Feb 11, 2024, 12:03 IST

ଷ୍ଟେଜ କୁ ଚଢ଼ି ନେତା ଦେଲେ ଭାଷଣ : ଆରେ ଭାଇ ମାନେ ନବୀନ ଯଦି ଅସ୍ତ ହୋଇଯିବେ ପୁରା ଓଡ଼ିଶା ଅନ୍ଧାର ହେଇଯିବ

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆଗକୁ ନିର୍ବାଚନ ରହିଛି।ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରଚାର ପ୍ରସାର ଆରମ୍ଭ କରି ଦେଇଛନ୍ତି।ଏବେ ପୁଣି ଥରେ ବିଜେଡି ଦଳ ନିଜର ପ୍ରଚାର କରୁଚି।ଏବେ ବିଭିନ୍ନ ସଭା ଆୟୋଜିତ ହେଉଛି।
Special report
ଏହି ସଭା ରେ ନେତା ମନ୍ତ୍ରୀ ମାନେ ଏଭଳି କିଛି କହି ଦେଉଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ଆମେ ଆଜି ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଗତ କାଲି ଗରଦପୁର ଠାରେ ଏକ ରାଜନୈତିକ ସଭା ର ଆୟୋଜନ ହୋଇ ଥିଲା।
ସୂଚନା ଅନୁସାରେ ଗତ କାଲି ଗରଦପୁର ପଞ୍ଚାୟତ ର ଅଧକ୍ଷ ଅଭୟ ମହାରାଜ ସେଠାକୁ ଯାଇ ଥିଲେ।ସେଠାରେ ସେ ତାଙ୍କ ଦଳ ବିଷୟ ରେ କହି ଥିଲେ।ତାଙ୍କ କଥା ଅନୁସାରେ ନବୀନ ଙ୍କ ପରେ ଓଡ଼ିଶା ର ବିକାଶ ହୋଇ ପାରିବ ନାହିଁ।
ଆଜି ଯାଏଁ ଓଡ଼ିଶା ର ଯାହା କିଛି ବିକାଶ ହୋଇଚି ତାହା କେବଳ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ।ନବୀନ ର ବିକଳ୍ପ ନାହିଁ ବୋଲି ସେ କହି ଥିଲେ।ସେ ଆହୁରି ମଧ୍ୟ କହି ଥିଲେ।ନବୀନ ର କେବେ ଅସ୍ତ ନାହିଁ।ଯଦି ନବୀନ ର ଅସ୍ତ ହୋଇଚି ତେବେ ପୃଥିବୀ ଧ୍ଵଂସ ହୋଇଯିବ।
Special report
ଆମ ରାଜ୍ୟ ର ବିକାଶ ପାଇଁ ସେ ସବୁବେଳେ ଚେଷ୍ଟା ରତ।କେବଳ ସେ କାହିଁକି ଆମ ରାଷ୍ଟ୍ରପତି ଙ୍କ କଥା ଭାବନ୍ତୁ।ସେ ମଧ୍ୟ ଜଣେ ଓଡ଼ିଆ।ସେ ଆମ ମୟୂରଭଞ୍ଜ ଜିଲ୍ଲା ର।ସେ ବି ଆମ ଦେଶ ର ଉନ୍ନତି ପାଇଁ ଚେଷ୍ଟା କରୁଛନ୍ତି।ତେବେ ଏସବୁ ସମ୍ଭବ ହୋଇଚି କେବଳ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଇଁ।
ତାଙ୍କରି ଯୋଜନା ଯୋଗୁଁ ଆଜି ସାରା ଓଡ଼ିଶା ର ଲୋକ ମାନେ ତାଙ୍କୁ ଭଲ ପାଉ ଛନ୍ତି।ଆଗକୁ ଆହୁରି ଥରେ ସେ ଆମ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ରୂପେ ନିର୍ବାଚିତ ହେବେ।ତାଙ୍କର ଏହି କଥା କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ନବୀନ ଙ୍କ ଅସ୍ତ ହେଲେ ସାରା ପୃଥିବୀ ଧ୍ଵଂସ ପାଇ ଯିବ।ତାଙ୍କର ବିକଳ୍ପ ନାହିଁ।ଯେତେ ଯିଏ କହିଲେ ବି ନବୀନ ପୁଣି ଥରେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ରୂପେ ପରିଚିତ ହେବେ।ତାଙ୍କ ସ୍ଥାନ କେହି ନେଇ ପାରିବେ ନାହିଁ।ଓଡ଼ିଶା ବାସୀ ଙ୍କ ଭଲ ପାଇବା ତାଙ୍କ ଉପରେ ସବୁବେଳେ ରହିଛି।ଆଗକୁ ମଧ୍ୟ ରହିବ।

Advertisement