Apr 27, 2024, 03:08 IST

ହେ ପ୍ରଭୁ ଦେଶରେ ଅପରାଧୀ ମାନୁ ନାହାନ୍ତି ଆଇନ କାନୁନ..ନିର୍ବାଚନ ରେ ଠିଆ ହେଇଥିବା ପ୍ରାର୍ଥୀ କୁ ଗୁ-ଳି ବର୍ଷା..

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଇଲେକ୍ସନ ସମୟରେ ନେତାଙ୍କୁ ଗୁଳି। ବିଚ୍ ରୋଡ ରେ ତାଙ୍କ ଉପରକୁ ଫାୟାରିଂ କରାଯାଇଛି। ବାଇକ୍ ରେ ଆସିଲେ ଆଉ ତାଙ୍କର ମୁଣ୍ଡକୁ ମାରିଲେ। ନୀତିଶ ଙ୍କ ଦଳର ନେତା ଥିଲେ ମୃ-ତ-କ।
ନିର୍ବାଚନ ତାତି ବେଳେ ନେତାଙ୍କ ଉପରକୁ ହୋଇଛି ଗୁଳିମାଡ଼। ଦଳୀୟ ନେତାଙ୍କୁ ବିଚ୍ ରୋଡ ରେ ହିଁ ଫାୟାରିଂ କରିଥିଲେ ଦୁର୍ବୃତ୍ତ। ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି ବିହାର ରେ।
Yy
ଏହି ଘଟଣା ବିହାର ର ରାଜଧାନୀ ପାଟନା ଠାରେ ଘଟି ଯାଇଛି। ନିର୍ବାଚନ ଚାଲିଥିବା ସମୟରେ ଜେଡିୟୁ ନେତାଙ୍କୁ ଏଭଳି ଗୁଳି ଚାଳନା ସବୁଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଯାହାକୁ ନେଇ ଏବେ ଗାଁ ଠାରୁ ସହର ସବୁଠାରେ ଏବେ ଆତଙ୍କିତ ପରିସ୍ଥିତି ସୃଷ୍ଟି ହୋଇଛି। ମୃ-ତ-କ ଜଣକ ହେଉଛନ୍ତି ଜେଡିୟୁ ନେତା ସୌରଭ କୁମାର। ସୁଚନା ମୁତାବକ ଗୁରୁବାର ଦିନ ଭୋରୁ ସୌରଭ କୁମାର ଓ ତାଙ୍କର ବନ୍ଧୁ ବଜାର ରୁ ଘରକୁ ଫେରୁଥିଲେ।
ପ୍ରତିଦିନ ଭଳି ଦୁହେଁ ସେଦିନ ମଧ୍ଯ ବାଇକ ଯୋଗେ ଘରକୁ ଫେରୁଥିଲେ। ହେଲେ ସେ ଜାଣି ନଥିଲେ କି ତାଙ୍କ ସହ ଏଭଳି କିଛି ଘଟଣା ଘଟିଯିବ ବୋଲି। ପୂର୍ବ ପ୍ଲାନ୍ ମୁତାବକ ତାଙ୍କୁ ବାଟରେ ଛକି ରହିଥିଲେ ହ-ତ୍ୟା-କା-ରୀ।
Bb
ଯେତେବେଳେ ସୌରଭ ଓ ତାଙ୍କର ବନ୍ଧୁ ଫେରୁଥିଲେ ସେତେବେଳେ ଦୁଇଟି ବାଇକ୍ ରେ ତାଙ୍କୁ ଚାରିଜଣ ଦୃର୍ବୁତ୍ତ ମଧ୍ୟ ଘେରି ଯାଇଥିଲେ। ଏହାପରେ ତାଙ୍କ ନିକଟରେ ଗାଡି ଅଟକାଇ ଫାୟାରିଂ କରି ଚାଲିଥିଲେ।
ଏଭଳି କି ଜେଡିୟୁ ନେତା ସୌରଭ ଙ୍କ ମୁଣ୍ଡକୁ ଲକ୍ଷ କରି ମଧ୍ୟ ଗୁଳିମାଡ଼ କରିଥିଲେ। ଯାହା ଫଳରେ ହିଁ ସେହି ରାସ୍ତାରେ ହିଁ ତାଙ୍କ ମୁଣ୍ଡରୁ ଖୁବ୍ ର-କ୍ତ-ସ୍ରା-ବ ହୋଇଥିଲା। ଏହା ଫଳରେ ସେହି ରାସ୍ତାରେ ହିଁ ଜେଡିୟୁ ନେତା ସୌରଭ ନିଜର ଆଖି ବୁଜି ଦେଇଥିଲେ।
ଏହାପରେ ଗୁରୁତର ଅବସ୍ଥାରେ ସୌରଭ ଙ୍କ ବନ୍ଧୁ ଙ୍କୁ ଉଦ୍ଧାର କରାଯାଇ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେବାରେ ଲାଗିଛି।

Advertisement