପାଣ୍ଡିଆନ, ଲୋକେ କହିଲେ ଆମ ଭବିଷ୍ୟତ କଣ ତାଙ୍କ ହାତରେ??

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଖୁବ ଶୀଘ୍ର ବିଜେଡ଼ି ରେ ଯୋଗ ଦେବେ ଭିକେ ପାଣ୍ଡିଆନ।ଆଉ ଏହାକୁ ନେଇ ମଧ୍ୟ ଏବେ ଚର୍ଚ୍ଚା ଖୁବ ଜୋର୍ ଧରିଛି। କେବେ ସେ ବିଜେଡ଼ି ରେ ଯୋଗ ଦେବେ ସେଥିପାଇଁ ଦଳ ତରଫରୁ ବିଧିବଦ୍ଧ ତାରିଖକୁ ଏବେ ସବୁ ଅପେକ୍ଷା କରି ରହିଛନ୍ତି।
Special report
ପାଣ୍ଡିଆନ ଖୁବ୍ ଶୀଘ୍ର ବିଜେଡିରେ ଯୋଗ ଦେବା ନେଇ ଏକ ବିଶେଷ ସୂତ୍ରରୁ ଏହା ସୁଚନା ମଧ୍ଯ ମିଳିଛି। ଏହା ଉପରେ କଳ୍ପନା ଜଳ୍ପନା ମଧ୍ୟ ଚାଲିଛି।
ଅକ୍ଟୋବର ୩ ତାରିଖରେ ଭିକେ ପାଣ୍ଡିଆନ ଆଇଏସ ଚାକିରିରୁ ଇଚ୍ଛାକୃତ ଭାବରେ ଅବସର ନେଇ ଯାଇଥିଲେ। ଏହାପରେ ତାଙ୍କୁ 5T ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇ ଥିଲା।
ଏହାପର ଠାରୁ ନବୀନ ନିବାସରେ ମଧ୍ୟ ଭିଡ ବଢ଼ି ଚାଲିଛିତାଙ୍କୁ ନବୀନ ନିବାସରେ ଭେଟି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମାନେ ଶୁଭେଚ୍ଛା ମଧ୍ୟ ଜଣାଇ ଛନ୍ତି। ବିଜେଡିର ବହୁ ନେତା ମଧ୍ୟ ତାଙ୍କୁ ନବୀନ ନିବାସ ରେ ଭେଟିଛନ୍ତି।
Special report
ଆଉ ତାଙ୍କୁ ପୂର୍ଣ୍ଣ ସମ୍ପର୍ଥନ ମଧ୍ୟ ଜଣାଇଛନ୍ତି। ଏହାପରେ ସେ ବିଜେଡିରେ ଯୋଗ ଦେବା ନେଇ ମଧ୍ୟ ଏହା ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗିଛି। ଏହି ଖବର ରେ ମଧ୍ୟ ସ୍ପଷ୍ଟତା ଥିବା ନଜର ଆସିଛି। ଏହା ରାଜ୍ୟ ରାଜନୀତି ପାଇଁ ଏକ ବଡ଼ ଖବର ହେବ।
ଏହି ଦୁଇ ଚାରିଦିନ ମଧ୍ୟରେ ସେ ବିଜେଡିରେ ଯୋଗ ଦେଇ ପାରନ୍ତି ବୋଲି ଏହାକୁ ନେଇ ମଧ୍ୟ ଏବେ ଚର୍ଚ୍ଚା ଖୁବ୍ ଜୋର୍ ଧରିଛି। ଯେଉଁ କଳ୍ପନା ଜଳ୍ପାନା ଚାଲିଥିଲା ତାହାର ମଧ୍ଯ ଅନ୍ତ ଘଟିବ।
ଏବେ ପର୍ଯ୍ୟନ୍ତ ଏହି ସମ୍ପର୍କରେ କୌଣସି ବିଧିବଦ୍ଧ ଭାବରେ ସୁଚନା ଦିଆଯାଇ ନାହିଁ। ବର୍ତ୍ତମାନ୍ ସୁଦ୍ଧା ଏହା ସୁଚନା ମିଳିଛି କି ସେ ବିଜେଡିରେ ସାମିଲ୍ ହୋଇ ପାରନ୍ତି। ଯେବେଠୁ ସେ ଅଧ୍ୟାଦସ ନେଲେଣି ସେବେଠାରୁ ହିଁ ଏହି ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ନିଶ୍ଚିତ ଭାବରେ ଏହା ଏକ ବଡ଼ ଖବର ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement