ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କଙ୍କଡ଼ାହାଡ଼ ଠାରେ, କଙ୍କଡ଼ାହାଡ଼ ବିଜେଡ଼ି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା।୫୬ ଟି ପଞ୍ଚାୟତ ର ବିଜେଡ଼ି କର୍ମୀ ମାନେ ସେଥିରେ ଯୋଗ ଦେଇଥିଲେ।
ସେଠାରେ ପ୍ରାୟତଃ ୮ ହଜାର ରୁ ୧୦ ହଜାର ଲୋକ ମାନଙ୍କ ଆୟୋଜନ କରାଯାଇ ଥିଲା। ସମସ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳକୁ ଖୁବ ଭଲ ପାଉଥିବା କଥା ମଧ୍ୟ ସେଠାରୁ ଜାଣିବାକୁ ମିଳିଥିଲା।
ଏହାର ଏକମାତ୍ର ଉଦ୍ଦେଶ୍ୟ କି ତାଙ୍କର ଦଳ କେମିତି ଆଗକୁ ଯିବ । ଆଗାମୀ ୨୦୨୪ ରେ ଯେମିତି ଭୋଟ ହାର ବଢିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଯେଉଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ମମତା ଯୋଜନା ପର୍ଯ୍ୟନ୍ତ ବିଜୁ ପକ୍କା ଘର ଯୋଜନା ଓ ଟଙ୍କା କିଆ ଚାଉଳ ,
ରାସନ୍ କାର୍ଡ ଯୋଜନା କେମିତି ଗାଁ ଗାଁ ରେ ପ୍ରଚାର ଓ ପ୍ରସାର ହେବ ପ୍ରତି ପଡ଼ା ରେ କେମିତି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ଆହୁରି ବଢିବ ସେହି ବିଷୟରେ ଆଲୋଚନା ହୋଇଥିଲା।
ସେଥିପାଇଁ ଆଜି ଅନେକ ଲୋକ ମାନେ ମଧ୍ୟ ଏହି ସମାରୋହରେ ଯୋଗଦାନ କରିଥିଲେ। କଙ୍କଡ଼ାହାଡ଼ ଯାତ୍ରା ପଡ଼ିଆରେ ଏହି ସମାରୋହର ଆୟୋଜନ କରାଯାଇ ଥିଲା।
ଶତାଧିକ ସଂଖ୍ୟାରେ ବିଜୁ ଜନତା ଦଳର କର୍ମଚାରୀ ମାନେ ଯୋଗ ଦେଇଥିଲେ। ସେମାନେ ନିଜ ସ୍ୱ ଇଛା ରେ ହିଁ ସେଠାକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ହେଉଛି ମୁଖ୍ୟମନ୍ତ୍ରୀ ଙ୍କୁ କିପରି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଯିବ।
ଆଉ ତାଙ୍କର ଜନହୀତ କର କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଲୋକ ମାନଙ୍କୁ ଅବଗତ କରାଯାଇ ଥିଲା। ଲୋକମାନେ ମଧ୍ୟ ଏହି କଥାରେ ସହମତି ପ୍ରଦାନ କରିଥିଲେ। ଲୋକମାନଙ୍କ ମନୋଭାବ ଦେଖିବା ପରେ ଏହା ଜଣା ପଡିଥିଲା କି
ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।