Updated: May 31, 2023, 11:22 IST

ଓଡ଼ିଶା ସରକାର ଆଣିଲେ ନୂଆ ମୋ ଘର ଯୋଜନା : ଭିକାରୀ ଠୁ ଆରମ୍ଭ କରି ସବୁ ସରକାରୀ ହିତାଧିକାରୀ ଙ୍କୁ ମିଳିଯିବ ବର୍ଷେ ଭିତରେ ଘର

Sarakar

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ରାଜ୍ୟ ସରକାର ନବୀନ ପଟ୍ଟନାୟକ ଗରିବ ମାନଙ୍କ କଲ୍ୟାଣ ନିମନ୍ତେ ଅନେକ ଯୋଜନା କରି ଥାଆନ୍ତି। ଏହା ଦ୍ବାରା ମଧ୍ୟ ଅନେକ ଲୋକ ବେଶ ଉପକାରୀ ହୋଇ ପାରନ୍ତି।
ସେ ଗରୀବ ଶ୍ରେଣୀର ଲୋକ ଓ ଆଦିବାସୀ ମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ଯାହା ଦ୍ଵାରା ସେମାନେ ବେଶ ଲାଭବାନ ହେବା ସହ ଯୋଜନାର ସବୁ ଲାଭ ମଧ୍ୟ ଉଠାଇ ପାରୁଛନ୍ତି।
Home
ଏଭଳି ବର୍ତ୍ତମାନ୍ ସମୟରେ ସରକାର ଙ୍କ ଏକ ନୁଆ ଯୋଜନା ଆସି ଯାଇଛି ଏହା ମଧ୍ୟ ସାଧାରଣ ଜନତା ମାନଙ୍କ ପାଇଁ ଏକ ବହୁତ ବଡ଼ ଖୁସୀ ଖବର ।ସେମାନେ ମଧ୍ୟ ଏହି ଖବର ସମ୍ପର୍କରେ ଜାଣିବା ପରେ ବେଶ ଖୁସୀ ହୋଇ ଯାଇଛନ୍ତି।
କାରଣ ଗରୀବ ମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇ ଆସିଛନ୍ତି ଆଉ ଏକ ନୁଆ ଯୋଜନା। ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ଅନେକ ଲୋକ ଏଭଳି ଅଛନ୍ତି କି,
Viral news
ଯେଉଁ ମାନଙ୍କୁ ରହିବା ପାଇଁ ଘର ଖଣ୍ଡେ ମଧ୍ୟ ମିଳୁ ନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁଆ ଜନ କଲ୍ୟାଣ କାରୀ ଯୋଜନା ଯାହାର ନାମ ହେଉଛି " ମୋ ଘର" ।
ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ରହୁଥିବା ଗରୀବ ଶ୍ରେଣୀର ଲୋକ ମାନେ ବେଶ ଉପକୃତ ହୋଇ ପାରିବେ। ଏବଂ ଏହି ଯୋଜନା ମାଧ୍ୟମରେ ଯେଉଁ ମାନଙ୍କ ଘର ନାହିଁ ସେମାନଙ୍କୁ ରହିବା ପାଇଁ ବାସଗୃହ ପ୍ରଦାନ କରାଯିବ।
Home
ବସିଥିବା କ୍ୟାବିନେଟ୍ ବୈଠକ ରେ ଏହି "ମୋ ଘର" ଯୋଜନା ପ୍ରସ୍ତାବ ଉପରେ ମୋହର ବାଜି ସାରିଛି। ତେବେ ଏହି ଯୋଜନାଟି ସଂପୂର୍ଣ୍ଣ ଭାବରେ ଗରୀବ ମାନଙ୍କ କଲ୍ୟାଣ ପାଇଁ ହୋଇଥିବା ବେଳେ ଅପର ପାର୍ଶ୍ଵ ରେ ଏହାକୁ ବିରୋଧୀ ମାନେ ଆଗମୀ ନିର୍ବାଚନ ପାଇଁ ସରକାର ଙ୍କ ଏକ ପ୍ରକାରର ପ୍ଲାନ୍ ବୋଲି କହିଛନ୍ତି। ତେବେ ଆପଣଙ୍କୁ ଏହା କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement