ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର କାର୍ଯ୍ୟ ସମ୍ପନ୍ନ ହୋଇଛି।ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପା ରୁ ସମସ୍ତ କାର୍ଯ୍ୟ ଭଲ ରେ ଭଲରେ ହୋଇ ଯାଇଚି।ତେବେ ଗତ କାଲି ଗଞ୍ଜାମ ଜିଲ୍ଲାର ୯ ଟି ପଞ୍ଚାୟତ ରୁ ବରିଷ୍ଠ ଅଧିକାରୀ ମାନେ ଏହି ପ୍ରକଳ୍ପ କୁ ଦେଖିବା ପାଇଁ ଆସି ଥିଲେ।
ସେଠାରେ ଏକ ବଡ ସଭା ର ଆୟୋଜନ କରା ଯାଇ ଥିଲା।ସମସ୍ତ ଲୋକ ଙ୍କୁ ଅବଢ଼ା ଖାଇବା ପାଇଁ ଦିଆ ଯାଇ ଥିଲା।ଏହା ପରେ ସମସ୍ତେ ବହୁ ଖୁସି ରେ ନିଜ ଘର କୁ ଫେରି ଥିଲେ।ଏହି ସଭା ରେ ହଟାତ ପହଞ୍ଚି ଯାଇଥିଲେ ୫ ଟି ସଚିବ ଭି କେ ପାଣ୍ଡିଆନ।
ଆପଣ ମାନେ ସମସ୍ତେ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ତାଙ୍କରି ପାଇଁ ଆଜି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଶୁଭାରମ୍ଭ ହୋଇ ପାରିଛି।ଗତ କାଲି ପୁରୀ ଠାରେ ଏକ ବଡ ସଭାର ଆୟୋଜନ କରା ଯାଇ ଥିଲା।
ହେଲେ କେହି ଜାଣି ନ ଥିଲେ ଏହି ସଭା କୁ ଭି କେ ପାଣ୍ଡିଆନ ମଧ୍ୟ ଆସିବେ।ସେଠାରେ ସେ ହଟାତ ଆସି ପହଞ୍ଚି ଥିଲେ।ଏହା ପରେ ସମସ୍ତ ଙ୍କ ଆଗରେ ଭାଷଣ ଦେଇ କହିଥିଲେ କି ଏହି କାର୍ଯ୍ୟକ୍ରମ ରେ ଯଦି କିଛି ଭୁଲ ଥାଏ।ତେବେ ଆପଣ ମାନେ ଅନ୍ୟ କାହାରି କୁ ଦୋଷ ଦେବେ ନାହିଁ।
ଏଥିରେ ମୋ ଭୁଲ ରହି ଥିବ।ମୋତେ ହଟାତ ଏଠାକୁ ଜଗନ୍ନାଥ ହିଁ ପଠାଇ ଛନ୍ତି।ଆପଣ ମାନଙ୍କ ସହିତ ମୁଁ କଥା ହେବାକୁ ଆସିଚି।ଭି କେ ପାଣ୍ଡିଆନ ଙ୍କ ଏଭଳି କଥା ରେ ଲୋକ ମାନେ ବହୁତ ଖୁସି ହୋଇ ଯାଇଥିଲେ।ସେଠାରେ ସେ କିଛି ସମୟ ରହି ଥିଲେ।
ଏହା ପରେ ସାଧାରଣ ଲୋକ ମାନଙ୍କ ସହିତ ଖାଦ୍ୟ ଗ୍ରହଣ କରି ପୁଣି ଥରେ ସେ ନିଜ କାମ ରେ ଚାଲି ଯାଇଥିଲେ।ସେ ଗରିବ ଲୋକ ମାନଙ୍କ ପାଖରେ ବସି ତାଙ୍କ ସହିତ କଥା ହେଲେ।ସେମାନେ ତାଙ୍କୁ ଦେଖି ବହୁତ ଖୁସି ହୋଇ ଥାନ୍ତି।
ପୁରୀ ରେ ଏଭଳି କାର୍ଯ୍ୟକ୍ରମ ଅନେକ ଥର କରା ଯାଇଚି।ଏବେ ସମସ୍ତେ ଆଶା କରୁଛନ୍ତି କି ଜିଲ୍ଲା ପ୍ରଶାସନ ତରଫ ରୁ ସେଠାରେ ଭଲ ବ୍ୟବସ୍ଥା କରା ଯାଇ ଥିବ।
ଶେଷ ରେ ୫ ଟି ଅଧକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଜଗନ୍ନାଥ ଙ୍କ ଦର୍ଶନ କରି ମହାପ୍ରସାଦ ଖାଇ ଘର କୁ ଯାଇ ଥିଲେ।ତାଙ୍କ ର ଏଭଳି ବ୍ୟବହାର ପାଇଁ ସମସ୍ତେ ତାଙ୍କ ର ଖୁବ୍ ପ୍ରଶଂସା କରି ଥିଲେ।