Updated: Jun 1, 2023, 09:35 IST

ଗିନିଜ ୱାର୍ଲ୍ଡ ରେକର୍ଡ ରେ ସାମିଲ ହେଲା ହକି ଷ୍ଟାଡିୟମ୍, ଓଡ଼ିଶା ର ଟେକ ରଖିଲେ ନବୀନ ବାବୁ !! ପୁରା ବିଶ୍ଵ ରେ ହେଲା ଓଡ଼ିଶା ନାଁ!!

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ ଖବର ଜାଣିପାରିବେ । ଏହି ଖବର ସବୁ ଆପଣମାନେ ଜାଣିବା ଉଚିତ୍ । ଏହି ଖବର୍ବମ ରାଜ୍ୟ ଓଡ଼ିଶାକୁ ନେଇ ଆସିଛି । ଓଡ଼ିଶା ବିଷୟରେ ଆସିଥିବା ଖବର ବିଷୟରେ ସୂଚନା ପାଇପାରିବେ ।
ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ହେଉଛନ୍ତି ମାନ୍ୟବର ନବୀନ ପଟ୍ଟନାୟକ । ମାନ୍ୟବର ନବୀନ ପଟ୍ଟନାୟକ ଆମ ରାଜ୍ୟର ଅନେକ କାମ କରିଛନ୍ତି ଆଉ ଆମ ରାଜ୍ୟକୁ ଉପରକୁ ନେଇଛନ୍ତି ।
ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକଙ୍କ ନେତୃତ୍ୱରେ ଓଡ଼ିଶା କ୍ରୀଡା କ୍ଷେତ୍ରରେ ପାଲଟିଛି ଏକ ଭରଷା ଯୋଗ୍ୟ ଗନ୍ତବ୍ୟ ସ୍ଥଳୀ । ସମଗ୍ର ବିଶ୍ଵରେ ଓଡ଼ିଶା ଆଜି ହକି କ୍ରୀଡାର ଗ୍ଲୋବାଲ କ୍ରୀଡା ଭାବରେ ଜଣାଶୁଣା । ଲଗାତାର ପୁରୁଷ ହକି ବିଶ୍ୱକପ ଓଡ଼ିଶା କରିଥାଏ। 
ଏହାସହ ରାଉରକେଲାରେ ହକି ଷ୍ଟାଡିୟମ୍ ନିର୍ମାଣ କରିବା ହେଉ ସଫଳତାର ଏ ହେଉଛି ଗୋଟିଏ ଗୋଟିଏ ଦୃଷ୍ଟାନ୍ତ । ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ସର୍ବଶ୍ରେଷ୍ଠ ଆସନ ବିଶିଷ୍ଟ ହକି ଷ୍ଟାଡିୟମ୍ ଅଟେ ।
Cm
ଏହା ଗିନିଜ୍ ବୁକ୍ ରେକର୍ଡରେ ସ୍ଥାନ ପାଇଛି । ଏହା ଓଡ଼ିଶାକୁ ବିଶ୍ଵ କ୍ରୀଡା ଜଗତରେ ଅଗ୍ରଣୀ ସ୍ଥାନରେ ବସାଇ ପାରିଛି । ବହୁ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜକ ଓଡ଼ିଶା ଅଟେ । ଏହିସବୁ ଓଡ଼ିଶାର ସମୃଦ୍ଧିକୁ ଆହୁରି ବୃଦ୍ଧି କରିଛି ।
କ୍ରୀଡ଼ାପ୍ରେମୀମାନେ ଓଡ଼ିଶାର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହି ଉଦ୍ୟମ ଦ୍ଵାରା ଖେଳାଳୀମାନଙ୍କ ଜୀବନରେ ଉନ୍ନତି ହୋଇପାରିଛି । ଅନେକ ପ୍ରକାରର କ୍ରୀଡାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ କରିଛନ୍ତି ।
State News
ଆଉ ସବୁ ଖେଳ ପାଇଁ ଅନେକ ବ୍ୟବସ୍ଥା ଉନ୍ନତ କରିଛନ୍ତି । ଜାତୀୟ ହକି ଦଳର ସ୍ପନସର୍ ହେଉଛି ଓଡ଼ିଶା । ଓଡ଼ିଶାକୁ କ୍ରୀଡ଼ାରେ ଅନେକ ପୁରସ୍କାର ମିଳିଛି । ଓଡ଼ିଶା କ୍ରୀଡ଼ାରେ ବହୁତ ଆଗରେ ରହିଛି । ଓଡ଼ିଶାକୁ ଏହି ସବୁ ଉନ୍ନତି ପାଇଁ ଏସସି ସ୍ପୋର୍ଟସ ଆୱାର୍ଡ଼ ମିଳିଛି ।

Advertisement