Oct 30, 2023, 08:51 IST

ଓଡ଼ିଶା ପାଇଁ ପାଣ୍ଡିଆନ ଯେତିକି କାମ କରିଛନ୍ତି ତାହା ବୋଧେ କୋଉ ନେତା ମନ୍ତ୍ରୀ କି ସମାଜ ସେବୀ କରି ନଥିବେ, ହେଲେ ବି ତାଙ୍କୁ ବିରୋଧ କଣ ପାଇଁ?

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତ ଜାଣି ଥିବେ ଯେ ପୂର୍ବ କାଳ ରେ ଓଡ଼ିଶା ର ଅବସ୍ଥା କିପରି ଥିଲା।ଲୋକ ମାନେ ଖାଇବାକୁ ପାଉ ନ ଥିଲେ।ହେଲେ ଏବେ ଅନେକ କ୍ଷେତ୍ର ରେ ଓଡ଼ିଶା ପରିବର୍ତ୍ତନ ହୋଇ ସାରିଛି।
Special report
ଉନ୍ନତି ଆଡ଼କୁ ଓଡ଼ିଶା ଗତି କରୁଛି।ଆଜି ଆମେ ଯେଉଁ ଓଡ଼ିଶା କୁ ଦେଖୁଚେ ଏପରି ଆଗରୁ ନ ଥିଲା।ଏହା କେବଳ ସମ୍ଭବ ହୋଇ ପାରିଛି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।ତାଙ୍କୁ ସବୁବେଳେ ଉନ୍ନତି ର ବାଟ ଦେଖାଉ ଥିବା ଭି କେ ପାଣ୍ଡିଆନ ମଧ୍ୟ ଏଥିରେ ବହୁତ ସାହାର୍ଯ୍ୟ କରିଛନ୍ତି।
ଭି କେ ପାଣ୍ଡିଆନ ଭାରତୀୟ ପ୍ରଶାସନ ବିଭାଗ ରେ କାର୍ଯ୍ୟ ରତ ଥିଲେ।ହେଲେ ସେ ଏଇ ନିକଟ ରେ ତାଙ୍କ ସରକାରୀ ଚାକିରି ରୁ ଇସ୍ତଫା ଦେଇ ରାଜନୀତି ରେ ପ୍ରବେଶ କରିଛନ୍ତି।ତାଙ୍କୁ ଓଡ଼ିଶା ର ଲୋକ ମାନେ ଖୁବ୍ ପସନ୍ଦ କରୁଛନ୍ତି।
ବିଭିନ୍ନ ଜିଲ୍ଲା କୁ ଗ୍ରସ୍ତ କରି ସେ ଲୋକ ମାନଙ୍କ ଦୁଃଖ ଦୁର୍ଦ୍ଦଶା କୁ ବୁଝୁ ଛନ୍ତି।ଓ ତାଙ୍କ ସମସ୍ୟା ର ସମାଧାନ କରିବା ପାଇଁ ଚେଷ୍ଟା କରୁଛନ୍ତି।ଓଡ଼ିଶା ର ଉନ୍ନତି ପଛରେ ତାଙ୍କର ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି।ସେ ଏସ ଏଚ୍ ସି ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ସାହାର୍ଯ୍ୟ କରିଛନ୍ତି।
Special report
ଲୋକ ମାନଙ୍କର ଯେ କୌଣସି ଅସୁବିଧା ହେଉ ସେମାନେ ପାଣ୍ଡିଆନ ଙ୍କ ପାଖରେ ଭଲ ଭାବେ ଜଣାଉ ଥିଲେ।ଓ ସେ ତାଙ୍କର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ତାର ସମାଧାନ କରୁଥିଲେ।ସେ ଏବେ କ୍ୟାବିନେଟ ପାହ୍ୟା ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇ ଛନ୍ତି।
ଏହା ପରେ ତାଙ୍କ ଦାୟିତ୍ଵ ଆହୁରି ଅଧିକ ବୃଦ୍ଧି ପାଇଛି।ଏବେ ସେ ଅଧିକ ରୁ ଅଧିକ ଲୋକ ଙ୍କ ସୁବିଧା ପାଇଁ କାମ କରୁଛନ୍ତି।ଲୋକ ଙ୍କ ର କଥା କୁ ସେ ମୁଖ୍ୟ ମନ୍ତ୍ରୀ ଙ୍କ ନିକଟ ରେ ସହଜ ରେ ପହଞ୍ଚାଇ ପାରୁଛନ୍ତି।
ସେ ୫ ଟି ସଚିବ ଥିବା ବେଳେ ବିଦ୍ୟାଳୟ ଗୁଡ଼ିକ ର ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେଉଥିଲେ।ବିଦ୍ୟାଳୟ ଗୁଡ଼ିକୁ ବହୁତ ଉନ୍ନତି କରାଇ ଛନ୍ତି।କେବଳ ସେତିକି ନୁହେଁ କଟକ ବାଦାମବାଡ଼ି ରେ ଥିବା ବସ୍ ଷ୍ଟାଣ୍ଡ କୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରି ଦେଉଛନ୍ତି।ଏହାକୁ ଦେଖି ସେ କିଭଳି କାମ କରୁଛନ୍ତି ଆପଣ ମାନେ ଭଲ ଭାବେ ଜାଣି ଥିବେ।

Advertisement