Updated: Feb 19, 2024, 08:52 IST

ଗୋଟେ ପରେ ଗୋଟେ ନେତା ମିଶୁଛନ୍ତି ବିଜେଡିରେ.. ବିଜେଡିର କରାଳ ରୂପ ଦେଖି ଡରିଲେଣି ବିରୋଧୀ...

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଓଡ଼ିଶା ରେ ରାଜ କରୁଛି ବିଜୁ ଜନତା ଦଳ।କହିବାକୁ ଗଲେ ବିଜୁ ପରିବାର ଦିନ କୁ ଦିନ ବଢିବାରେ ଲାଗିଛି।ଅନେକ ନୂଆ ମୁହଁ ଏଥିରେ ଦେଖା ଗଲାଣି।
Special report
ନିର୍ବାଚନ କୁ ଆଉ କିଛି ଦିନ ରହିଲା।ତେବେ କିପରି ନିର୍ବାଚନ ରେ ବିଜେଡି ଦଳ ବିଜୟ ହାସଲ କରିବ ତାହାକୁ ନେଇ ଏବେ ଠାରୁ ଚର୍ଚ୍ଚା ହେଉଛି।ଆଜି ଆମେ ସେହି ବିଜେଡି ଦଳ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ନିକଟ ରେ ବିଜେଡି ଦଳ ରେ କେତେକ ନୂତନ ମୁହଁ ଦେଖିବାକୁ ମିଳିଛି।ଅନ୍ୟ ଦଳ ଛାଡି ସେମାନେ ବିଜେଡି ଦଳ ରେ ପ୍ରବେଶ କରୁଛନ୍ତି।ଏପରି ଜଣେ ନେତା ହେଉଛନ୍ତି ନଳିନୀ ଙ୍କ ପୁଅ ଅଂଶୁମାନ ମହାନ୍ତି।ସେ ଆଗରୁ କଂଗ୍ରେସ ଦଳ ରେ ରହି ଥିଲେ।
ହେଲେ ହଟାତ ଏଥିରେ କାହିଁକି ପ୍ରବେଶ କଲେ ବୋଲି ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଛି।ଏହା ସହିତ ଅନ୍ୟ ନେତା ମାନଙ୍କ ପୁଅ ମଧ୍ୟ ଏହି ବିଜେଡି ଦଳ ରେ ମିଶିବାକୁ ଯାଉଛନ୍ତି।ଏହି କ୍ରମ ରେ ସାମିଲ ହୋଇଛନ୍ତି ଦୁଇ ବିଜୁ ଅନୁଗାମୀ ଙ୍କ ପୁଅ।
Special report
ସେମାନେ ହେଲେ ବିଜୟ ମହାପାତ୍ର ଓ ଦିଲୀପ ରାୟ ଙ୍କ ପରବର୍ତ୍ତୀ ପୀଢ଼ି ଆସିବାକୁ ଯାଉଛନ୍ତି।ନିର୍ବାଚନ ପୂର୍ବ ରୁ ବିଜେଡି ଦଳ ରେ ଏକ ମେଣ୍ଟ ହେଉ ଥିବାର ଦେଖିବାକୁ ମିଳିବ।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।
ଓ ସୁନ୍ଦରଗଡ଼ ର ମଙ୍ଗଲା କିସନ ଙ୍କ ପୁଅ ବିଜେଡି ରୁ ନିର୍ବାଚନ ଲଢ଼ିବେ ବୋଲି କହି ସାରିଛନ୍ତି।ତେବେ ଗଞ୍ଜାମ ରେ କିଛି ଖାସ୍ ନେତା ଙ୍କ ପୁଅ ଏବଂ ଝିଅ ମଧ୍ୟ ବିଜେଡ଼ି ରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଚି।ତେବେ ବିଜେଡି ଦଳ ରେ ଏବେ ସଂଖ୍ୟା ବଢ଼ି ବଢ଼ି ଚାଲିଛି।
ସୂଚନା ଅନୁସାରେ ବିଜୟ ଙ୍କ ପୁଅ ଏବେ ବିଦେଶ ରେ ଚାକିରି କରିଛନ୍ତି।ଖୁବ୍ ସେ ବିଜେଡି ରେ ମିଶିବେ ବୋଲି ଚର୍ଚ୍ଚା କରା ଯାଉଛି।ତେବେ ଏ ଯାଏଁ ସେ ବିଜେଡି ଦଳ କିମ୍ବା
ଅନ୍ୟ କୌଣସି ଦଳ ରେ ଲଢ଼ିବେ ବୋଲି ସ୍ପଷ୍ଟ ହୋଇ ନାହି ।ତେବେ ଆଗକୁ ନିର୍ବାଚନ ରହିଛି।ଏହି ନିର୍ବାଚନ ରେ କେଉଁ ଦଳ ବିଜୟ ହାସଲ କରୁଚି ତାହା ଦେଖିବାକୁ ବାକି ରହିଲା।

Advertisement