ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ନବୀନ ପଟ୍ଟନାୟକ କରିଛନ୍ତି ବଡ଼ ଘୋଷଣା। ଆଜ୍ଞା ହଁ ସମସ୍ତଙ୍କ ଆକାଉଣ୍ଟ କୁ ଆସିବ ୧୫ ହଜାର ଟଙ୍କା।
ନବୀନ ଙ୍କ ଏଭଳି ନିଷ୍ପତ୍ତି ଶୁଣିବା ପରେ ବିରୋଧୀ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ଆଜି ପୁଣି ଥରେ ରାଜ୍ଯ ସରକାର କହିଛନ୍ତି କି ପୁଣି ଥରେ ହିତାଧିକାରୀ ଙ୍କ ଖାତାକୁ ଯିବ ୧୫ ହଜାର ଟଙ୍କା। ଆପଣ ମାନେ ଜାଣିଥିବେ କି ବିଭିନ୍ନ ସମୟରେ,
ରାଜ୍ୟସରକାର ଲୋକ ମାନଙ୍କ ପାଇଁ କିଛି ନା କିଛି ସୁବିଧା କରିଥାଆନ୍ତି। ସେଥିପାଇଁ ଏବେ ପୁଣି ଥରେ ହିତାଧିକାରୀ ଙ୍କ ପାଇଁ କରିଛନ୍ତି ଯୋଜନା। ଏହି ଯୋଜନା ଲୋକ ମାନଙ୍କ ନିକଟରେ ପହଞ୍ଚିବା ପରେ ହିତାଧିକାରୀ ମାନେ ଝୁମି ଉଠିବେ।
ସିଧାସଳଖ ତାଙ୍କର ଖାତାକୁ ଯିବ ୧୫ ହଜାର ଟଙ୍କା। ପୂର୍ବରୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ରେ ମହିଳା ମାନଙ୍କ ପାଇଁ ଆସିଥିଲା ଖୁସୀ ଖବର। ଆଉ ସେମାନଙ୍କୁ ସହାୟତା ପାଇଁ ୩୦୦୦ ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାର ଙ୍କ ପକ୍ଷରୁ ଘୋଷଣା କରାଯାଇ ଥିଲା।
ଏବେ ଏସଏଜି ମହିଳା ମାନେ ଏଭଳି ନିଷ୍ପତ୍ତି ଜାଣିବା ପରେ ସେମାନେ ଖୁସୀ ହୋଇ ଯାଇଛନ୍ତି। ମିଶନ ଶକ୍ତି ରେ ଥିବା ମାଆ ମାନଙ୍କ ପାଇଁ ୩୦୦୦ ଟଙ୍କା ଘୋଷଣା କରିଥିଲେ ରାଜ୍ୟ ସରକାର।
ଯେଉଁଥିରେ କୁହା ଯାଉଛି କି ସେମାନଙ୍କୁ ୧୫ ହଜାର ଟଙ୍କା ମିଳିବ ବୋଲି। ଗତକାଲି ନବୀନ ପଟ୍ଟନାୟକ ଏଭଳି କିଛି ଘୋଷଣା କରିଛନ୍ତି। ହଷ୍ଟେଲ ରେ କାର୍ଯ୍ୟରତ ମହିଳା ଙ୍କ ଅର୍ଥ ରାଶି ମଧ୍ୟ ବୃଦ୍ଧି କରିବେ ବୋଲି କହିଛନ୍ତି।
ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଛାତ୍ରୀ ନିବାସ ଗୁଡିକରେ କାର୍ଯ୍ୟରତ ମହିଳା ଙ୍କ ମାସିକ ପାରିଶ୍ରମିକ ୧୦ ହଜାର ଟଙ୍କା ରୁ ୧୫ ହଜାର ଟଙ୍କା ହେବା ପାଇଁ ଯାଉଛି। ଏନେଇ ଗତକାଲି ଘୋଷଣା କରାଯାଇ ଥିଲା।
ଯଦି ସେ କାର୍ଯ୍ୟରତ ଥିବା ବେଳେ ମୃ-ତ୍ୟୁ ବରଣ କରନ୍ତି ତେବେ ତାଙ୍କର ପରିବାର କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ। ତେବେ ଆପଣଙ୍କୁ ଏହି ଯୋଜନା ସମ୍ପର୍କରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।