Feb 4, 2024, 11:36 IST

ଓଡିଶା ବିକାଶ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ନେଲେ ଏତେବଡ଼ ପଦକ୍ଷେପ ଦେଖନ୍ତୁ ଏବେ ହେବ କଣ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ଓଡ଼ିଶାର ବିକାଶକୁ ନେଇ କଣ ସବୁ କହିଛନ୍ତି ସେହି ବିଷୟରେ ଜାଣିପାରିବେ । ଆମ ଓଡ଼ିଶାର କଣ ସବୁ ବିକାଶ କରାଯିବ ସେହି ବିଷୟରେ ମହାଶୟ ପ୍ରଧାନମନ୍ତ୍ରୀ କହିଛନ୍ତି । 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେଇ ଏହି ବିଷୟରେ କହିଛନ୍ତି । ଓଡ଼ିଶା ବିକାଶ ପାଇଁ ୧୭ ହଜାର କୋଟି ଟଙ୍କା ଆସିଛି । ଶିକ୍ଷା, ରେଳ, ରାସ୍ତା, ବିଜୁଳି, ପେଟ୍ରୋଲିୟମ ସହିତ ଜଡ଼ିତ ସବୁ ଯୋଜନା ଏହି ବିକାଶରେ ସାମିଲ ଅଛି ।
Special report
ଓଡ଼ିଶାର ଗରିବ, କର୍ମଚାରୀ, ଦୋକାନୀ, ବ୍ୟାପାରୀ ଏବଂ ଚାଷୀ ଆଉ ଏହାସହ ଓଡ଼ିଶାର ସବୁ ଲୋକମାନେ ଏହି ବିକାଶ ପାଇପାରିବେ । ଓଡ଼ିଶାର ଯୁବଗୋଷ୍ଠୀଙ୍କ ପାଇଁ ମଧ୍ୟ ଅନେକ ସୁବିଧା ଆସିଛି । ଭାରତର ଉପ ପ୍ରଧାନମନ୍ତ୍ରୀ ଲାଲକ୍ରୀଷ୍ଣା ଆଡବାଣୀଙ୍କୁ ଭାରତ ରତ୍ନ ଦିଆଯିବ । 
ଭାରତର ଏହି ଉପ ପ୍ରଧାନମମନ୍ତ୍ରୀ ଅନେକ ସେବା କରିଛନ୍ତି । ଓଡ଼ିଶାକୁ ଶିକ୍ଷା ଏବଂ କୌଶଳ ବିକାଶ ପାଇଁ ଅନେକ ଚେଷ୍ଟା କରାଯାଉଛି । ଓଡ଼ିଶାର ଭାଗ୍ୟ ବାଦଳିବାକୁ ଯାଉଛି । ବ୍ରହ୍ମପୁର ହେଉ ବା ଭୁବନେଶ୍ଵରରେ ଅନେକ ପରିବର୍ତନ ହେବ।
Special report
ସମ୍ବଲପୁର ସହରରେ ମଧ୍ୟ ଅନେକ ପରିବର୍ତ୍ତନ କରାଯିବ । ଅନେକ କିଛି ବିକାଶ କରାଯିବ ଓଡ଼ିଶାରେ । ଓଡ଼ିଶାରେ ଶିକ୍ଷା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ଶିକ୍ଷା ପାଇଁ କ୍ୟାମ୍ପସ କରାଯାଇଛି । 
ବିକଶିତ ଭାରତ ଲକ୍ଷ୍ୟକୁ ଆମେ ସେତେବେଳେ ପ୍ରାପ୍ତ କରିପାରିବା କେତେବେଳେ ସବୁ ରାଜ୍ୟର ବିକାଶ ହେବ । ସେଥିପାଇଁ ସବୁ ପ୍ରତି ଧ୍ୟାନ ଦେବା ଉଚିତ୍ । ପେଟ୍ରୋଲିୟମ କ୍ଷେତ୍ରରେ ମଧ୍ୟ ଅନେକ ବିକାଶ ହେଉଛି । ପେଟ୍ରୋଲ ଆଉ ପେଟ୍ରୋଲିୟମ କ୍ଷେତ୍ରରେ ଅନେକ ଟଙ୍କା ଦିଆଯାଉଛି ।
ଆଉ ଏଥିରୁ ଅନେକ ଲାଭ ମଧ୍ୟ ହେଉଛି । ୧୦ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନେକ ରାସ୍ତା ନିର୍ମାଣ ହୋଇଛି । ନେସେନାଲ ହାଇୱେ ହୋଇଛି। ଏଭଳି ଅନେକ ବିକାଶ ଏବେ ହେବାକୁ ଯାଉଛି । ଏହି ବିଷୟରେ ପ୍ରଧାନମନ୍ତ୍ରି କହିଛନ୍ତି ।

Advertisement