Feb 15, 2024, 10:16 IST

ନିର୍ବାଚନ ଆଗରୁ ମୋଦୀ ଙ୍କ ମାଷ୍ଟର ପ୍ଲାନ୍ : ପେଟ୍ରୋଲ ର ଦର ୧୦୦ ରୁ କମିଲା...

Special report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ପୁଣି ଥରେ କମି ଯାଇଛି ପେଟ୍ରୋଲ ଦର।ଦୀର୍ଘ ଦିନ ରୁ ପେଟ୍ରୋଲ ଦର କୁ ନେଇ ଲୋକ ମାନେ ଚିନ୍ତା ରେ ରହି ଥିଲେ।ଏବେ ସେମାନଙ୍କ ଚିନ୍ତା ଦୂର ହୋଇଚି।ରାଜଧାନୀ ଭୁବନେଶ୍ୱର ରେ ପେଟ୍ରୋଲ ଦର କମି ଯାଇଛି।ଲିଟର ପିଛା ୯୬ ଟଙ୍କା ରହିଛି ପେଟ୍ରୋଲ ଦର।
Special report
ଆଗକୁ ନିର୍ବାଚନ ରହିଛି।ସରକାର ଙ୍କ ଏଭଳି କାମ କୁ ସମସ୍ତେ ପ୍ରଶଂସା କରିଛନ୍ତି।ନିର୍ବାଚନ ପୂର୍ବ ରୁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ବୃଦ୍ଧି ହେଉଚି।କିଛି ସ୍ଥାନ ରେ ପେଟ୍ରୋଲ ଓ ଡିଜେଲ ଦର ବଢି ଥିବା ବେଳେ କିଛି ସ୍ଥାନ ରେ କମି ଯାଇଚି।
ଭୁବନେଶ୍ୱର ଠାରେ ଏହି ପେଟ୍ରୋଲ ଦର ୧୦୩.୧୧ ଟଙ୍କା ରହିଛି।ଆଗ ତୁଳନା ରେ ଏହାର ଦର କମି ଯାଇଛି।ଲୋକ ମାନେ ଏ ନେଇ ବହୁତ ଖୁସି ଅଛନ୍ତି।ଅଶୋଧିତ ପେଟ୍ରୋଲ କୁ ନେଇ ଅନେକ ଦିନ ରୁ ଆନ୍ଦୋଳନ ଲାଗି ରହିଥିଲା।
ଶେଷ ରେ ସରକାର ପେଟ୍ରୋଲ ଓ ଡିଜେଲ୍ ଦର ରେ ହ୍ରାସ କରିଛନ୍ତି।ଦିଲ୍ଲୀ ରେ ପେଟ୍ରୋଲ ଦର ୯୬.୭୨ ପଇସା ଓ ଡିଜେଲ ଲିଟର ପିଛା ୮୯.୬୨ ପଇସା ରହିଛି।ସେହି ପରି ଭାବେ ମୁମ୍ବାଇ ରେ ପେଟ୍ରୋଲ ଦର ୧୦୬.୩୧ ପଇସା ଓ ଡିଜେଲ ଲିଟର ପିଛା ୯୪.୨୭ ପଇସା ରହିଛି।
Special report
ସେହି ପରି ଚେନ୍ନାଇ ରେ ପେଟ୍ରୋଲ ଦର ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ ଲିଟର ପିଛା ୯୪.୨୪ ପଇସା ରହିଛି।ପେଟ୍ରୋଲ ଓ ଡିଜେଲ୍ ଦର ପ୍ରତିଦିନ ପରିବର୍ତ୍ତନ ହୋଇ ଥାଏ।ଏହା ପ୍ରାୟ ପ୍ରତିଦିନ ସକାଳ ୬ ଟା ରେ ବଦଳା ଯାଇ ଥାଏ।
କିଛି ଦିନ ତଳେ ପେଟ୍ରୋଲ ଓ ଡିଜେଲ୍ ର ମୂଲ୍ୟ ବଢିବାରେ ଲାଗି ଥିଲା।କିନ୍ତୁ ବର୍ତ୍ତମାନ ସମୟ ରେ କିଛି ସହର ରେ ଏହି ଦର କମି ଯାଇଛି।ଏହି ଦର କମିବା ସଙ୍ଗେ ସଙ୍ଗେ ଅନେକ ଲୋକ ମାନେ ଏ ନେଇ ନିଜ ମତ ପ୍ରକାଶ କରିଛନ୍ତି।
ଏହି ପେଟ୍ରୋଲ ଓ ଡିଜେଲ୍ ରେ ରାଜ୍ୟ ସରକାର ଟିକସ ଆଦାୟ କରନ୍ତି।ତେଣୁ ପ୍ରତ୍ୟେକ ଜିଲ୍ଲାରେ ଏହି ଦର କମ୍ ବେଶୀ ହୋଇ ଥାଏ।ତେବେ ଆଗକୁ ନିର୍ବାଚନ ରହିଛି।
ଏହି ଦର କୁ ହ୍ରାସ କରି ସରକାର ନିଜେ ନିର୍ବାଚନ ରେ ବିଜୟୀ ହେବାର ପ୍ରୟାସ କରିଛନ୍ତି ବୋଲି କିଛି ଲୋକ କହିଛନ୍ତି।ଏବେ ଏହି କଥା କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement