Mar 14, 2024, 09:24 IST

ଆଜ୍ଞା ପାଣ୍ତିଆନ ଆଉ ନବୀନ ବାବୁ ଆମ ପାଇଁ ଯାହା ସବୁ କରିଛନ୍ତି.. ଆମେ ଆପଣ ଙ୍କୁ କେବେ ବି ଭୁଲି ପାରିବୁ ନାହିଁ..

Bb

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜଣେ ଆଶାକର୍ମୀ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ସେ କହିଛନ୍ତି ଯେ ଦୀର୍ଘ ଦିନ ଧରି ଯେଉଁ ଆନ୍ଦୋଳନ କରୁଥିଲେ ସେହି ଆନ୍ଦୋଳନ ର 5T ସଚିବ ପ୍ରତ୍ୟେକ ଜିଲ୍ଲା ଗ୍ରସ୍ତ କରିବା ବେଳେ ଖୁସି ଖବର ଦେବା ପାଇଁ କହିଥିଲେ।
୭ ତାରିଖ ଦିନ ଆଶାକର୍ମୀ ମାନଙ୍କୁ ଓଡ଼ିଶା ରେ ଖୁସି ଖବର ଦେଇଛନ୍ତି।ଓଡ଼ିଶା ସରକାର ୪୫୦୦ ଟଙ୍କା ଦେଉଥିଲେ।ବର୍ତମାନ ୨୫୦୦ ଟଙ୍କା ବୃଦ୍ଧି କରାଯାଇଛି।
Uu
୬୨ ବର୍ଷ ଅବସର ବୟସ ରେ ପଚାଶ ହଜାର ଟଙ୍କା ଯେଉଁ କରିଥିଲେ ତାକୁ ପୁଣିଥରେ ବଢାଇ ଏକ ଲକ୍ଷ ଟଙ୍କା ବୃଦ୍ଧି କରିଛନ୍ତି। ତେଣୁ ଓଡ଼ିଶାର ୪୮ ହଜାର ଆଶାକର୍ମୀ ଆଜି ଏଥିରେ ଉପକୃତ ହୋଇଛନ୍ତି।5T ସଚିବ ତାଙ୍କ କଥା ରଖିଛନ୍ତି।
ଯେଉଁ ଭେଟି ଦେଇଛନ୍ତି ସେଥିପାଇଁ ଆଶାକର୍ମୀ ମାନେ ବହୁତ ଖୁସି ଅଛନ୍ତି।ଓଡ଼ିଶା ର ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାକର୍ମୀ ଙ୍କ କଥା ରଖିଛନ୍ତି।
Hh
ଆଶାକର୍ମୀ ମାନଙ୍କର ଯେଉଁ ବିଶ୍ୱାସ ଥିଲା ତାହା କୁ ଶୁଣି ଥିବାରୁ ଆଶାକର୍ମୀ ମାନେ ନବୀନ ନିବାସ ଯାଇ 5T ସଚିବ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଛନ୍ତି।୧୨୫୦୦ ଆଶାକର୍ମୀ ମାନଙ୍କୁ ଭେଟି ଦେଇଛନ୍ତି ତାହା ଦେଖି ବହୁତ ଖୁସି ଅଛନ୍ତି।
ତାପାଇଁ ମଧ୍ୟ ପୁଣିଥରେ 5T ସଚିବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।ସମ୍ବଲପୁର ରୁ ଜଣେ ଆଶାକର୍ମୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଯେତେବେଳେ ଟଙ୍କା ବୃଦ୍ଧି ହେବ କହିଥିଲେ ତାହା କେବେ ମିଳିବ ତାହା କେହି ଜାଣି ନଥିଲେ।
କିନ୍ତୁ ବର୍ତମାନ ଏହି ଖବର ଶୁଣିବା ପରେ ସମସ୍ତେ ବହୁତ ଖୁସି ହୋଇଛନ୍ତି।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଆଶାକର୍ମୀ ମାନେ ବହୁତ ଖୁସି ହୋଇଛନ୍ତି।ଦର୍ଶକ ମାନେ ନିଜର ମନ୍ତବ୍ୟ ଦେଇଛନ୍ତି।

Advertisement