Nov 7, 2023, 14:19 IST

ଆମେ ସମସ୍ତେ ଜାଣିଚୁ ସେଦିନ ଗାଡ଼ି ନବ ଦାସ୍ ଙ୍କ ପୁଅ ବିଶାଲ ଦାସ ଚଲାଉଥିଲେ : ଝିଅ ର ମୁଣ୍ଡ ଉପରେ ଚଢ଼େଇ ମାରିଦେଲ ଏବେ ନ୍ୟାୟ କିଏ ଦବ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ମନ୍ତ୍ରୀ ନବ ଦାସ ଙ୍କ ପୁଅ ବିଶାଲ ଦାସ ଙ୍କୁ।ତାଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେବାକୁ ଲାଗୁଛି।ତାଙ୍କ ଗାଡ଼ି ଦ୍ବାରା ଜଣେ ଲୋକ ଦୁ-ର୍ଘ-ଟ-ଣା ଗ୍ରସ୍ତ ହୋଇଛି।
Special report
ହେଲେ ପୋଲିସ ଏ ଯାଏଁ ତାଙ୍କୁ ଗିରଫ କରି ନାହିଁ।ଏହାର ବହୁତ କାରଣ ରହିଛି।କାରଣ ସେ ହେଉଛନ୍ତି ଜଣେ ବିଧାୟକ।ମନ୍ତ୍ରୀ ବିଧାୟକ ମାନେ ଭୁଲ କଲେ ସେଥିପାଇଁ କୌଣସି ଦଣ୍ଡ ନ ଥାଏ ବୋଲି ଜଣେ କଂଗ୍ରେସ କର୍ମୀ କହିଛନ୍ତି।
ଯଦି ଜଣେ ସାଧାରଣ ଲୋକ ଟି ଭୁଲ କରେ ତେବେ ତାଙ୍କୁ ବହୁତ ଜଲଦି ଜେଲ ରେ ପୁରାଇ ଦିଆ ଯାଏ।ତାହାଲେ ଏଠାରେ ଜଣା ଯାଉଚି ଯେ ବଡ ବଡ ନେତା ଙ୍କ ପାଇଁ ନିୟମ ଅଲଗା ଓ ସାଧାରଣ ଲୋକ ଙ୍କ ପାଇଁ ନିୟମ ଅଲଗା ଥାଏ।
Special report
ଏହାକୁ ନେଇ ପ୍ରଶ୍ନ ଉଠାଇ ଛନ୍ତି ଜଣେ କଂଗ୍ରେସ କର୍ମୀ।ସେ କହିଛନ୍ତି କି ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେବା ସମୟ ରେ ଗାଡ଼ି ରେ ବିଶାଲ ଦାସ ନିଜେ ଥିଲେ।ସେ ଗାଡ଼ି ଚଳାଉଥାନ୍ତି।ହେଲେ ସମସ୍ତଙ୍କୁ କୁହା ଯାଇଥିଲା ତାଙ୍କ ଡ୍ରାଇଭର ଗାଡ଼ି ଚଳାଉ ଥିଲା।
ସେଥିପାଇଁ ପୋଲିସ ଏବେ ତାଙ୍କ ଡ୍ରାଇଭର ଙ୍କୁ ଗିରଫ କରି ହାଜତ ରେ ପୁରାଇ ଦେଇଛି।ହେଲେ ସେଠାକାର ଲୋକ ମାନେ ଦେଖିଛନ୍ତି ଗାଡ଼ି ନିଜେ ବିଶାଲ ଦାସ ଚଳାଉ ଥିଲେ।ହେଲେ କେହି ଏଠାରେ ମୁହଁ ଖୋଲି ପାରିବେ ନାହି।
କାରଣ ମନ୍ତ୍ରୀ ମାନଙ୍କୁ ସବୁବେଳେ ସମସ୍ତଙ୍କର ଡର ଥାଏ।ଯିଏ ମୁହଁ ଖୋଲିବ ସେ ମରିବ।ଏଥିରୁ ଜଣା ପଡ଼ୁଚି ଯେ ରାଜ୍ୟ ର ଅବସ୍ଥା ଏବେ କୁଆଡେ ଯାଉଛି।ବିଚାର ଡ୍ରାଇଭର୍ ର କିଛି ଭୁଲ ନ ଥାଇ ଜେଲ ରେ ରହିଛି।
ସେହି ପରି ଦୂ-ର୍ଘ-ଟ-ଣା ଗ୍ରସ୍ତ ବ୍ୟକ୍ତି ଜଣକ ଏବେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।ତାଙ୍କ ପରିବାର କୁ ବିଶାଲ ଦାସ ଟଙ୍କା ଟିଏ ବି ଏ ଯାଏଁ ଦେଇ ନାହାନ୍ତି।କେବଳ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବିଶାଲ ଦାସ ବୋଲି କୁହା ଯାଇଛି।

Advertisement