Feb 11, 2024, 12:08 IST

ନବୀନ ଙ୍କୁ ପ୍ରଦୀପ ଙ୍କ କଟୁ ଆପେକ୍ଷ, ନବୀନ ନିବାସ ରେ ପାଣି ଗିଲାସେ ପାଇଁ ବାଡା ବାଡ଼ି

Special report

ନମସ୍କାର ପାଠକ ବନ୍ଧୁ।। ବନ୍ଧୁଗଣ ଗିଲାସେ ପାଣି ପାଇଁ ନବୀନ ନିବାସରେ ବଡାବାଡ଼ି ହୋଇ ଗଲେ। ଜଣେ ବିଧାୟକ ଓ ପ୍ରଶାସନିକ ନୂଆ ନେତାଙ୍କ ମଧ୍ୟରେ ବାଡାବାଡ଼ି ହୋଇଥିଲା।
Special report
ଆଜି ଏଭଳି ଏକ ଚାଞ୍ଚଲ୍ୟକର କଥା କହିଛନ୍ତି ଗୋପାଳପୁର ବିଧାୟକ। ଗିଲାସେ ପାଣି ପାଇଁ ନା ଅନ୍ୟ କୌଣସି ରାଗରୁ ଏଭଳି ହୋଇଛି ତାହା ଜଣା ପଡ଼ି ନାହିଁ। ନିର୍ବାଚନ ପାଖେଇ ଆସୁ ଥିବାରୁ ନେତାଙ୍କ ମଧ୍ୟରେ ତିକ୍ତତା ବଢୁଛି କି?
କଡା ସୁରକ୍ଷା ମଧ୍ୟରେ ଥିବା ନବୀନ ନିବାସରେ ଗିଲାସେ ପାଣି ପାଇଁ ବାଡାବାଡ଼ି ହୋଇଥିବା ଚର୍ଚ୍ଚା ହୋଇଛି। କଥାଟି ଠିକ୍ ଲାଗୁନଥିଲା ମଧ୍ୟ ଏହା କୁଆଡେ ଘଟିଛି ବୋଲି କୁହା ଯାଉଛି।
ଗିଲାସେ ପାଣି ପାଇଁ ଜଣେ ବିଧାୟକ ଓ ପ୍ରଶାସନିକ ନୂଆ ନେତା ବାଡ଼ିଆ ପିଟା ହୋଇଛନ୍ତି ବୋଲି ଚର୍ଚ୍ଚା ହେବାରେ ଲାଗିଛି। କିଏ ସେହି ନେତା ଓ କିଏ ସେହି ବିଧାୟକ ସେକଥା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ,
Special report
ବିଧାନ ସଭା ବାହାରେ ଗଣମାଧ୍ୟମ ଙ୍କୁ ବାଇଟ୍ ଦେଇ ଏଭଳି କଥା କହିଛନ୍ତି। ସେ କହିଥିଲେ କି ସେ ଶୁଣି ଛନ୍ତି ବିଧାୟକ ଓ ପ୍ରଶାସନିକ ନୂଆ ନେତା ଙ୍କ ମଧ୍ୟରେ ନବୀନ ନିବାସରେ ବାଡିଆ ପିଟା ହୋଇଛି।
ବିଧାୟକ ଜଣେ ପାଣି ପିଇ ଦେଲେ ବୋଲି ଏଭଳି ଘଟଣା ଘଟି ଯାଇଥିବା କଥା ସେ କହି ଥିଲେ। ହେଲେ ପ୍ରଦୀପ କେତେ ସତ ଆଉ କେତେ ମିଛ କହୁଛନ୍ତି ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣା ପଡ଼ି ପାରି ନାହିଁ।
ଏହାକୁ ନେଇ ଏବେ ଜନ ସାଧାରଣ ରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଯଦି ଏହା ସତ ତେବେ ଏହାକୁ ଖୁବ ନିମ୍ନ ସ୍ତରର ଝଗଡ଼ା ବୋଲି କୁହା ଯିବ। ତେବେ ସୋସିଆଲ ମିଡିଆରେ ଏବେ ପ୍ରଦୀପ ଙ୍କ ବାଇଟ୍ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଆଉ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଆମ କୁ ଆପଣଙ୍କ ମତାମତ ନିଶ୍ଚିତ ଜଣାଇବେ।

Advertisement