Updated: Apr 5, 2024, 09:11 IST

ନବୀନ ବାବୁ ତାହାଲେ ରାଗରେ ନେଇଗଲେ ଏମିତି ନିଷ୍ପତ୍ତି..ବଦନାମ ହେଇଥିବା ନେତା ଙ୍କୁ ମିଳିଲାନି ଟିକେଟ..

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନିର୍ବାଚନ ଆସୁଛି।ଏହି ନିର୍ବାଚନ କୁ ଆଖି ଆଗରେ ରଖି ବିଭିନ୍ନ ରାଜନୀତିକ ଦଳ ମାନେ ପାର୍ଥି ଘୋଷଣା କରୁଛନ୍ତି।ଗତ ବିଜେଡି ଦଳ ତାର ଦ୍ୱିତୀୟ ପର୍ଯ୍ୟାୟ ପାର୍ଥୀ ଘୋଷଣା କରିଛି।
ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।ଏଥିରେ ବିବାଦୀୟ ନେତା ମାନଙ୍କୁ କୌଣସି ପ୍ରକାର ସିଟ ମିଳି ପାରି ନାହିଁ।ଏହି ତାଲିକା ରେ ପ୍ରଥମେ ଆସୁଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା। ମାହାଙ୍ଗା ଡବଲ ମ-ର୍ଡ-ର ଘଟଣା ରେ ତାଙ୍କ ହାତ ଥିବାକୁ ନେଇ ସବୁଠାରେ ଚର୍ଚ୍ଚା କରା ଯାଉ ଥିଲା।
Oo
ସେହି ପରି ଅନ୍ୟପଟେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଙ୍କୁ ମଧ୍ୟ ଟିକେଟ ଦିଆ ଯାଇ ନାହିଁ।ନିଜ ପୂର୍ବତନ ପ୍ରେମିକା କୁ ଧୋ-କା ଦେଇଥିବା ଅଭିଯୋଗ ହୋଇ ଥିଲା।ଯେଉଁଥିପାଇଁ ତାଙ୍କ ଉପରେ ଦଳ ବିଶ୍ଵାସ କରି ପାରି ନ ଥିଲା।ତୃତୀୟ ପର୍ଯ୍ୟାୟ ଲୋକ ସଭା ସିଟ ମଧ୍ୟ ବିଜେଡି ଦଳ ଘୋଷଣା କରିଛି।
ବର୍ତ୍ତମାନ ଶୁଣିବାକୁ ମିଳିଚି କି ବିଜେଡି ମୁଖ୍ୟ ନେତା ତଥା ମନ୍ତ୍ରୀ ପ୍ରତାପ ଜେନା ଙ୍କ ବଦଳ ରେ ଦଳ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ଙ୍କୁ ଟିକେଟ ଦେଇଚି।ଯାହାକୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Uy
ଅଙ୍କିତ ପ୍ରତାପ ଜେନା ପ୍ରଥମ ଥର ପାଇଁ ରାଜନୀତି ର ମୈଦାନ ଙ୍କୁ ଓହ୍ଲାଉଛନ୍ତି।ସେହିପରି ବିଜୟ ଶଙ୍କର ଙ୍କ ପୂର୍ବତନ ପ୍ରେମିକା ଙ୍କ ଅଭିଯୋଗ କ୍ରମେ କିଛି ଦିନ ପାଇଁ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହୋଇ ଥିଲା।ସେଥିପାଇଁ ଦଳ ତାଙ୍କୁ ମଧ୍ୟ ଟିକେଟ ଦେଇ ନାହିଁ।
ତାଙ୍କ ପରିବର୍ତ୍ତେ ସେଠାରେ ରମାକାନ୍ତ ଭୋଇ ଙ୍କୁ ପାର୍ଥୀ କରିଛି ଦଳ।ଦଳ ସମୁଦାୟ ୯୯ ଟି ପ୍ରାର୍ଥୀ ଘୋଷଣା କରିଛି।ଆହୁରି ୪୮ ଟି ସିଟ ବାକି ରହିଛି।ଏବେ ଆଗକୁ କାହାକୁ ଟିକେଟ ମିଳୁଚି ତାହା ଦେଖିବାକୁ ବାକି ରହିଲା।
ଅନ୍ୟପଟେ ବିବାଦ ରେ ଅଛନ୍ତି ନିମାପଡ଼ା ବିଧାୟକ ସମୀର ଦାସ।ତାଙ୍କୁ ଟିକେଟ ମିଳିବ କି ନାହିଁ ତାହା ସନ୍ଦେହ ଘେର ରେ ରହିଛି।ତାଙ୍କ ସ୍ଥାନ ରେ ବିଜେଡି ର ଅନ୍ୟ ଜଣେ ନେତା ଟିକେଟ ପାଇବା ପାଇଁ ଆଶା କରିଛନ୍ତି।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ କୌଣସି ସୂଚନା ଦେଇ ନାହାନ୍ତି।ଏବେ ଏହି କଥା କୁ ନେଇ ସବୁଠାରେ ଚର୍ଚ୍ଚା କରା ଯାଉଛି।

Advertisement