Oct 20, 2023, 14:08 IST

ପୁରା ଓଡ଼ିଶା ରେ ନବୀନ ଙ୍କୁ ହରାଇଲା ଭଳିଆ କୌଣସି ଲୋକ କିମ୍ବା ଦଳ ଗଠନ ହୋଇ ନାହିଁ!!!

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଏହା ଚର୍ଚ୍ଚା ହେବାରେ ଲାଗିଛି କି ପୁଣି ଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଆଉ ଏବେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ।
Special report
କେଦ୍ର ରେ ପଦ୍ମ ଫୁଟିବା ସହ ରାଜ୍ୟରେ ମଧ୍ଯ ଶଙ୍ଖ ବାଜିବ ଏହା ଛଡା ଏବେ ଆଉ ଅନ୍ୟ କୌଣସି ବିକଳ୍ପ ମଧ୍ୟ ନାହିଁ। ଓଡ଼ିଶାରେ ଆହୁରି ଅଧିକ ଭୋଟ ପାଇବ ବିଜେଡ଼ି ଆଉ ଏନେଇ ଏବେ ମଧ୍ୟ ସର୍ଭେ ରିପୋର୍ଟ ଆସିଛି।
ପୁଣି ସାରା ଭାରତରେ ଫୁଟିବାକୁ ଯାଉଛି ପଦ୍ମ ଫୁଲ। ଆଉ ଓଡ଼ିଶାର ସବୁ ମନ୍ଦିରରେ ମଧ୍ୟ ପୁଣି ଥରେ ସୁଭିବାକୁ ଯାଉଛି ଶଙ୍ଖ ନାଦ। କେନ୍ଦ୍ରରେ ନରେନ୍ଦ୍ର ମୋଦି ଓ ରାଜ୍ୟରେ ନବୀନ ପଟ୍ଟନାୟକ ଙ୍କ କୌଣସି ବିକଳ୍ପ ନାହିଁ।
କଂଗ୍ରେସ ଓ ବିରୋଧୀ ଦଳ ମାନେ ଯେତେ ଯାହା କଲେ ମଧ୍ୟ ସେମାନେ ଏହି ଦୁଇ ଦଳ ସମ୍ମୁଖରେ ଫିକା ପଡ଼ି ଯାଉଛନ୍ତି। ଆଉ ଲୋକସଭା ନିର୍ବାଚନ ହେଲେ ମଧ୍ଯ ଏଭଳି ରେଜଲ୍ଡ ଦେଖିବାକୁ ମିଳିପାରେ ବୋଲି କୁହା ଯାଉଛି।
Special report
ସର୍ଭେ ଏହା ଦର୍ଶାଇଛି କି ଓଡ଼ିଶାରେ ବଢ଼ିବାକୁ ଯାଉଛି ହୋଇଥିବା ସର୍ଭେ ର ସିଟ ସଂଖ୍ୟା। ତେର ରୁ ୧୪ ଲୋକସଭା ଆସନ ପାଇବ ବିଜେଡ଼ି। ଆଉ ଏନେଇ ମଧ୍ୟ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଆଉ ଏବେ ଏହା ମଧ୍ୟ ସୁଚନା ମିଳିଛି କି କେନ୍ଦ୍ରରେ ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଛି ବିଜେପି ର ସିଟ ସଂଖ୍ୟା। ସେଥିପାଇଁ ଏଥର ନିର୍ବାଚନରେ ମଧ୍ଯ ବିଜେପି ଓ ବିଜେଡ଼ି ଅଧିକା ଆସନ ସହିତ ଜୟଯୁକ୍ତ ହେବେ।
ଆଉ ଏହା ମଧ୍ୟ ଏବେ ଅନୁମାନ କରାଯାଉଛି। ସୋସିଆଲ ମିଡିଆରେ ଏହି ସମ୍ପର୍କରେ ଏବେ ଖୁବ ଚର୍ଚ୍ଚା ମଧ୍ଯ ହେବାରେ ଲାଗିଛି। ଲୋକମାନେ ମଧ୍ଯ ଏହା ଜାଣି ସାରିଲେଣି କି
କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ କ୍ଷମତା କୁ ଆସିବାକୁ ଯାଉଛନ୍ତି। ତେବେ ଏହି ସମ୍ପର୍କରେ ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Advertisement