Dec 13, 2023, 11:12 IST

ଓଡ଼ିଶା ରେ ବିଜେପି ନେତା ଙ୍କୁ ତାଲିମ ଦେବାକୁ ଆସିବେ ମୋଦୀ.. ୨୦୨୪ ରେ ବିଜେଡି କୁ ବାଜିମାତ କରିବେ ମୋଦୀ...

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନିର୍ବାଚନ ଅଛି।ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମାନେ ଏବେ ନିଜ ନିଜ ଦଳର ପ୍ରଚାର କରୁଛନ୍ତି।ଲୋକ ଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଛନ୍ତି।
Special Report
ଓଡ଼ିଶା ରେ ବିଜେଡି ଦଳ ଦୀର୍ଘ ବର୍ଷ ହେଲାଣି ଶାସନ ଗାଦି ରେ ରହି ଆସିଛି।ଅନ୍ୟ କୌଣସି ଦଳ ବିଜୟ ହାସଲ କରି ପାରୁ ନାହିଁ।ସେଥିପାଇଁ ଏବେ ଠାରୁ ଅନ୍ୟ ଦଳ ମାନେ ନିଜ ଦଳ କୁ ଜିତାଇବା ପାଇଁ ଲାଗି ପଡ଼ି ଛନ୍ତି।
ନିଜ ଦଳ ର ପ୍ରଚାର ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଓଡ଼ିଶା ଆସୁଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ସମ୍ବଲପୁର ଠାରେ ଗୋଟିଏ ଆଇଏମ ରହିଛି ଯା ର ଶିଳା ନ୍ୟାସ କରିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।
ଏହା ପୂର୍ବରୁ ଭିଡିଓ କଲ ମାଧ୍ୟମ ରେ ଏହାର ଶିଳନ୍ୟାସ କରିଥିଲେ।ଏବେ ପୁଣି ଥରେ ସେ ଓଡ଼ିଶା ଆସିବା ପାଇଁ ଯାଉଛନ୍ତି।ଓଡ଼ିଶା ର ଲୋକ ମାନେ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି।ତାଙ୍କ ଦଳ କିପରି ଭାବେ ଭଲ ଭୋଟ ରେ ଜିତିବ ସେ ବିଷୟ ରେ ସେ ଆଲୋଚନା କରିବେ।
Special Report
ସେ ପ୍ରଥମ ଥର ପାଇଁ ଆଇ ଏମ କ୍ୟାମ୍ପସ କୁ ଆସିବେ ବୋଲି କହିଛନ୍ତି ବିଜେପି ଦଳ ର ନେତା ନାଉରୀ ନାୟକ।ଏହି ଶୁଭ ଅବସର ରେ ତାଙ୍କୁ ଶିଳା ନ୍ୟାସ କରିବା ପାଇଁ ନିୟନ୍ତ୍ରଣ କରା ଯାଇଛି।
ଆସନ୍ତା ୨୪ ତାରିଖ ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଶ୍ଚିତ ରୂପେ ଓଡ଼ିଶା ର ସମ୍ବଲପୁର ଜିଲ୍ଲାକୁ ଆସିବେ।ସେଠାରେ ଏକ ସାଧାରଣ ସଭା ର ଆୟୋଜନ କରା ଯିବ।ଓଡ଼ିଶା ର ଲୋକ ମାନଙ୍କ ପାଇଁ ଏହା ଏକ ବହୁତ ବଡ କଥା।
ସେ ଏଠାରେ ପହଞ୍ଚି ବିଭିନ୍ନ ସଭା ରେ ଯୋଗ ଦେବା ସହିତ ଲୋକ ଙ୍କ ରେ ଦୁଃଖ କୁ ବୁଝିବେ।ଓଡ଼ିଶା ଗ୍ରସ୍ତ ରେ ସେ ଆସି ସମ୍ବଲପୁର କୁ ଯିବେ।ସେ ଆସିବା ପରେ ତାଙ୍କର ଆଉ କିଛି କାର୍ଯ୍ୟକ୍ରମ ମଧ୍ୟ କରା ଯିବ।

Advertisement