ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ୫ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ଲୋକ ଙ୍କ ଭଲ ପାଇଁ ସେ ଅନେକ କାମ କରୁଛନ୍ତି।କିଛି ଲୋକ ମାନେ ତାଙ୍କ ସହିତ ଦେଖା କରି ନିଜ ସମସ୍ୟା କଥା ତାଙ୍କୁ ଜଣା ଉ ଛନ୍ତି।
ସେ ମଧ୍ୟ ଲୋକ ଙ୍କ ସମସ୍ୟା ର ସମାଧାନ କରିବା ରେ ସାହାର୍ଯ୍ୟ କରୁଛନ୍ତି।ନିକଟ ରେ କଟକ ର ବରିଷ୍ଠ ନାଗରିକ ସଂଗଠନ ର କର୍ମ କର୍ତ୍ତା ମାନେ ତାଙ୍କ ସହିତ ଦେଖା କରିଥିଲେ।ସେ ତାଙ୍କୁ ଖୁବ୍ ଭଲ ବ୍ୟବହାର ଦେଖାଇ ଥିଲେ।
ସେମାନେ ତାଙ୍କ ସମସ୍ୟା ବିଷୟରେ ପାଣ୍ଡିଆନ ଙ୍କୁ ଜଣାଇ ଥିଲେ।ସେମାନେ କହିଥିଲେ କି ତାଙ୍କ ସଂଗଠନ ହେଉଚି ୨୦ ବର୍ଷ ପୁରୁଣା।ଏତେ ବର୍ଷ ହୋଇ ଥିଲେ ମଧ୍ୟ ସେମାନଙ୍କ ପାଇଁ ଏକ ଘର ର ବ୍ୟବସ୍ଥା କରା ଯାଇ ନାହିଁ।
ବରିଷ୍ଠ ନାଗରିକ ମାନେ ବାହାର ସ୍ଥାନ ରେ ବସି ବିଭିନ୍ନ ବିଷୟ ରେ ଆଲୋଚନା କରି ଥାଆନ୍ତି।ଯଦି ଆମ ପାଇଁ ଗୋଟିଏ ଘର ର ବ୍ୟବସ୍ଥା କରି ଦିଅନ୍ତେ ତେବେ ଆମେ ଉପକୃତ ହେବୁ।ଏହା ଛଡା ଆମ ଭତ୍ତା କୁ ୫୦୦ ରୁ ୨୦୦୦ ଟଙ୍କା କରା ଯାଉ।
ସେହି ପରି ଅନ୍ୟ ଜଣେ କହିଥିଲେ କୁ ଗାଁ ଗହଳି ରେ ଯେଉଁ ଲୋକ ମାନେ ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ସୁବିଧା ଯୋଗାଇ ଦିଆ ଯାଉ।ବୟସ୍କ ଲୋକ ମାନେ ମହା ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରି ପାରୁ ନାହାଁନ୍ତି।
ସେଥିପାଇଁ କିଛି ବିଶେଷ ସୁବିଧା କରା ଯାଉ।କିଛି ଏଭଳି ଦାବି ରଖି ବରିଷ୍ଠ କର୍ମ ଚାରି ସଂଗଠନ ର କର୍ମ କର୍ତ୍ତା ମାନେ ପାଣ୍ଡିଆନ ଙ୍କ ନିକଟ କୁ ଯାଇଥିଲେ।ପାଣ୍ଡିଆନ ମଧ୍ୟ କହିଛନ୍ତି କି ଏହାର ବହୁତ ଜଲଦି କିଛି ସମାଧାନ କରିବେ।
ଲୋକ ଙ୍କ ଭଲ ପାଇଁ ସେ କିଛି ନୂଆ ନିୟମ ପ୍ରଣୟନ କରିବେ।ଏବେ ଦେଖିବାକୁ ବାକି ରହିଲା।କେବେ ଭିକେ ପାଣ୍ଡିଆନ ତାଙ୍କ କଥା କୁ ସଫଳ କରାଇ ଅଛନ୍ତି।ଓ ସେ ବରିଷ୍ଠ ନାଗରିକ ମାନେ କେବେ ଖୁସି ରେ ରହୁଛନ୍ତି।