Sep 18, 2023, 08:39 IST

ନିର୍ବାଚନ ପାଇଁ ସରକାର କଲେ ନୂଆ ଯୋଜନା ଦେଖନ୍ତୁ ଏଥର ସବୁ ମାସରେ ମିଳିବ ଗ୍ୟାସ ସିଲିଣ୍ଡର ଫ୍ରି !! କରନ୍ତୁ ଏମିତି

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ପାଇପାରିବେ । ଆଜିକାଲି ସମସ୍ତେ ପ୍ରାୟ ଗ୍ୟାସରେ ରୋଷେଇ କରିଲେନି । ଆଉ ସରକାର ମଧ୍ୟ ଏଲପିଜି ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଅନେକ ଖବର ଆଣିଛନ୍ତି । ଆଉ ସରକାର ଏହିସବୁ ଘୋଷଣା କରିଥାନ୍ତି ।
ଏବେ ଏହି ଭିଡିଓରେ ଆପଣମାନେ ଏହି ଖବର ବିଷୟରେ ଜାଣିପାରିବେ । ଏଥର ମାଗଣାରେ ମିଳିବ ଗ୍ୟାସ । ସରକାର ଲୋକଙ୍କ ଘରକୁ ଗ୍ୟାସ ପଠାଇବେ । ଆଉ ୭୦ ଲକ୍ଷ୍ୟ ଲୋକ ଏହାର ଲାଭ ଉଠାଇ ପାରିବେ ।
ଏହି ଯୋଜନା ପାଇଁ ୧୬୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ମୋଦୀ ସରକାର ଏହି ସୂଚନା ଦେଇଛନ୍ତି । ଏନେଇ କିଭଳି ଆବେଦନ କରିବେ ଆଉ ଏହାର ଲାଭ କିଭଳି ପାଇବେ ଏହାକୁ ନେଇ ଏବେ ଆସୁଥିବା ଖବର ଜାଣିପାରିବେ । 
Special report
ଏଲପିଜି ସିଲିଣ୍ଡର ପାଇଁ ଦେବାକୁ ପଡ଼ିବ ନାହିଁ କିଛି ବି ଟଙ୍କା । ୭୫ ଲକ୍ଷ ରୁ ଅଧିକ ପରିବାର ଏହି ଯୋଜନାର ଲାଭ ପାଇପାରିବେ । ଆପଣ ବି ଚାହିଁଲେ ଏହାର ଲାଭ ପାଇ ପାରିବେ ।
୩ ବର୍ଷ ମଧ୍ୟରେ ସମଗ୍ର ଦେଶରେ ୭୫ ଲକ୍ଷ ଏଲପିଜି ସଂଯୋଗକୁ କେନ୍ଦ୍ର ଅନୁମୋଦିତ କରିଛି ।ଏହି ନୂଆ ଯୋଜନା ପାଇଁ ସରକାର ୧୬୫୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଯାହାଫଳରେ ସମସ୍ତ ଲୋକ ପ୍ରଧାନମନ୍ତ୍ରୀ ଉଜ୍ଵଳା ଯୋଜନାର ଲାଭ ପାଇପାରିବେ । ମାଗଣାରେ ଗ୍ୟାସ ମିଳିବ ବୋଲି ସୂଚନା ମିଳିଛି । 
୧୪.୨ ଗ୍ୟାସ ସିଲିଣ୍ଡର ହିତାଧିକାରୀମାନଙ୍କୁ ୨୦୦ ଟଙ୍କା ସବସିଡି ଦିଆଯାଉଛି । ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ହିତାଧିକାରୀମାନେ ୪୦୦ ଟଙ୍କା ସଞ୍ଚୟ କରିପାରିବେ । କେବଳ ମହିଳାମାନେ ଏହାର ଲାଭ ପାଇପାରିବେ । ୧୮ ବର୍ଷରୁ ଉର୍ଦ୍ଧ୍ବ ମହିଳା ଏହାର ଆବେଦନ କରିପାରିବେ ।
ଆପଣମାନେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭ ପାଇବାକୁ ହେଲେ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ । ଆଉ ଆପଣମାନେ ଏହି ୱେବସାଇଟ ଜରିଆରେ ଆବେଦନ କରିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦରକାର ହେଉଥିବା ସବୁ ଡକ୍ୟୁମେଣ୍ଟ ବିଷୟରେ ଜାଣିପାରିବେ ।

Advertisement