ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଆଗକୁ ନିର୍ବାଚନ ଅଛି।ସରକାର ସେଥିପାଇଁ ଲୋକ ମାନଙ୍କ ପାଇଁ ଅନେକ ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି।ଏବେ ରାଜ୍ୟ ସରକାର ଆଉ ଏକ ନୂଆ ଯୋଜନା ଗାଁ ରେ ମହିଳା ମାନଙ୍କ ପାଇଁ କରିବାକୁ ଯାଉଛନ୍ତି।
ଏହି ଯୋଜନା ଟି ହେଉଛି ଲକ୍ଷ୍ମୀ ଯୋଜନା।ଏହି ଯୋଜନା ଟି ରେ ଗାଁ ରୁ ସହର ଯାଏଁ ବସ ଚାଲିବ।ଏହା ଆପଣ ଙ୍କ ଗାଁ ଠାରୁ ରାଜଧାନୀ ଭୁବନେଶ୍ୱର ଯାଏଁ ଚାଲିବ।ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ରାଜ୍ୟ ସରକାର ଙ୍କ ଏଭଳି ଯୋଜନା ପାଇଁ ଲୋକ ମାନେ ଖୁବ୍ ଖୁସୀ ଅଛନ୍ତି।
ଏହା ଲୋକ ମାନଙ୍କୁ ବହୁତ ପ୍ରକାର ସୁରକ୍ଷା ଯୋଗାଇ ଦେବ।ଗ୍ରାମାଞ୍ଚଳ ପରିବହନ,ମହିଳା ସଶକ୍ତିକରଣ ପାନୀୟ ଜଳର ଯୋଗାଣ,କୃଷି ଜଳ ସେଚନ ଓ ଭିତ୍ତି ଭୂମି ଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର।
ଏହା ଦ୍ବାରା ଲୋକ ମାନଙ୍କର ବହୁ ଉନ୍ନତି ହେବ।ଲୋକ ମାନେ ଯିବା ଆସିବା ପାଇଁ ଆଉ କୌଣସି ସମସ୍ୟା ର ସମ୍ମୁଖୀନ ହେବେ ନାହିଁ।ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ର ରେ ନିରାପତ୍ତା ଯୋଗାଇ ଦେବ।ରାଜ୍ୟ ରେ ମହିଳା ମାନଙ୍କ ପରିବହନ କ୍ଷେତ୍ର ରେ ସୁବିଧା ଯୋଗାଇ ଦେବେ।
ରାଜ୍ୟ କ୍ୟାବିନେଟ ରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରେ ଏହି ଯୋଜନା କୁ ଅନୁମୋଦନ କରା ଯାଇଛି।ଲକ୍ଷ୍ମୀ ଯୋଜନା ମାଧ୍ୟମ ରେ ହଜାର ହଜାର ହଜାର ସଂଖ୍ୟାରେ ମା ମାନେ ଉପକୃତ ହେବେ।ଏହି ଯୋଜନା ଟି ଗ୍ରାମାଞ୍ଚଳ ରୁ ରାଜଧାନୀ ଭୁବନେଶ୍ୱର କୁ କାର୍ଯ୍ୟକାରୀ ହେବ।ସାରା ରାଜ୍ୟରେ ଏହା କାର୍ଯ୍ୟ କାରି ହେବ।
ଆସନ୍ତା ଦଶ ମଧ୍ୟ ରେ ଏକ ହଜାର ରୁ ଅଧିକ ବସ ଚଳାଚଳ ହେବ।ଯଦି ଏହା ସଫଳ ହୁଏ ତେବେ ଆଉ ଦୁଇ ବର୍ଷ ଏହାକୁ ବଢାଇ ଦିଆ ଯିବ।ଏହା ଦ୍ବାରା ଗ୍ରାମୀଣ ସ୍ତରରେ ଥିବା ମହିଳା ମାନେ ବିଶେଷ ଉପକୃତ ହେବେ।
ଏହି କାର୍ଯ୍ୟ କ୍ରମ ଯୋଜନା ରେ ବିଜୁ ଗାଁ ଗାଡି ର ପୁନରୁଧାର କରା ଯିବ।ଏହି ଯୋଜନା ରେ ମହିଳା ସଶକ୍ତିକରଣ ଉପରେ ପ୍ରାଥମିକତା ଦିଆ ଯିବ।ଏହି ମିଶନ ଶକ୍ତି ମହିଳା ମାନଙ୍କୁ ବିଭିନ୍ନ କାର୍ଯ୍ୟ କ୍ଷେତ୍ର ରେ ନିୟୋଜିତ କରା ଯିବ।ଏଥି ସହିତ ମହିଳା ମାନଙ୍କ ପାଇଁ ଏହା ବହୁତ ଲାଭବାନ ସାବ୍ୟସ୍ତ ହେବ।