Feb 11, 2024, 12:00 IST

ନରସିଂହ ମିଶ୍ର ଙ୍କ ହାତ ଧରି ଆସିଲେ ମନୋଜ : ଏଥର କଣ ମନ୍ତ୍ରୀ ହେବେ ନା କଣ...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଲିଉଡ ର ବିବାଦୀୟ ଅଭିନେତା ମନୋଜ ମିଶ୍ର ପୁଣି ଥରେ ଚର୍ଚ୍ଚା ରେ ଅଛନ୍ତି।ସେ ଏବେ ରାଜନୀତି ରେ ପ୍ରବେଶ କରିଛନ୍ତି।ହେଲେ ଆସୁ ଆସୁ ସେ ଆମ ଓଡ଼ିଶା କୁ ଦୁଇ ଭାଗ କରି ଦେଇଛନ୍ତି।
Special report
ପଶ୍ଚିମ ଓଡ଼ିଶା ର ଉନ୍ନତି ଉପରେ ଗୁରୁତ୍ବ ଦେଇଛନ୍ତି।ଅନେକ ଦିନ ରୁ ତାଙ୍କୁ ନେଇ ଚର୍ଚ୍ଚା କରା ଯାଉଛି।ତାଙ୍କ ମତ ରେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ର ବିକାଶ ଉପରେ ଗୁରୁତ୍ବ ଦେଇ ନାହାନ୍ତି।ସେଥିପାଇଁ ସେ ରାଜନୀତି ରେ ପ୍ରବେଶ କରିଛନ୍ତି।
ସୂଚନା ଅନୁସାରେ ଗତ କାଲି ବିବାଦୀୟ ଅଭିନେତା ମନୋଜ ମିଶ୍ର କଂଗ୍ରେସ ଦଳ ରେ ଯୋଗ ଦେଇଛନ୍ତି।ସେ କଂଗ୍ରେସ ଦଳ ର ଯୋଗ ଦେବା ପରେ କେବଳ ପଶ୍ଚିମ ଓଡ଼ିଶା କୁ ନିଜ ମତ ରଖି ଥିଲେ।ରାଜନୀତି ରେ ପ୍ରବେଶ କରୁ କରୁ ସେ ଓଡ଼ିଶା କୁ ଦୁଇ ଭାଗ ରେ ଭାଗ କରି ଦେଲେ।
ସେ କହିଛନ୍ତି କି ମୁଁ ପଶ୍ଚିମ ଓଡ଼ିଶା ବାସୀ ଙ୍କ ଦୁଃଖ କୁ ଦେଖିଚି।ସେମାନେ ଦିନ କି ଦି ଓଳି ଦି ମୁଠା ଖାଇବାକୁ ପାଉ ନାହାନ୍ତି।ସେମାନଙ୍କ ର କିପରି ଉନ୍ନତି ହୋଇ ପାରିବ।ସେଥିପାଇଁ ମୁଁ ଚେଷ୍ଟା କରିବି।ଗରିବ ଲୋକ ମାନେ କିଭଳି ବସ୍ତି ଅଞ୍ଚଳ ରେ କଷ୍ଟ ରେ ରହିଛନ୍ତି ଏହାକୁ ମୁଁ ଦେଖିଚି।
Special report
ସେ ଆହୁରି ମଧ୍ୟ କହିଛନ୍ତି ମୋତେ କଂଗ୍ରେସ ନେତା ନରସିଂହ ସାର କହିଛନ୍ତି କି ମୋତେ ସେମାନଙ୍କ ପାଇଁ କିଛି କରିବାର ଅଛି।ପୂର୍ବ ରୁ ଓଡ଼ିଆ ଫିଲ୍ମ ରେ ସମସ୍ୟା କଥା କହି ନିଜେ ଚର୍ଚ୍ଚା କୁ ଆସି ଥିଲେ।ଅନେକ ଦିନ ଧରି ମନୋଜ ମିଶ୍ର ଙ୍କୁ ନେଇ ଚର୍ଚ୍ଚା କରା ଯାଉ ଥିଲା।
ତେବେ ପୁଣି ଥରେ ମନୋଜ ମିଶ୍ର ପଶ୍ଚିମ ଓଡ଼ିଶା ବାସୀ ଙ୍କ ରାଜନୀତି ରେ ପ୍ରବେଶ କରିଛନ୍ତି।ତାଙ୍କୁ ସିନେମା ଜଗତ ରୁ ବାସନ୍ଦ କରା ଯାଇ ଥିଲା।ଏହା ପରେ ଏହି ବିବାଦ ରେ ଛନ୍ଦି ଯାଇ ଥିଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର।
ଏ ନେଇ ନରସିଂହ ମିଶ୍ର କହିଛନ୍ତି କି ମନୋଜ ମିଶ୍ର ଓଡ଼ିଶା ର ଜଣେ ବିଶିଷ୍ଟ କଳାକାର।ସେ ଲୋକ ଙ୍କ ସେବା କରିବା ପାଇଁ କଂଗ୍ରେସ ଦଳ ରେ ମିଶିଛନ୍ତି।ଯେଉଁ ଅଞ୍ଚଳ ଗୁଡ଼ିକ ଓଡ଼ିଶା ରେ ପଛୁଆ ଅଛି
ସେହି ଅଞ୍ଚଳ ଗୁଡିକ ର ଉନ୍ନତି ଉପରେ ସେ ଗୁରୁତ୍ଵ ଦେବେ।ଏବଂ ଜଣେ ଭଲ ରାଜନେତା ହୋଇ ଲୋକ ଙ୍କ ଦୁଃଖ ସୁଖ କୁ ବୁଝିବେ ବୋଲି ସେ କହିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement