ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ଏକ ବ୍ୟକ୍ତି ଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ସେହି ଭିଡ଼ିଓ ରେ ସେ କହୁଛନ୍ତି କି ଏହି ବିରୋଧୀ ମାନେ କାହିଁକି ଏଭଳି ଭାବରେ ବିରୋଧୀ ମାନଙ୍କୁ ବିରୋଧ କରୁଛନ୍ତି ସେକଥା ସେ କିଛି ଜାଣି ପାରୁ ନାହାଁନ୍ତି।
ସେ କହିଥିଲେ କି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କେତେ ଲୋକ ମାନଙ୍କର ଉନ୍ନତି କଲେ ଲୋକ ମାନଙ୍କର ମନ ଶାନ୍ତି ହେବ ସେକଥା ସେ ଜାଣି ପାରୁ ନାହାଁନ୍ତି।
ସେ କହିଛନ୍ତି କି ଭୁବନେଶ୍ୱର ରୁ ଯେତେବେଳେ ଆସି ନିଜ ଗାଁ ରେ ପହଞ୍ଚିଲେ ସେ ଏଭଳି ରାସ୍ତା ଦେଖିଥିଲେ କି ଯେଉଁ ରାସ୍ତା ଆପଣ ନିଉୟର୍କ କି ଇଂଲଣ୍ଡ ରେ ମଧ୍ୟ ଦେଖିବାକୁ ପାଇ ନଥିବେ। ଏକଥା ସେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅଟହାସ୍ୟ କରି କହିଥିଲେ ।
କାରଣ ଆପଣ ମାନେ ଜାଣିଥିବେ କି ବର୍ଷା କାରଣରୁ ଏବେ ଉନ୍ନତ ମାନର ରାସ୍ତା ନଥିବାରୁ ରାସ୍ତାରେ ପାଣି ଜମି ରହୁଛି ଯାହା ଫଳରେ କି ଯାତାୟାତ ପ୍ରଭାବିତ ହେଉଛି।
ଆଉ ସେ କହିଛନ୍ତି କି ଏଭଳି ରାସ୍ତା ଦେଖିବା ପରେ ଆପଣ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରଶଂସା ନକରି ରହି ପାରିବେ ନାହିଁ। ସେ କହିଥିଲେ କି ୫ଟି ଆସିବା ପରେ ଯେଉଁ ଭଳି ଭାବରେ ରାସ୍ତା ମରାମତି କାର୍ଯ୍ୟ ଚାଲିଛି
ସେହି ରାସ୍ତାକୁ ଦେଖିବା ପରେ ଆପଣଙ୍କୁ ସେହି ରାସ୍ତାରେ ଭାତ କୁଢେଇକି ଖାଇବାକୁ ଇଚ୍ଛା ହେବ। ସେ କହିଥିଲେ କି ଯେଉଁମାନେ ଏହାକୁ ସମାଲୋଚନା କରୁଛନ୍ତି ତାଙ୍କୁ ସେ କହିବେ କି,
ସେମାନେ ପନ୍ଦ୍ରା ମାସରେ ମଧ୍ୟ ଏଭଳି ରାସ୍ତା ତିଆରି କରି ଦେଖାଇ ପାରିବେ ନାହିଁ। ଯେଉଁଟା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିକି ଦେଖାଇ ଛନ୍ତି। ବ୍ୟକ୍ତି ଜଣକ ଏଭଳି ଅନେକ କଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅଟହାସ୍ୟ କରି ଓ
କମେଣ୍ଟ ମାରି କହିଛନ୍ତି ଯାହାକି ଆପଣ ଭିଡିଓ କୁ ସଂପୂର୍ଣ୍ଣ ଭାବରେ ଦେଖିଲେ ହିଁ ଜାଣି ପାରିବେ। ତେବେ ଆପଣ ଏହା ଉପରେ କଣ କହିବାକୁ ଚାହୁଁ ଛନ୍ତି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।