Sep 17, 2023, 11:22 IST

ନବୀନ ଙ୍କୁ ୨୦୨୪ ନିର୍ବାଚନ ରେ ଭୋଟ ଦେବେ ଏଲିଆନ୍, କଣ ସତରେ ନବୀନ ଏତେ ଲୋକପ୍ରିୟ!!

Special report

ନମସ୍କାର ପାଠକ ବନ୍ଧୁ।ଏବେ ଚାରିଆଡ଼େ ଏଲିୟନ କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।କଣ ସତରେ ବିଶ୍ଵ ବ୍ରହ୍ମାଣ୍ଡ ରେ ଏଲିୟନ ମାନେ ଅଛନ୍ତି।ଏହା କୁ ନେଇ ସାରା ପୃଥିବୀ ରେ ଥିବା ଦେଶ ଗୁଡ଼ିକ ଏହା ବିଷୟ ରେ ଅଧିକ ରୁ ଅଧିକ ଗବେଷଣା ଜାରି ରଖିଛି।
Special report
ସମସ୍ତ ଙ୍କ କହିବା ଅନୁଯାୟୀ ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହ ରେ ଏଲିୟନ୍ ମାନେ ଅଛନ୍ତି।ସେମାନେ ପୃଥିବୀ କୁ ମଧ୍ୟ ବୁଲିବା ପାଇଁ ଆସୁଛନ୍ତି।ତେବେ ଏହା କେତେ ଦୂର ସତ୍ୟ ତାହା ଏ ଯାଏଁ ଜଣା ପଡି ନାହିଁ।ଏବେ ସାରା ବିଶ୍ଵ ର ଲୋକ ମାନେ ଏଲିୟନ ମାନଙ୍କ ବିଷୟ ରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ ଏଲିୟନ ମାନଙ୍କ ବିଷୟ ରେ ଖୁବ୍ ଶୀଘ୍ର ଜଣା ପଡ଼ିବ ବୋଲି ଏବେ କୁହା ଯାଉଚି।ଯଦି ପୃଥିବୀ ରେ ମଣିଷ ମାନେ ବାସ କରୁଛନ୍ତି ତେବେ ନିଶ୍ଚୟ ଅନ୍ୟ ଗ୍ରହ ରେ ମଣିଷ ଥାଇ ପାରନ୍ତି।ଏହା ଛଡ଼ା ବହୁତ ବୃଦ୍ଧି ମାନ ଯିବ ଅନ୍ୟ ଗ୍ରହ ରେ ଥାଇ ପାରନ୍ତି ବୋଲି ଆମେରିକା ମହାକାଶ ସଂସ୍ଥା ନାସା କହିଛି।
Special report
ଏ ନେଇ ଆମେରିକା ମହାକାଶ ସଂସ୍ଥା ନାସା ପକ୍ଷରୁ ସୂଚନା ଦିଆଯାଇଛି।ସେ ଏକ ବଡ ଖୁଲାସା କରିଛି।୩୩ ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ପ୍ରକାଶ କରିଛି ନାସା।ଯାହାକୁ ନେଇ ଲୋକଙ୍କ ମଧ୍ୟ ରେ ଆଗ୍ରହ ସୃଷ୍ଟି ହୋଇଚି ଜାଣିବା ପାଇଁ।
ନାସା କହିଛି ଯେ ବିଶ୍ଵ ବ୍ରହ୍ମାଣ୍ଡ ରେ ଏଲିୟନ ଥିବାର ସନ୍ଦେହ କରା ଯାଉଛି।ଏଥିପାଇଁ ଗବେଷଣା କରା ଯାଉଚି।ଅନେକ ସାଟେଲାଇଟ୍ ମଧ୍ୟ ରହିଛି।ହେଲେ ଏ ଯାଏଁ କୌଣସି ତଥ୍ୟ ମିଳି ପାରି ନାହିଁ।
ଏବେ ଏକ ନୂତନ ସାଟେ ଲାଇଟ୍ ର ଆବଶ୍ୟକତା ରହିଛି।ନାସା କହିଛି କି ଏବେ ଉଡନ୍ତା ଯାନ କୁ ନେଇ ଲୋକ ଙ୍କ ମଧ୍ୟ ରେ ଅନେକ କଥା ଶୁଣିବାକୁ ମିଳୁଚି।ହେଲେ ଏହାର ଏ ଯାଏଁ ସ୍ପଷ୍ଟୀ କରଣ କରା ଜାଇ ନାହିଁ।
ଏଲିୟନ ମାନଙ୍କୁ ଦେଖିବା ଏ ଯାଏଁ ସମ୍ଭବ ପର ହୋଇ ନାହିଁ।ଗବେଷକ ମାନେ ଏ ବିଷୟ ରେ ଅଧିକ ରୁ ଅଧିକ ଗବେଷଣା ଜାରି ରଖିଛନ୍ତି।ଏଲିୟନ ମାନେ ସତରେ କଣ ପୃଥିବୀ କୁ ଆସି ଥିଲେ ବୋଲି ଏବେ ସମସ୍ତଙ୍କ ମନ ରେ ଆଶଙ୍କା ସୃଷ୍ଟି ହୋଇଛି।

Advertisement