Jan 26, 2024, 12:23 IST

ନିର୍ବାଚନ ଆସୁ ଆସୁ ନବୀନ ନେଇ ଆସିଲେ ପୁଣି ନୂଆ ନୂଆ ପ୍ରତିଶ୍ରୁତି, ଦେଖନ୍ତୁ ପିଲା ଙ୍କୁ କଣ କଲେ ସମ୍ବୋଧନ ...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ରାଜନୀତି ଏବେ ଯେତେ ପାଖେଇ ଆସୁଛି ରାଜନୈତିକ କାର୍ଯ୍ୟକ୍ରମ ସମ୍ପର୍କରେ ସେତେ ମଧ୍ୟ ଆଲୋଚନା ହେବାରେ ଲାଗିଛି। ନେତା ମନ୍ତ୍ରୀ ମାନେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
Special report
ଏବେ କେବଳ ତାଙ୍କ ସମ୍ପର୍କରେ ହିଁ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣ ମାନେ ଜାଣିଥିବେ କି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ନୂଆ ନୂଆ ଯୋଜନା ସହ ନୂଆ ନୂଆ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି।
ଆଉ ଏବେ ଏହା ଉପରେ ହିଁ ସମସ୍ତଙ୍କ ନଜର ରହିଛି। ବିରୋଧୀ ମାନେ ଏହାକୁ ରାଜନୀତିକ ଚାଲ୍ ବୋଲି ମଧ୍ୟ କହୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଆମ ରାଜ୍ୟର ଉନ୍ନତୀ ଓ ପ୍ରଗତି ଚାହାଁନ୍ତି
ସେଥିପାଇଁ ସେ ଅନେକ ନୁଆ ନୁଆ କାର୍ଯ୍ୟକ୍ରମ ଆଣୁଛନ୍ତି। ନିକଟରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ପ୍ରତ୍ୟେକ ମହା ବିଦ୍ୟାଳୟରେ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଥିଲା। ଯାହା ସଂମ୍ପର୍କରେ ଖୁବ ଚର୍ଚ୍ଚା ହୋଇଥିଲା।
Special report
ଏହା ଦ୍ବାରା ପିଲା ମାନଙ୍କ ସାଂସ୍କୃତିକ ବିକାଶ ମଧ୍ଯ ହେବାରେ ଲାଗିଥିଲା। ସେ ଏବେ ଏହା ପ୍ରତି ପ୍ରତିକ୍ରିୟା ଦେଇ କହିଛନ୍ତି କି ଯେଉଁ ମାନେ ନୂଆ- ଓ କାର୍ଯ୍ୟକ୍ରମ କୁ ଦେଖିବାକୁ ଆସିଛନ୍ତି ତାଙ୍କ ପାଇଁ ସେ ବହୁତ ଖୁସୀ ଅଛନ୍ତି।
ଏବଂ ପ୍ରତ୍ୟେକ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ଦ୍ବାରା କ୍ରୀଡା ଓ ସଂସ୍କୃତି ସହ ଆମେ ନିଜକୁ ଯୋଡ଼ି ପାରିବା। ଏହା ଦ୍ବାରା ଆମ ରାଜ୍ୟର ବିକାଶ ହୋଇ ପାରିବ।
ଏହି କାର୍ଯ୍ୟକ୍ରମ କେବଳ ଯୁବ ପୀଢ଼ି ମାନଙ୍କ ପାଇଁ ଏକ ଖୁବ୍ ଉନ୍ନତ ମାନର କାର୍ଯ୍ୟକ୍ରମ ଅଟେ। ଏହି କାର୍ଯ୍ୟକ୍ରମ ପାଇଁ ସର୍ବଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ବହୁତ୍ ବହୁତ ଶୁଭେଚ୍ଛା ମଧ୍ୟ ଜଣାଇ ଥିଲେ।
ଏହା ସମ୍ପର୍କରେ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement