Jan 23, 2024, 12:16 IST

ନବୀନ ନିବାସ ରେ ରାମ ଙ୍କ ପ୍ରାଣ ପ୍ରତିଷ୍ଠା ଲାଇଭ ଦେଖିଲେ ନବୀନ , କାନ୍ଦି କାନ୍ଦି ଓଡ଼ିଶା ର ଉନ୍ନତି ଆଉ ପ୍ରଗତି ପାଇଁ ରାମ ଙ୍କୁ ଆଶୀର୍ବାଦ ମାଗିଲେ....

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆଜି ସାରା ଭାରତ ରାମ ନାମ ଜପୁଛି।କେବଳ ରାମ ଙ୍କୁ ଦର୍ଶନ କରିବା ପାଇଁ ଅଯୋଧ୍ୟା କୁ ଚାଲି ଆସୁଛନ୍ତି ଭକ୍ତ ମାନେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଚି।ଏହାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କାନ୍ଦି ପକାଇଛନ୍ତି।
Special report
ଦୀର୍ଘ ଶହ ଶହ ବର୍ଷ ର ଆଶା ଆଜି ଭାରତବାସୀ ଙ୍କ ପୂର୍ଣ୍ଣ ହୋଇଚି।ଏହି ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଅନେକ ଚେଷ୍ଟା କରିଥିଲେ ହେଲେ ଶେଷ ରେ ଏହାକୁ କରି ଦେଖାଇ ଥିଲେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।ତାଙ୍କରି ପାଇଁ ଆଜି ଭାରତ ବର୍ଷ ରେ ରାମ ଲାଲା ଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି।
ଆମେ ଆଜି ଆପଣ ମାନଙ୍କୁ ସେହି ମନ୍ଦିର ବିଷୟ ରେ କହିବାକୁ ଯାଉଛୁ।ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କୁ ଦେଖିବା ପାଇଁ ସାରା ଭାରତ ବର୍ଷ ର ଲୋକ ମାନେ ଅଯୋଧ୍ୟା କୁ ଯାଇ ଥିଲେ।ଏହି ସମୟ ରେ ନିଜ ଘରେ ବସି ଟିଭି ରେ ଦେଖୁଥିଲେ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।
ସେ ଓ ୫ ଟି ସଚିବ ଭି କେ ପାଣ୍ଡିଆନ ଏହାକୁ ଦେଖୁଥିବା ସମୟ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାମ ଙ୍କ ମୂର୍ତ୍ତି ଦେଖି କାନ୍ଦି ପକାଇ ଥିଲେ।ଯାହାକୁ ସାରା ଭାରତ ବର୍ଷ ଶହ ଶହ ବର୍ଷ ହେଲାଣି ଅପେକ୍ଷା କରିଥିଲେ।ଶେଷ ରେ ତାହା ସମସ୍ତ ଙ୍କ ଆଶା ପୂର୍ଣ୍ଣ କରିଛି।
Special report
ଅଯୋଧ୍ୟା ନଗରୀ ରେ ଖୁସି ର ମାହୋଲ ଲାଗି ରହିଛି କିଏ ବାଦ୍ୟ ସଙ୍ଗୀତ ତାଳେ ତାଳେ ନାଚି ଯାଉଛି ତ ପୁଣି କିଏ ଗହଣା ଆଣି ଦେଇଛି।କିଛି ଭକ୍ତ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କୁ ଦେଖି କାନ୍ଦି ପକାଇଛି।ଶୁଭ ମୂହୁର୍ତ୍ତ ଦେଖି ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଚି।
ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ କର୍ତ୍ତା ରୂପେ ପୂଜା ରେ ବସି ଥିଲେ।ଯାହାକୁ ନେଇ ଅନେକ ଚର୍ଚ୍ଚା କରା ଯାଇଛି।ସାରା ଦେଶ ର କର୍ତ୍ତା ରୂପେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କରୁଥିଲେ ପୂଜା।ଯାହାକୁ ଦେଖି ଭାରତୀୟ ମାନେ ବହୁତ ଖୁସି ହୋଇ ଯାଇ ଥିଲେ।
ଏବେ ଏହି ସବୁ ଭିଡିଓ କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସ ଭବନ ରେ ବସି ଦେଖୁଥିଲେ।ସେ ଏହାକୁ ଦେଖି ତାଙ୍କ ଆଖିରୁ ଲୁହ ଆସି ଯାଇଥିଲା।ରାମ ଙ୍କ ର ସେହି ବିଗ୍ରହ ମୂର୍ତ୍ତି କୁ ଦେଖିଲେ ଆଖିରୁ ଲୁହ ଆସି ଯାଉଛି।
ଆଜିର ଦିନ କୁ କାହିଁ କେତେ କାଳ ରୁ ଅପେକ୍ଷା କରି ରହିଥିଲେ।ହେଲେ ସବୁ ଆଶା ସ୍ବପ୍ନ ପୂରଣ ହୋଇଚି।ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ମୂର୍ତ୍ତି କୁ ଶେଷ ରେ ଭାରତ ର ଅଯୋଧ୍ୟା ନଗରୀ ରେ ପ୍ରତିଷ୍ଠା କରା ଯାଇଛି।

Advertisement