Jul 23, 2023, 09:14 IST

ଓଡ଼ିଶା ର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପୁଣି ଆଉ ଏକ ବଡ଼ ଯୋଜନା, ବର୍ଷାଦିନ ଆଗରୁ ସବୁ ପାଇବେ ଘର

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ମୋ ଘର ଯୋଜନାରେ ନାମ ପଞ୍ଜିକରଣ। ମୋ ସେବା କେନ୍ଦ୍ର କୁ ଯାଇ ମଧ୍ୟ ଲୋକ ମାନେ ଏହା ପାଇଁ ଆବେଦନ କରି ପାରିବେ ।
Special report
ଆବେଦନ ସମୟରେ ପାସପୋର୍ଟ ସହ ଫଟୋ , ଆଧାର କାର୍ଡ କିମ୍ବା ଅନ୍ୟ ପରିଚୟ ପତ୍ର ମଧ୍ୟ ଦରକାର ପଡ଼ିବ ଏଭଳି ଆପଣଙ୍କୁ ଆପଣଙ୍କ ଜାତିଗତ ପ୍ରମାଣପତ୍ର ମଧ୍ୟ ଦେବା ପାଇଁ ପଡିବ। ଯେଉଁ ମାନଙ୍କ କଚା ଘର ଅଛି କିମ୍ବା ଗୋଟିଏ ମାତ୍ର ପକା ଘର ରହିଛି,
ସେମାନେ ଏହି ଯୋଜନା ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇ ପାରିବେ। ମାସକୁ ୨୫ ହଜାର ରୁ କମ ରୋଜଗାର ଥିବା ପରିବାର ମଧ୍ୟ ଏଥିପାଇଁ ପଞ୍ଚି କରଣ କରି ପାରିବେ।
Special report
କୌଣସି ସରକାରୀ ଚାକିରୀ କି ସରକାରୀ ପେନସନ ପାଉ ନଥିଲେ ହିଁ ଏହି ମୋ ଘର ଯୋଜନା ପାଇଁ ଆବେଦନ ମଧ୍ଯ କରିହେବ। ସବୁଠୁ ବଡ଼ କଥା ହେଉଛି ହିତାଧିକାରୀ ମାନେ ପୂର୍ବରୁ ଯେମିତି କୌଣସି ଯୋଜନାରେ କୌଣସି ପ୍ରକାର ର ସୁବିଧା ସୁଯୋଗ ପାଇ ନଥିବେ।
ବା ଯଦି ସେମାନେ ସହାୟତା ପାଇଥିବେ ତେବେ ତାହା ୭୦ ହଜାର ଟଙ୍କାରୁ କମ୍ ହୋଇଥିବା ଦରକାର୍। ଯେଉଁ ହିତାଧିକାରୀ ଙ୍କ ୫ ଏକର ରୁ କମ ଜଳସେଚିତ ଜମୀ ଓ ୧୫ ଏକର ରୁ କମ ଅଣ ଜଳସେଚିତ ଜମି ଥିବ
ସେମାନେ ମଧ୍ଯ ଏହି ଯୋଜନାର ନିଶ୍ଚିତ ଭାବରେ ସାମିଲ୍ ହୋଇ ପାରିବେ। ଏଥିପାଇଁ ଲୋକ ମାନେ ଏବେ ଖୁବ ଖୁସୀ ଅଛନ୍ତି। ସରକାର୍ ଙ୍କ ଏହି ଯୋଜନା ତାଙ୍କୁ ଏବେ ନିଶ୍ଚିତ ସହାୟକ ହେବ ବୋଲି ମଧ୍ୟ ଆଶା କରୁଛନ୍ତି।
Special report
ଯେଉଁ ମାନେ କୌଣସି ସୁବିଧା ସୁଯୋଗ ନପାଇ ଅନେକ ଦିନ ଧରି କଚ୍ଚା ଘରେ ରହି ଆସୁଛନ୍ତି ତାଙ୍କ ପାଇଁ ଏହା ଏକ ବହୁତ ବଡ଼ ଖୁସି ଖବର। ଆଉ ସେମାନେ ମଧ୍ଯ ଏଥିପାଇଁ ମୁଖ୍ୟ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଖୁବ୍ କୃତଜ୍ଞତା ଅର୍ଜନ କରିଛନ୍ତି।
ତେବେ ଏହା ଲୋକ ମାନଙ୍କ ପାଇଁ ଏକ ଉକୃଷ୍ଠ ଯୋଜନା ହୋଇ ଥିବସ୍ ବେଳେ କେତେ ଲୋକଙ୍କୁ ଏହା ସହଯ୍ୟକର ହୋଇ ପାରିବ ତାହା ଆଗକୁ ଦେଖିବାର ଅଛି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement